ଡେବ୍ୟୁ ପୂର୍ବରୁ ଜୟସ୍ବାଲଙ୍କୁ ଖାସ୍ ଟିପ୍ସ ଦେଲେ ରୋହିତ
ଡୋମିନିକା,୧୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜିଠାରୁ ଡୋମିନିକାରେ ଆରମ୍ଭ ହେବା। ଏହି ମ୍ୟାଚରେ ଷ୍ଟାର ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଡେବ୍ୟୁ ପୂର୍ବରୁ ଅଧିନାୟକ ରୋହିତ…
ମେଜର ଲିଗ କ୍ରିକେଟ: ‘ଫଟାଫଟ କ୍ରିକେଟ’ରେ ଦେଖିବାକୁ ମିଳିବେ, ରସେଲ, ଶାଦବ, ରସିଦଙ୍କ ପରି ବହୁ ପ୍ରସିଦ୍ଧ ଖେଳାଳି…
ଓ୍ବାଶିଂଟନ,୧୨।୭ : ‘ଫଟାଫଟ କ୍ରିକେଟ’ର ସମ୍ପ୍ରତି ଲୋକପ୍ରିୟ ହେବାରେ ଲାଜିଛି। ଏହି ମର୍ମରେ ଅନ୍ୟ ଏକ ଲିଗ କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରିବାକୁ ପ୍ରସ୍ତୁତ। ଆମେରିକାରେ ମେଜର ଲିଗ କ୍ରିକେଟ ଗୁରୁବାର, ଜୁଲାଇ ୧୩ (ଭାରତୀୟ ସମୟ ଅନୁସାରେ ଜୁଲାଇ ୧୪)…
ଇଶାନ କିଷନଙ୍କୁ ମିଳିପାରେ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ
ନୂଆଦିଲ୍ଲୀ,୧୨।୭: ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରୁ ଡୋମିନିକାର ୱିଣ୍ଡସର୍ ପାର୍କରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ଏହି ପରୀକ୍ଷା ପାଇଁ ଭାରତୀୟ ଦଳର ୧୧ଟି ଖେଳରେ କିଛି ବଡ ପରିବର୍ତ୍ତନ ଦେଖାଯିବ ବୋଲି…
ଚମତ୍କାର ପଦର୍ଶନ ପରେ ବଡ଼ ଟୁର୍ନାମେଣ୍ଟ ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୧୨।୭: ନିକଟରେ ଖେଳାଯାଇଥିବା ଆଇପିଏଲ ୧୬ରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଥିଲା। ଏବେ ଦେଓଧର ଟ୍ରଫି ଜରିଆରେ ତାଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ମିଳିବ।ଦେଓଧର ଟ୍ରଫି ୨୦୨୩ ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ…
ଆଶେସ ସିରିଜ୍ ନେଇ ସୁନକ-ଅଲବ୍ନିଜ ମୁହାଁମୁହିଁ…
ଲଣ୍ଡନ/ମେଲବୋର୍ନ,୧୨।୭ : ଇଂଲଣ୍ଡରେ ଖେଳାଯାଉଥିବା ଆଶେସ ସିରିଜ ଏବେ ରୋମାଞ୍ଚକର ହୋଇଛି। ପ୍ରଥମ ଦୁଇଟି ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। କଙ୍ଗାରୁ ଟିମ ବର୍ତ୍ତମାନ ସିରିଜରେ ୨-୧ରେ ଆଗୁଆ ଅଛନ୍ତି। ଏଥି…
ଏସିଆ କପରେ ଟିମ୍ ଇଣ୍ଡିଆ ଯିବନି ପାକିସ୍ତାନ: ପାକ୍ କ୍ରୀଡା ମନ୍ତ୍ରୀଙ୍କୁ ଜବାବ ଦେଲା ବିସିସିଆଇ…
କୋଲକାତା,୧୨।୭ : ଏସିଆ କପ ଏବଂ ବିଶ୍ୱକପ ସମ୍ବନ୍ଧରେ ପାକିସ୍ତାନର ଡ୍ରାମା ବର୍ତ୍ତମାନ କିଛି ସମୟ ଧରି ଚାଲିଛି। ହାଇବ୍ରିଡ ମଡେଲ ଉପରେ ଏସିଆ କପ ଟୁର୍ନାମେଣ୍ଟ ସ୍ଥିର ହୋଇଥିବା ସତ୍ତ୍ୱେ ପାକିସ୍ତାନ ଏହା ଉପରେ ଏକ ବିବାଦ ସୃଷ୍ଟି କରିବାକୁ…
