ଖେଳ

ଶ୍ରୀଲଙ୍କାରେ ଯାଜପୁରର ଅୟେସଙ୍କ କମାଲ

ଯାଜପୁର,୧୮।୭(ହର୍ଷବର୍ଦ୍ଧନ ବେହେରା)ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱାରା ପରିଚାଳିତ କ୍ରିକେଟ ଏକାଡେମୀ ‘କ୍ରିକ୍‌ କିଙ୍ଗ୍‌ଡ଼ମ’ ପକ୍ଷରୁ ୧୭ବର୍ଷରୁ କମ୍‌ ଚମ୍ପିୟନ ଟ୍ରଫି ଖେଳିବା ପାଇଁ ଯାଜପୁରର ଅୟେସ ପତି ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ସୋମବାର କଲମ୍ବୋଠାରେ ଶ୍ରୀଲଙ୍କା…

ଏଟିପି ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ରହିଲେ ଅଲ୍‌କାରାଜ

ଓ୍ବିମ୍ବେଲଡନ,୧୭ା୭: ଓ୍ବିମ୍ବେଲଡନ ଫାଇନାଲରେ ନମ୍ବର ୨ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ହରାଇବା ଦ୍ୱାରା କାର୍ଲୋସ ଅଲ୍‌କାରାଜ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ମହିଳା ସିଙ୍ଗଲ୍ସରେ ମାର୍କେଟା ଭୋନ୍ଦ୍ରୋସୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଢୁଛି ଉତ୍ସାହ: ବିମାନ ଭଡା ୩୦୦% ବୃଦ୍ଧି, ୩ ହଜାର ଟିକେଟ୍‌ର ମୂଲ୍ୟ ହେଲା ୨୫ ହଜାର

ନୂଆଦିଲ୍ଲୀ,୧୭।୭: କ୍ରିକେଟ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ…

୪ର୍ଥ ଟେଷ୍ଟ ମ୍ୟାଚ ପାଇଁ ପ୍ଲେ-୧୧ ଘୋଷଣା କଲା ଇଂଲଣ୍ଡ, ୬୮୮ ଉଇକେଟ୍‌ ନେଇଥିବା ବୋଲରଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ,୧୭।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ଦୁଇଟି ଟେଷ୍ଟରେ ହାରିଯିବା ପରେ ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସିରିଜ ପରାଜୟର ସଙ୍କଟକୁ ଏଡାଇ ଦେଇଥିଲା। ବର୍ତ୍ତମାନ ଚତୁର୍ଥ ଟେଷ୍ଟ ମ୍ୟାଚ…

ହାରିବା ପରେ ପୁଅକୁ ଦେଖି କାନ୍ଦି ପକାଇଲେ ଜୋକୋଭିଚ୍‌

ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର ୨୦ ବର୍ଷୀୟ କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା…

ଏସିଆ କପରେ ୨ ଥର ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ଏସିଆ କପ ୨୦୨୩ର ସରକାରୀ କାର୍ଯ୍ୟସୂଚୀ ଘୋଷଣା ହେବା ପରେ କ୍ରିକେଟ ପ୍ରେମୀମାନେ ଉତ୍ସାହ ଥିବା ଜଣାପଡିଛି। ଏଥର ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏସିଆ କପର ପ୍ରଥମ ୪ ମ୍ୟାଚ ପାକିସ୍ତାନରେ ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ…

ଦ୍ୱିତୀୟ ଟେଷ୍ଟରେ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ଡୋମିନିକା,୧୭।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଥିବା ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ୱେଷ୍ଟଇଣ୍ଡିଜ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୨୦ ଜୁଲାଇଠାରୁ ତ୍ରିନିଦାଦରେ ଖେଳାଯିବ। ତ୍ରିନିଦାଦରେ…

ଶୁବମନ ଗିଲ୍‌ଙ୍କ ପାଇଁ ସତର୍କ ଘଣ୍ଟି

ଡୋମିନିକା,୧୭।୭: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଇନିଂସ ଏବଂ ୧୪୧ ରନ୍‌ରେ ବିଜୟୀ ହୋଇ ସିରିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ଯଶାସ୍ବ…

କାହିଁକି ଆଇପିଏଲ୍‌ ଚାମ୍ପିଅନ୍‌ ହୋଇପାରୁନାହିଁ ଆରସିବି: ଚହଲ ଦେଲେ ମଜାଦାର ଜବାବ

ନୂଆଦିଲ୍ଲୀ,୧୭।୭: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ହେଉଛି ଆଇପିଏଲର ଅନ୍ୟତମ ଲୋକପ୍ରିୟ ଟିମ୍‌। ଆଇପିଏଲର ୧୬ତମ ସିଜିନ୍‌ ସରିଥିଲେ ମଧ୍ୟ ଆରସିବି ଗୋଟିଏ ଟାଇଟଲ ଜିତି ନାହିଁ। ୮ ବର୍ଷ ଧରି ଆରସିବିରେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଏହାର ଜବାବ ଖୋଜିବାକୁ ଚେଷ୍ଟା କରିଛନ୍ତି।…

ପ୍ରଥମ ଟେଷ୍ଟରେ ବିଜୟ ପରେ ମଧ୍ୟ ରୋହିତ ପ୍ଲେ-୧୧ରେ ଗୋଟିଏ ପରିବର୍ତ୍ତନ କରି ପାରନ୍ତି…

କୋଲକାତା,୧୭।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୋର୍ଟ ଅଫ ସ୍ପେନର କିଙ୍ଗସ ପାର୍କ ଓଭାଲ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ୨ ମ୍ୟାଚ ଟେଷ୍ଟ ସିରିଜରେ କ୍ଲିନ୍‌ ସ୍ବିପ୍‌ କରିବାକୁ ଚାହୁଁଛି।…

ଅଲକାରାଜ ନୂଆ ଚାମ୍ପିୟନ

ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା ୭ ଥର…

ଆୟୁଷଙ୍କୁ ତ୍ରିମୁକୁଟ, ଶ୍ରୁତିଙ୍କୁ ଦ୍ୱିମୁକୁଟ

ବଲାଙ୍ଗୀର,୧୭ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଓଡିଶା ରାଜ୍ୟ ସିନୟର ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଆୟୁଷ ଦାସ ପୁରୁଷ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ମ୍ୟାଚ୍‌ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?