ଖେଳ

ନିରାଶ ପୃଥ୍ବୀଙ୍କ ବଡ଼ ବୟାନ: ‘ମୋର କେହି ବନ୍ଧୁ ନାହାନ୍ତି…’

ନୂଆଦିଲ୍ଲୀ,୧୮।୭: ଏକ ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ବୋଲି ତାଙ୍କୁ କୁହାଯାଉଥିଲା। ହେଲେ ଏବେ ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି। ବିରେନ୍ଦ୍ର ସେହ୍ବାଗ ଏବଂ ସଚିନ ତେନ୍ଦୁଲକରଙ୍କ ସମ୍ମିଶ୍ରଣ କୁହାଯାଉଥିବା ପୃଥ୍ବୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟିମ୍‌…

ମୋଦି-ଶାହାଙ୍କୁ ଅଲିମ୍ପିକ୍ସ ଚାମ୍ପିଅନ୍‌ଙ୍କ ନିବେଦନ: ‘ମଣିପୁରର ଲୋକଙ୍କୁ ବଞ୍ଚାନ୍ତୁ’

ଇମ୍ଫାଲ,୧୮।୭: ଅଲିମ୍ପିକ୍ସରେ ଭାରତକୁ ପଦକ ଜିତାଇଥିବା ଷ୍ଟାର ଭାରଉତ୍ତୋଳନକାରୀ ମିରାବାଇ ଚାନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭାବୁକ ଅପିଲ କରିଛନ୍ତି। ଗତ ୩ ମାସ ଧରି ମଣିପୁରରେ ହିଂସା ଲାଗି ରହିଛି। ଏହାକୁ ଶେଷ…

ଧୋନୀଙ୍କ ବାଇକ୍‌ କଲେକ୍ସନ ଦେଖି ଭେଙ୍କଟେସ୍‌ ପ୍ରସାଦ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବାଇକ ଏବଂ କାରକୁ ଭଲ ପାଆନ୍ତି। ଧୋନୀଙ୍କ ବାଇକ ପ୍ରତି ଥିବା ଭଲ ପାଇବା ପୂର୍ବରୁ ମଧ୍ୟ ଦେଖାଯାଇଛି। ରାଞ୍ଚିରେ ଧୋନୀଙ୍କ ଘର ଏକ ବିରାଟ ଗ୍ୟାରେଜ ଅଛି,ଯେଉଁଠାରେ ସେ ତାଙ୍କର…

କୋଚ୍‌ଙ୍କୁ ପ୍ରଭାବିତ କଲେ ରାହାନେ..ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ସ୍ଥାନ ପକ୍କା!

ଡୋମିନିକା,୧୮।୭: ଭାରତୀୟ ଟିମ୍‌ର ଷ୍ଟାର ପ୍ଲେୟାର ଅଜିଙ୍କ୍ୟ ରାହାନେ ନିଜର ବ୍ୟାଟିଂରେ କୋଚ୍‌ ବିକ୍ରମ ରାଠୋର(ବ୍ୟାଟିଂ)ଙ୍କୁ ପ୍ରଭାବିତ କରିଛନ୍ତି। ଏହି କାରଣରୁ ବିକ୍ରମ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ପ୍ରତ୍ୟାବର୍ତ୍ତନରେ ବେଶ୍‌ ଆଶ୍ୱସ୍ତ ହୋଇ…

ରୋହିତଙ୍କ ପରେ କିଏ ହେବ ଭାରତର ଅଧିନାୟକ? ଏହି ୩ ଖେଳାଳିଙ୍କୁ ପ୍ରସ୍ତୁତ କରୁଛି ବିସିସିଆଇ!

