ଖେଳ

ନୂଆ ଲୁକ୍‌ରେ ଧୋନୀ

ଚେନ୍ନାଇ,୧୦।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଲେଟ୍‌ସ ଗେଟ୍‌ ମ୍ୟାରେଡ୍‌’ର ଅଡିଓ ଏବଂ ଟ୍ରେଲର ଲଞ୍ଚ ପାଇଁ ଏଠାକୁ ଆସିଛନ୍ତି। ଏହି ଅବସରରେ ଧୋନୀ…

ଲିଟିଲ ମାଷ୍ଟରଙ୍କ ୭୪ ତମ ଜନ୍ମଦିନ…

ନୂଆଦିଲ୍ଲୀ,୧୦।୭ : ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ନାମ ଅନ୍ୟତମ। ବିଶେଷ କଥା ୧୦ ଜୁଲାଇରେ ସୁନୀଲ ତାଙ୍କ ୭୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏକଦା ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଥିବା ଗାଭାସ୍କର କେବଳ…

ହରମନ୍‌ପ୍ରୀତଙ୍କ ଅର୍ଦ୍ଧଶତକରେ ଜିତିଲା ଭାରତ

ମୀରପୁର, ୧୦ା୭(ପି.ଟି.): ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତକୁ ଜିତାଇଛନ୍ତି ଅଧିନାୟିକା ହରମନ୍‌ପ୍ରୀତ କୌର ଓ ସ୍ପିନର। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ମାତ୍ର ୧୧୪ ରନ୍‌ରେ ସୀମିତ ରଖିବା ପରେ ହରମନ୍‌ପ୍ରୀତଙ୍କ ଅପରାଜିତ ୫୪ ରନ୍‌ ବଳରେ…

ଶ୍ରୀଲଙ୍କା ବିଶ୍ୱକପ୍‌ କ୍ୱାଲିଫାୟର ଚାମ୍ପିୟନ

ହରାରେ,୧୦ା୭: ନେଦରଲାଣ୍ଡ୍ସକୁ ପରାସ୍ତ କରି ବିଶ୍ୱକପ୍‌ କ୍ୱାଲିଫାୟରରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରୀଲଙ୍କା। ରବିବାର ହରାରେ ସ୍ପୋଟର୍‌ସ କ୍ଲବରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୩ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୦୫ ରନ୍‌ରେ ସମସ୍ତ ଉଇକେଟ…

ବିଜୟ ସହ ଭାରତର ଅଭିଯାନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ତାଇପେରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତୀୟ ସିନିୟର ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶକ୍ତିଶାଳୀ ହଂକଂ, ଚାଇନାକୁ ୩:୦ (୨୫-୨୨, ୨୫-୧୮, ୨୫-୧୭)ରେ…

ଆର୍‌ବି ଚେସ୍‌: ଆଦ୍ୟା ଅଦ୍ଭିତ ଚାମ୍ପିୟନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ପୋଖରୀପୁଟସ୍ଥିତ ଆର୍‌ବି ଚେସ୍‌ ସେଣ୍ଟର୍‌ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରଥମ ଚେସ୍‌ ଚାମ୍ପିଅନଶିପ୍‌ରେ ଆଦ୍ୟା ଅଦ୍ଭିତ ଦାସ ଚାମ୍ପିୟନ ହୋଇଛନ୍ତି। ସତ୍ୟ ସ୍ବରୂପ ତ୍ରିପାଠୀ ରନର୍ସଅପ୍‌ ଏବଂ ସାଇ ସ୍ବାଗତ ପରିଜା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।…

ଆନ୍ତଃ ଜିଲା ମହିଳା ଟି୨୦: ଯାଜପୁର ଚାମ୍ପିୟନ

କଟକ,୧୦ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ରେଭେନଶା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଆନ୍ତଃ ଜିଲା ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଭୁବନେଶ୍ୱରକୁ ହରାଇ ଯାଜପୁର ଚାମ୍ପିଅନ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ୨୦ ଓଭରରେ ୪ ଉଇକେଟ ହରାଇ…

ହେଡିଂଲେରେ ଜିତିଲା ଇଂଲଣ୍ଡ

ହେଡିଂଲେ, ୧୦ା୭: କ୍ରମାଗତ ଦୁଇଟି ମ୍ୟାଚରେ ବାଜବଲ୍‌ ଫେଲ୍‌ ମାରିବା ପରେ ହେଡିଂଲେରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଇଂଲଣ୍ଡ। ହ୍ୟାରୀ ବ୍ରୁକ୍‌ଙ୍କ ଜବରଦସ୍ତ ଅର୍ଦ୍ଧଶତକ ସହିତ ନିମ୍ନକ୍ରମରେ କ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌ଙ୍କ ବ୍ୟାଟିଂ ବଳରେ…

କ୍ରୀଡ଼ାବିତ୍‌, କୋଚ୍‌ ପୁରସ୍କୃତ

ଭୁବନେଶ୍ୱର,୧୦ା୭ (ତପନ ସ୍ବାଇଁ): ଓଡ଼ିଶାର ୫ କ୍ରୀଡ଼ାବିତ୍‌ ଓ କୋଚ୍‌ଙ୍କୁ ଅଷ୍ଟମ ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡା ପ୍ରତିଭା ଓ କ୍ରୀଡାଗୁରୁ ସମ୍ମାନ ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡାବିତମାନେ ହେଲେ ବାପି ଦାସ (କୁସ୍ତି), ଡି. ଭଗବାନ ରେଡ୍ଡି (କରାଟେ),…

ସ୍କୁଲ୍ସ ଚେସ୍‌: ନମସ୍ୟ ନଳିନୀଙ୍କୁ ଟାଇଟଲ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କେଦାରଗୌରୀ ସେଣ୍ଟ ଜାଭିୟର ହାଇସ୍କୁଲର…

ଫାଇନାଲରେ ପହଞ୍ଚିଲେ ସେନ୍‌

କାଲାଗାରି,୯ା୭: ଜାପାନର କେଣ୍ଟା ନିଶିମୋତୋଙ୍କ ବିପକ୍ଷରେ ବିଜୟ ଲାଭ କରି ଲକ୍ଷ୍ୟ ସେନ୍‌ କାନାଡା ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପି.ଭି. ସିନ୍ଧୁ ତାଙ୍କ ସେମିଫାଇନାଲ ମ୍ୟାଚରେ ହାରିଯାଇଛନ୍ତି। ସେମିଫାଇନାଲରେ ବିଶ୍ୱର ୧୧ତମ ମାନ୍ୟତାପ୍ରାପ୍ତ…

ପ୍ରଥମ ଟି୨୦ ଜିତିଲା ଭାରତ

ମୀରପୁର,୮ା୭: ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ୧୧୪ ରନ୍‌ରେ ସୀମିତ ରଖିଥିଲେ। ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କ ଅପରାଜିତ ୫୪ ରନ୍‌ ବଳରେ ଭାରତ ୩ ଉଇକେଟ ହରାଇ ଆବଶ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?