ଖେଳ

ନଟ୍‌ ୟେଟ୍‌ ଏଫ୍‌ସି ଚାମ୍ପିୟନ୍‌

ଭୁବନେଶ୍ୱର, ୧୧।୭(ସରୋଜ ଜେନା): ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ(ଓଏଫ୍‌ସି) ପକ୍ଷରୁ ଆୟୋଜିତ ସିକ୍ସ ଏ ସାଇଡ୍‌ ଫୁଟସାଲ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ନଟ୍‌ ୟେଟ୍‌ ଏଫ୍‌ସି। ରିଲାଏନ୍ସ ଫାଉଣ୍ଡେଶନ୍‌ ଓ ରୋଲରନଟ୍ସ ଏଫ୍‌ସି ଆନୁକୂଲ୍ୟରେ ଏଜି କଲୋନିରେ ଏହି ଟୁର୍ନାମେଣ୍ଟ…

ଲାରି ନାସାରଙ୍କୁ ଛୁରା ମାଡ଼

ଓ୍ବାଶିଂଟନ, ୧୧ା୭: ଅଲିମ୍ପିକ ପଦକ ବିଜେତାଙ୍କ ସମେତ ବହୁ ମହିଳା ଜିମ୍ନାଷ୍ଟଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଥିବା କ୍ରୀଡ଼ା ଡାକ୍ତର ଲାରି ନାସାରଙ୍କୁ ଛୁରା ମାଡ଼ ହୋଇଛି। ଫ୍ଲୋରିଡାସ୍ଥିତ ଏକ ସଂଘୀୟ ବନ୍ଦୀଶାଳାରେ ଏହା ଘଟିଛି। କ୍ରୀଡ଼ା…

ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ମୀରପୁର, ୧୧ା୭: ଭାରତ ଓ ବାଂଲାଦେଶ ମହିଳା ଦଳ ମଧ୍ୟରେ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ମ୍ୟାଚ ଜିତିଥିବା ଭାରତ ଏହି ମ୍ୟାଚ ଜିତିବା ସହିତ ସିରିଜ୍‌ ବିଜୟୀ ହେବା ଲକ୍ଷ୍ୟରେ ରହିବ। ପ୍ରଥମ ମ୍ୟାଚ୍‌ରେ…

କ୍ୱାର୍ଟରରେ ଜୋକୋଭିଚ୍‌, ସାବାଲେଙ୍କା

ଓ୍ବିମ୍ବେଲଡନ, ୧୧ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ବେଲାରୁଷର ଆରିନା ସାବାଲେଙ୍କା। ପୁରୁଷ ସିଙ୍ଗଲ୍ସ ବର୍ଗରେ ଜୋକୋଭିଚ୍‌ଙ୍କ ବ୍ୟତିତ ଡାନିଲ ମେଡଭେଡେଭ ଓ କ୍ରିଷ୍ଟୋଫର ୟୁବ୍ୟାଙ୍କସ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।…

ପୁରୁଷପ୍ରାଧାନ୍ୟ କ୍ରୀଡ଼ାରେ ସୋଫିଆ

ରେସିଂ ଅବା ଗ୍ରାଁ ପ୍ରି କଥା ଯେତେବେଳେ ଉଠେ ସେତେବେଳେ ସାଧାରଣତଃ ପୁରୁଷ ଖେଳାଳିମାନଙ୍କ ନାମ ଆସିଥାଏ। ମାଇକେଲ ସୁମାକର, ସେବାଷ୍ଟିଆନ୍‌ ଭେଟେଲ, ଲୁଇସ୍‌ ହାମିଲଟନ୍‌ଙ୍କ ପରି ଖେଳାଳି ରେସିଂ ସ୍ପୋର୍ଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରେସିଂ…

କ୍ରିକେଟରେ ଧୋନି ସବୁଠାରୁ ବଡ଼ ଚେହେରା: ଗାଭାସ୍କର

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଲିଟିଲ ମାଷ୍ଟର ଭାବରେ ଜଣାଶୁଣା ସୁନୀଲ ଗାଭାସ୍କର ୭୪ ବର୍ଷ ବୟସରେ ପାଦ ଦେଇଛନ୍ତି। ତେବେ ସୋସିଆଲ ମିଡିଆରେ ସୁନୀଲ ଗାଭାସ୍କରଙ୍କ ଏକ…

ଟାଇଟଲ ହାତେଇଲେ ସେନ୍‌

କାଲଗାରି,୧୦ା୭: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ କାନାଡା ଓପନ୍‌ ବିଡବ୍ଲ୍ୟୁଏଫ୍‌ ସୁପର୍‌ ୫୦୦ ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲରେ ମ୍ୟାଚ୍‌ରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନ ଚୀନ୍‌ର ଲି ଶି ଫେଙ୍ଗଙ୍କୁ ୨୧-୧୮ ଓ ୨୨-୨୦ ସେଟ୍‌ରେ ପରାସ୍ତ କରିଛନ୍ତି।…

ଖାସ୍‌ ରେକର୍ଡ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୦।୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ହୁଏତ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ସାମ୍ନା କରିବାକୁ ପଡିଛି। କିନ୍ତୁ ତାଙ୍କ ଫ୍ୟାନ ଫଲୋଇଙ୍ଗ୍‌ରେ କୌଣସି ପ୍ରକାରର କମି ନଥିଲା। ସୋସିଆଲ ମିଡିଆରେ ବିରାଟ…

ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି କୀର୍ତ୍ତିମାନ ହାସଲ କଲେ ସୁଜି

କଲମ୍ବୋ,୧୦।୭: ନ୍ୟୁଜିଲାଣ୍ଡର କ୍ରିକେଟର ସୁଜି ବେଟ୍ସ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସେ ୧୦ଟି ଦେଶରେ ଟି-୨୦ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ନିକଟରେ ବେଟ୍ସ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ।…

ରୋହିତଙ୍କ ଅଧିନାୟକତ୍ୱ ନେଇ ଅସନ୍ତୁଷ୍ଟ ଗାଭାସ୍କର…

କୋଲକାତା,୧୦।୭ : ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖୁସି ନୁହଁନ୍ତି ଏବଂ ତାଙ୍କଠାରୁ ଅଧିକ ଆଶା କରୁଥିବା କହିଛନ୍ତି। ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଭାରତର ଅଧିନାୟକ କରାଯାଇଥିଲା। ତେବେ ରୋହିତ ଅଧିନାୟକ…

ମନର ବ୍ୟଥା ପ୍ରକାଶ କଲେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭: ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ପରାଜୟର ମୁଖ୍ୟ କାରଣ ବ୍ୟାଟିଂ ଥିଲା। ଦଳ ଉଭୟ ଇନିଂସରେ ୩୦୦ ସ୍କୋରରେ ପହଞ୍ଚି ପାରି ନ ଥିଲା। ବିଗତ କିଛି ବର୍ଷ ମଧ୍ୟରେ ବିଦେଶରେ…

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୦।୭: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଷ୍ଟୋକ୍ସ ଏହି ସଫଳତା ହାସଲ କରିଛନ୍ତି। ହେଡିଙ୍ଗଲିରେ ଖେଳାଯାଇଥିବା ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?