ନୂଆଦିଲ୍ଲୀ,୧୮।୭: ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍‌। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେଇଛି। ୩୬ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଖେଳିବ। ଏହାପରେ…

କମନଓ୍ବେଲ୍‌ଥ ଗେମ୍ସ ୨୦୨୬: ବଜେଟ୍‌ ବଢ଼ିବାରୁ ଆୟୋଜକ ହେବାକୁ ମନା କଲା…

ନୂଆଦିଲ୍ଲୀ,୧୮।୭: ୨୦୨୬ରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା କମନୱେଲ୍‌ଥ ଗେମ୍ସର ଆୟୋଜନକୁ ନେଇ ଏକ ସନ୍ଦେହ ବଢ଼ିବାରେ ଲାଗିଛି। ବଜେଟରେ ବୃଦ୍ଧି ହେତୁ ଭିକ୍ଟୋରିଆ ସରକାର ବର୍ତ୍ତମାନ ଏହି ଖେଳ ଆୟୋଜନ କରିବାକୁ ମନା କରି ଦେଇଛନ୍ତି। ଏହି ଖେଳ ଆୟୋଜନର…

ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ

ଡୋମିନିକା,୧୮।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସିରିଜର ପ୍ରଥମ ଟେଷ୍ଟରେ ଜବିଜୟ ହାସଲ କରିଛି। ବର୍ତ୍ତମାନ ଏହି ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ଶେଷ ମ୍ୟାଚ ଜୁଲାଇ ୨୦ରୁ ପୋର୍ଟ ଅଫ ସ୍ପେନ ଗ୍ରାଉଣ୍ଡରେ ଖେଳାଯିବ। ଏହି ଟେଷ୍ଟ ଖେଳିବା ପାଇଁ…

ଏସିଆ କପ୍‌ ପୂର୍ବରୁ ମଇଦାନକୁ ଫେରିବେ ବୁମ୍‌ରା!

ନୂଆଦିଲ୍ଲୀ,୧୮।୭: ଭାରତୀୟ ଦଳକୁ ଆସନ୍ତା ୩ମାସ ମଧ୍ୟରେ ୨ଟି ବଡ ଟୁର୍ନାମେଣ୍ଟରେ ଭାଗ ନେବାକୁ ପଡିବ। ଏଭଳି ପରିସ୍ଥିତିରେ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଦ୍ରୁତ ବୋଲର ଜସପ୍ରୀତ…

ଦ୍ୱିତୀୟ ଟେଷ୍ଟ ପାଇଁ କଠିନ ପରିଶ୍ରମ କରୁଛନ୍ତି କୋହଲି

ପୋର୍ଟ ଅଫ ସ୍ପେନ୍‌,୧୮।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୁଲାଇ ୨୦ରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ପାଇଁ ପୋର୍ଟ ଅଫ ସ୍ପେନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଭାରତ…

ଓ୍ବିମ୍ବେଲଡନରେ ନୂଆ

ବର୍ଷର ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ସବୁଠାରୁ ସମ୍ମାନଜନକ ବିବେଚିତ ହେଉଥିବା ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏହାର ମହିଳା ବିଭାଗ ଫାଇନାଲରେ ବିସ୍ମୟ ସୃଷ୍ଟି କରି ଅଣସିଡେଡ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭା ୬ଷ୍ଠ ସିଡ୍‌ ଟ୍ୟୁନିସିଆର ଓନ୍ସ…

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌ ନୂଆଦିଲ୍ଲୀ, ୧୮ା୭: ଆଗାମୀ ଏସିଆନ ଗେମ୍ସରେ ଭାରତୀୟ ଫୁଟ୍‌ବଲ ଦଳର ଅଂଶଗ୍ରହଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଭାରତ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌। ଚାଇନାର ହାଙ୍ଗ୍‌ଝୋଠାରେ ଏସିଆନ ଗେମ୍ସ ସେପ୍ଟେମ୍ବର ୨୩ରୁ…

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ପୁଣି ଘୁଞ୍ଚିଲା

ଗୁଆହାଟୀ, ୧୮ା୭: ଗୁଆହାଟୀ ହାଇକୋର୍ଟ ଆସାମ ରେସ୍‌ଲିଂ ଆସୋସିଏଶନ (ଏଡବ୍ଲ୍ୟୁଏ) ଦ୍ୱାରା ଦାଖଲ ପିଟିଶନର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୮ ତାରିଖ ଧାର୍ଯ୍ୟ କରିଛନ୍ତି। ଫଳରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନରେ ପୁଣି ବିଳମ୍ବ ଘଟିଛି। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?