ଖେଳ

ହନୁମାନ ହେଲେ ଅଫିସିଆଲ ମାସ୍କଟ୍‌

ବ୍ୟାଙ୍କକ୍‌, ୧୨ା୭ (ପି.ଟି.): ଭାରତୀୟ ଭଗବାନ ତଥା ଶକ୍ତି ଓ ସାହସର ପ୍ରତୀକ ପ୍ରଭୁ ହନୁମାନଙ୍କୁ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପର ମାସ୍କଟ ଘୋଷଣା କରାଯାଇଛି। ବୁଧବାର ଠାରୁ ଆରମ୍ଭ ହୋଉଥିବା ଏହି ଚାମ୍ପିୟନଶିପ୍‌ର ୫୦ ବର୍ଷ ପୂର୍ତ୍ତି ଅବସରରେ ଏସିଆନ୍‌ ଆଥଲେଟିକ୍ସ…

ଲୋ ସ୍କୋରିଂ ମ୍ୟାଚ୍‌ ସତ୍ତ୍ୱେ ଦ୍ୱିତୀୟ ଟି୨୦ ଜିତିଲା ଭାରତ

ମୀରପୁର, ୧୧ା୭: ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିବା ସହିତ ସିରିଜ୍‌ ଉପରେ ଆଗୁଆ କବ୍‌ଜା କରି ନେଇଛି ଭାରତୀୟ ମହିଳା ଟିମ୍‌। ମୀରପୁରର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଲୋ…

ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ହରମନପ୍ରିତ

ଦୁବାଇ,୧୧ା୭: ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ ଟପ୍‌ ୧୦କୁ ଫେରିଛନ୍ତି ଭାରତ ଅଧିନାୟକ ହରମନ୍‌ପ୍ରୀତ କୌର। ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ଟି୨୦ ସିରିଜ ଅନ୍ତର୍ଗତ ପ୍ରଥମ ମ୍ୟାଚରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ।…

ପ୍ରଶଂସକଙ୍କ ପାଇଁ ଖୁସି ଖବର: ଦଳକୁ ଖୁବ୍‌ଶୀଘ୍ର ଫେରିବେ ରାହୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଦଳକୁ ଖବଶୀଘ୍ର ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ରାହୁଲ ଆଇପିଏଲ ୨୦୨୩ରେ ଫିଲ୍ଡିଂ କରିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା,…

ବିଶ୍ୱର ଦ୍ୱିତୀୟ ବୃହତ ଖେଳ ପାଲଟିଲା ଆଇପିଏଲ୍‌ 

ନୂଆଦିଲ୍ଲୀ,୧୧।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଏଣ୍ଟରପ୍ରାଇଜ୍‌ ମୂଲ୍ୟ ପ୍ରାୟ ୧.୩ ଲକ୍ଷ କୋଟି ହୋଇଛି। ଏଥିସହ ବ୍ରାଣ୍ଡ ମୂଲ୍ୟ ୨୬,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଆଇପିଏଲ୍‌ ଆମେରିକାର ଜାତୀୟ ଫୁଟବଲ୍‌ ଲିଗ୍‌(ଏନ୍‌ଏଫ୍‌ଏଲ୍‌) ପରେ ବିଶ୍ୱର ଦ୍ୱିତୀୟ ନଂ ଖେଳ ପାଲଟିଛି।…

ଦିନିକିଆ ବିଶ୍ୱକପ ୨୦୨୩: ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ସେମିଫାଇନାଲର ଟିକେଟ୍‌ ମୂଲ୍ୟ କେତେ ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୭: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ମ୍ୟାଚର ଟିକେଟ୍‌ ମୂଲ୍ୟକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଏହି ଅପେକ୍ଷାର ସମାପ୍ତ ଘଟିଛି। ବିଶ୍ୱକପ ଦ୍ୱିତୀୟ ଫାଇନାଲ ମ୍ୟାଚ ୧୬ ନଭେମ୍ବରରେ କୋଲକାତାରେ ଇଡେନ ଗାଡେନ୍ସ ଷ୍ଟାଡିୟମରେ…

ନିଆରା ରେକର୍ଡ: ପିତାଙ୍କ ପରେ ପୁଅ ବିପକ୍ଷରେ ଖେଳିବେ କୋହଲି

ଡୋମିନିକା,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରେ ଡୋମିନିକାରେ ଆରମ୍ଭ ହେବ। ଏହି ସିରିଜରେ ସମସ୍ତଙ୍କ ନଜର ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ। ପ୍ରଶଂସକମାନେ ତାଙ୍କଠାରୁ…

ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଲେ ହରଭଜନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ମହାନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସମେତ ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଅଧିନାୟକ ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତର ପରବର୍ତ୍ତୀ ଟେଷ୍ଟ…

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଅନେକ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରୁ ଆରମ୍ଭ ହେବ। ଏହି ଗସ୍ତରେ ଦୁଇଟି ଟେଷ୍ଟ ବ୍ୟତୀତ ଟିମ ଇଣ୍ଡିଆ ୩ଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ ଖେଳିବ। ଏହି…

ଫାଓ ଲିଗ୍‌: କିଶୋର କ୍ଲବ ବିଜୟୀ

କଟକ, ୧୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଓ ଲିଗର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ କିଶୋର କ୍ଲବ ୩-୧ ଗୋଲରେ ଚାନ୍ଦ କ୍ଲବକୁ ପରାସ୍ତ କରିଛି। ମ୍ୟାଚର ୩ୟ ମିନିଟରେ କିଶୋର କ୍ଲବ ପକ୍ଷରୁ ଗୋପାଳ ଓରାମ ଏକମାତ୍ର ଗୋଲ…

ଉତ୍ତରାଞ୍ଚଳର ନେତୃତ୍ୱ ନେବେ ନୀତୀଶ

ନୂଆଦିଲ୍ଲୀ, ୧୧ା୭ : ପୁଡୁଚେରୀରେ ଦେଓଧର ଟ୍ରଫି ଜୁଲାଇ ୨୪ରୁ ଆରମ୍ଭ ହେବ। ଏଥିରେ ଦିଲ୍ଲୀର ବାମହାତୀ ବ୍ୟାଟର ନୀତୀଶ ରାଣା ଉତ୍ତରାଞ୍ଚଳ ଦଳର ନେତୃତ୍ୱ ନେବେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତରଫରୁ…

ଅଲିମ୍ପିକ କ୍ୱାଲିଫାୟର୍ସ ଆୟୋଜନ କରିବ ପାକିସ୍ତାନ

କରାଚୀ, ୧୧ା୭: ପାକିସ୍ତାନ ପ୍ରାୟ ୧୯ବର୍ଷ ବ୍ୟବଧାନରେ ଏକ ଅନ୍ତର୍ଜାତୀୟ ହକି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ କରିବା ଲାଗି ସୁଯୋଗ ଦେଇଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)। ପାକିସ୍ତାନ ଗତଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?