ଏସିଆ କପ ୨୦୨୩: ପାକିସ୍ତାନ ଯିବ ନାହିଁ ଟିମ ଇଣ୍ଡିଆ, ଶ୍ରୀଲଙ୍କାରେ ହେବ ଭାରତ-ପାକ୍ ମ୍ୟାଚ
ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ ୨୦୨୩ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳାଯିବ। ଡରବାନରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରୀ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ଜକା…
ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ୍; ଜାଣନ୍ତୁ କେଉଁଠି ଏବଂ କେତେବେଳେ ଦେଖିବେ…
ରୋସେଉ,୧୧।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ଖେଳିବ ଭାରତ। ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଉଭୟ ଦଳ ଲାଗି ବେଶ ଗୁରୁତ୍ୱ ବହନ କରୁଛି। ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଯୁବ ବ୍ୟାଟର ଯଶସ୍ବୀ…
୨୦୦୨-୦୩ରୁ ସିରିଜ୍ ହାରିନି ଭାରତ
ରୋସେଉ (ଡୋମିନିକା), ୧୨।୭: ଭାରତ-ଓ୍ବେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାର ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଚକ୍ର (ସାଇକେଲ)ର ଏହା ଅଂଶବିଶେଷ ହୋଇଥିବାରୁ ଦୁଇ ଦଳ ପାଇଁ ଏହି ସିରିଜ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଓଭରଅଲ୍ ରେକର୍ଡ…
ମହିଳା ଟି୨୦: ସିରିଜ୍ ଜିତିଲା ଭାରତ
ମୀରପୁର, ୧୨ା୭: ବାଂଲାଦେଶ ମହିଳା ଦଳ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଜିତିବା ସହିତ ସିରିଜ୍ ଉପରେ ଆଗୁଆ କବ୍ଜା କରି ନେଇଛି ଭାରତ। ମୀରପୁରର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଲୋ…
ସେମିରେ ଭୋନ୍ଦ୍ରୋସୋଭା
ଓ୍ବିମ୍ବେଲଡନ୍, ୧୨ା୭: ଟେନିସ୍ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଆଉ ଏକ ବିପର୍ଯ୍ୟୟ ଘଟାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଚେକ୍ ରିପବ୍ଲିକ୍ର ର୍ମାକେଟା ଭୋନ୍ଦ୍ରୋସୋଭା। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା…
ମାନବାଧିକାର କୋର୍ଟରେ ସିମେନ୍ୟା ବିଜୟୀ
ଓ୍ବାଶିଂଟନ୍, ୧୨ା୭(ପି.ଟି.): ଦୁଇ ଥର ଅଲିମ୍ପକ୍ସ ପଦକ ବିଜୟିନୀ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ହାଇ ଟେଷ୍ଟୋଷ୍ଟେରନ ମାମଲାରେ ମାନବାଧିକାର କୋର୍ଟରେ ବିଜୟୀ ହୋଇଛନ୍ତି। ଏହା ସହିତ ବିଶ୍ୱ ଆଥଲେଟିକ୍ସରେ ରହିଥିବା ଟେଷ୍ଟୋଷ୍ଟେରନ ନିୟମ ବଦଳିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ…

