ରାଜ୍ୟ

ଭସାଣୀରେ ବାଜିବ ଡିଜେ: ଜାଣନ୍ତୁ କେତେ ଡେସିବେଲ ପର୍ଯ୍ୟନ୍ତ ବଜାଇପାରିବେ

ଭୁବନେଶର,୧୪।୧୦: ଆଜି ଭୁବନେଶ୍ୱରରେ ଭସାଣୀ। ଦଶହରା ସରିବା ପରେ ସୋମବର ଭସାଣୀ ଯାତ୍ରା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷେ ଭୁବନେଶ୍ବର ଦୁର୍ଗା ପୂଜା ଭସାଣୀକୁ ନେଇ ଡିସିପି ପିନାକ ମିଶ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭସାଣୀରେ କମ ସାଉଣ୍ଡରେ ପୂଜା…

ଜଙ୍ଗଲକୁ ହାତୀ ଦେଖିବାକୁ ଯାଇଥିଲେ: ହଠାତ୍‌ ହାତୀ ପଛରୁ ଆସି…  

ପାଟଣା,୧୪।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଡେଣୁଆ କାଜୁଜଙ୍ଗଲରେ ସୋମବାର ଏକ ଦନ୍ତା ଆକ୍ରମଣରେ ଜଣେ ୨୫ ବର୍ଷୀୟ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତୋର ଯୁବକ ଜଣକ ହେଉଛନ୍ତି ପାଟଣା ବ୍ଲକ ଅଙ୍କୁରା ଗ୍ରାମରର ରାଜ କିଶୋର ନାଏକଙ୍କ ପୁଅ…

ଅମରଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା, କହୁକହୁ କହିଦେଲେ ଗ୍ରହଣ କରିବେ…

ଭୁବନେଶ୍ୱର,୧୪।୧୦: ଅମର ଶତପଥୀଙ୍କୁ ନେଇ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶୀର୍ଷ ନେତୃତ୍ୱ ସ୍ଥିର କରିବେ ଅମରଙ୍କୁ ଗ୍ରହଣ କରିବେ କି ନାହିଁ। ବିଜେଡିର ଅବସ୍ଥା କ’ଣ ତାହା ପ୍ରତିଦିନ ଦେଖିବାକୁ ମିଳୁଛି। ବୁଡ଼ିଗଲା ଡଙ୍ଗାର…

ବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଥିଲା ମଦ ବୋତଲ

ବୌଦ୍ଧ,୧୪ା୧୦(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ମଣିପୁର ନର୍ସରୀ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲା ପୁରୁଣାକଟକ ଥାନା ମଣିପୁର ନର୍ସରୀର ଏକ ବୁଦାମୂଳରେ ଅଜଣା ମୃତଦେହ…

ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି, ଏବେ ମୁଁ ଦଳରେ ନାହିଁ, କାହିଁକି ଏପରି କହିଲେ ଅମର…

ଭୁବନେଶ୍ୱର,୧୪ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ସବୁଠୁ ଚମକାଇ ଦେଇଛି ଦଳର ବରିଷ୍ଠ ନେତା ତଥା ବଡ଼ଚଣାର ପୂର୍ବତନ ବିଧାୟକ ଅମର…

ଯାହାକୁ ଅଣନିଃଶ୍ୱାସୀ ଲାଗୁଛି ସେ ବିଜେଡି ଛାଡ଼ି ପଳାନ୍ତୁ, ଅମରଙ୍କୁ ଏପରି କହିଲେ ଲେନିନ

ଭୁବନେଶ୍ୱର,୧୪ା୧୦: ବିଜେଡି କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି କନ୍ଦଳରେ ନିଆଁ ଲଗାଇ ଦେଇଛି ଲେନିନ ମହାନ୍ତିଙ୍କ ବିସ୍ଫୋରକ ବୟାନ। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି ଲେନିନ।…

ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଚକାଡୋଳା ନାମକ ବସ୍‌ଟି ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବାବେଳେ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାକୁ ଗୁରୁତର ସହ ନେଲେ ଓଡ଼ିଶା ସରକାର, ଏହା ଏକ…

ଭୁବନେଶ୍ୱର,୧୪ା୧୦: ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର ଘଟଣାକୁ ଗମ୍ଭୀରତା ଏବଂ ସମ୍ବେଦନଶୀଳତା ସହିତ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛି ଏବଂ ଦିଲ୍ଲୀ ପୋଲିସ ସହିତ ତଦନ୍ତର ଅଗ୍ରଗତି ମଧ୍ୟ…

ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ଶିବମ ମ୍ୟୁଜିକାଲ୍‌…

ଆଜି ମେଲାଣି ନେବେ ମା’, କଟକଣା ଜାରି

ଭୁବନେଶ୍ୱର,୧୪ା୧୦: ଆଜି ମେଲାଣି ନେବେ ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ଆର ବରଷକୁ ଅପେକ୍ଷା କରିବେ ଭକ୍ତ। ମା’ଙ୍କ ଭସାଣି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଶେଷକରି ଟୁଇନ୍‌ ସିଟି ଭୁବନେଶ୍ବର-କଟକରେ ଭସାଣି ପାଇଁ କଟକଣା ଜାରି…

ଦର୍ପଣ ଭାଙ୍ଗୁଥିବା ମାଙ୍କଡ଼ ଧରାପଡ଼ିଲା: ଗ୍ରାମବାସୀ ଆଶ୍ୱସ୍ତ

କଣ୍ଟାପଡ଼ା,୧୩।୧୦(ସୁରନାରାୟଣ ସାହୁ): ଗତ କିଛି ଦିନହେଲା କଟକ ଜିଲା ବାଗଲପୁର ପଞ୍ଚାୟତର କୁଅଁରପୁର ଗ୍ରାମରେ ଉତ୍ପାତ କରୁଥିବା ଏକ ଅଣ୍ଡିରା ମାଙ୍କଡ ଧରାପଡିଛି। ରବିବାର କଟକ ଗୋପାଳପୁର ବନବିଭାଗ ଏବଂ ନନ୍ଦନକାନନ ଟ୍ରାଙ୍କୁଲାଇଜର ଟିମ୍‌ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରି କାବୁ କରିଥିଲା।…

ପାରାଦୀପରେ ରାବଣ କିଏ? ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି….

  ଭୁବନେଶ୍ୱର,୧୩।୧୦: ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ପାରାଦୀପର ଆୟୋଜିତ ରାବଣ ପେଡ଼ିା ଉତ୍ସବରେ ନାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?