ଖେଳ

ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟ। ମଣିପୁରରେ ତ୍ରିରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ଗ୍ରାଣ୍ଡ ସଫଳତା ପରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓଡ଼ିଶା ସରକାରଙ୍କ ସହଯୋଗକ୍ରମେ ଭୁବନେଶ୍ୱରରେ…

ଓଡ଼ିଶାରୁ ଭାଗନେବେ ୧୧ ଖେଳାଳି

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ରୋଲ ବଲ୍‌ ବିଶ୍ୱକପ୍‌ର ୬ଷ୍ଠ ସଂସ୍କରଣ ପୁଣେର ବାଲଓ୍ବୋଡ଼ି ଷ୍ଟାଡିୟମରେ ଚଳିତମାସ ୨୧ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ଓଡ଼ିଶାର ୧୧ ପ୍ରତିଭା ସମ୍ପନ୍ନ ରୋଲ ବଲ୍‌ ଖେଳାଳି ମନୋନୀତ ହୋଇଛନ୍ତି।…

ଏନ୍‌ସିଏ ଏଚ୍‌ପି କ୍ୟାମ୍ପ ପାଇଁ ଆଶୁତୋଷ ମନୋନୀତ

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଡାହାଣହାତୀ ଦ୍ରୁତ ବୋଲର ଆଶୁତୋଷ ଛୁରିଆ ୨୩ ବର୍ଷରୁ କମ୍‌ ଜାତୀୟ କ୍ରିକେଟ ଏକାଡେମୀ ହାଇପରଫର୍ମାନ୍ସ କ୍ୟାମ୍ପ ପାଇଁ ମନୋନୀତ ହୋଇଛନ୍ତି। ସମ୍ବଲପୁର ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଆଶୁତୋଷ ନିକଟରେ…

ପ୍ରମୋଦ-ସୁକାନ୍ତ ନମ୍ବରଓ୍ବାନ୍‌

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ଯୋଡ଼ି ପ୍ରମୋଦ ଭଗତ ଓ ସୁକାନ୍ତ କଦମ ପାରା ବ୍ୟାଡ୍‌ମିଣ୍ଟନ ପୁରୁଷ ଡବଲ୍ସରେ ବିଶ୍ୱର ନମ୍ବରଓ୍ବାନ ହୋଇଛନ୍ତି। ବୁଧବାର ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ ପକ୍ଷରୁ ଏହା ଘୋଷଣା କରାଯାଇଛି। ବ୍ରାଜିଲରେ ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ…

ସିରାଜଙ୍କୁ ଯୋଗାଯୋଗ କରିଥିଲେ ବୁକି

ନୂଆଦିଲ୍ଲୀ,୨୦ା୪(ପି.ଟି.): ପେସ୍‌ ବୋଲର ମହମ୍ମଦ ସିରାଜ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ବିଭାଗ(ଏସିୟୁ)ର ଦ୍ୱାରସ୍ଥ ହୋଇଥିଲେ ବୋଲି ଜଣାପଡିଛି। ଫେବୃୟାରୀ ମାସରେ ଅଷ୍ଟ୍ରେଲିଆ ଗସ୍ତର ଠିକ୍‌ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ଦଳର ଭିତିରି ସୂଚନା ଦେବା…

୧୦ ରନରେ ଲକ୍ଷ୍ନୌ ବିଜୟୀ….

ଜୟପୁର,୧୯।୪ : ବୁଧବାର ଆଇପିଏଲ୍ ୨୦୨୩ର ସିଜନ ୧୬ର ୨୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର)କୁ ହରାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି)ବିଜୟ ହୋଇଛି। ଏଲଏସଜି ୨୦ ଓଭରରେ ୭ ଉଇକେଟ୍ ହରାଇ ୧୫୪ ରନ୍‌ କରିଥିଲା। ଫଳରେ ଆରଆର ପାଇଁ ବିଜୟ…

ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୯।୪: ପୁଣି ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା। ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର କମଳେଶ ନାଗରକୋଟିଙ୍କ ପିଠିରେ ଆଘାତ ଯୋଗୁ ସେ ଆଇପିଏଲ୍‌ର ପୂରା ସିଜନରୁ ବାଦ୍‌ ପଡିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ସିଜନ ଭଲ ହୋଇନାହିଁ। ଦଳ ଏ ପର୍ଯ୍ୟନ୍ତ…

ରାଜସ୍ଥାନ ଆଗରେ ୧୫୫ ରନର ଟାର୍ଗେଟ୍‌ ରଖିଲା ଲକ୍ଷ୍ନୌ…

ଜୟପୁର,୧୯।୪: ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ(ଆରଆର) ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ…

ଜୟପୁର,୧୯।୪: ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ(ଆରଆର) ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…

ଆଇପିଏଲ୍‌ ଖେଳିବାକୁ ସୁନୀଲ ଗାଭାସ୍କରଙ୍କ ଇଚ୍ଛା, ଏହି ଦୁଇଟି ଦଳର ନାଁ କହିଲେ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଭେଟେରାନ ଓପନର୍‌ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଦୁଇଟି ଦଳର ନାମ ରଖିଛନ୍ତି। ସୁନୀଲ କହିଛନ୍ତି, ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଚେନ୍ନାଇ ସୁପର…

ପୁଅଙ୍କୁ ପଡ଼ିଆରେ ଦେଖି କାନ୍ଦିଲେ ସଚିନ

ମୁମ୍ବାଇ: ଆଇପିଏଲ ୨୦୨୩ର ୨୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଶେଷ…

ଆଇପିଏଲର ୨୬ ତମ ମ୍ୟାଚ: ଆରଆର-ଏଲଏସଜି ମୁହାଁମୁହିଁ…

ଜୟପୁର,୧୯।୪ : ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଳଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ପ୍ଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri