ଖେଳ

ଫିଫା ମହିଳା ବିଶ୍ୱକପ: ରୋମାଞ୍ଚକ ମୁକାବିଲାରେ ଆୟର୍ଲାଣ୍ଡକୁ ୧-୦ରେ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଅକଲ୍ୟାଣ୍ଡ,୨୦।୭: ଫିଫା ମହିଳା ବିଶ୍ୱକପ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ କଙ୍ଗାରୁ ଦଳ ୧-୦ରେ ଜିତିଛି। ଏହା ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ଗ୍ରୁପ-ବି ମ୍ୟାଚ ଥିଲା। ଏଥି ସହିତ ସିଡନୀରେ ଦୁଇ ଦଳ…

ପ୍ଲେ-୧୧ରୁ ବାଦ୍‌ ପଡ଼ିଲେ ଶାର୍ଦ୍ଦୁଲ, କାରଣ କହିଲା ବିସିସିଆଇ

ତ୍ରିନିଦାଦ,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବୋଲିଂ କରୁଛି। ରୋହିତ ଶର୍ମା ଏବଂ ଯଶସ୍ବୀ ଜସଓ୍ବାଲ ଭାରତ ପାଇଁ ଓପନିଙ୍ଗ୍‌ କରିଛନ୍ତି। ଟିମ ଇଣ୍ଡିଆର ଦ୍ରୁତ…

ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ମୁକେଶ

ନୂଆଦିଲ୍ଲୀ, ୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯିବ। ଏଥିପାଇଁ ୱେଷ୍ଟଇଣ୍ଡିଜ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ପାଇଁ ପ୍ଲେ-୧୧ରେ ଭାରତ ପରିବର୍ତ୍ତନ କରିଛି। ଟିମ…

ଡବ୍ଲ୍ୟୁଏଫ୍‌ଆଇର ସ୍ପଷ୍ଟୀକରଣ ଲୋଡିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦ା୭: ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ୍‌ଙ୍କୁ ଏସିଆନ ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ପ୍ରଦାନକୁ ନେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସ୍ପଷ୍ଟୀକରଣ ଲୋଡିଛନ୍ତି ଦିଲ୍ଲୀ ହାଇକୋର୍ଟ। ଟ୍ରାଏଲ୍ସରେ ପକ୍ଷପାତିତାର ଅଭିଯୋଗ କରି ରେସ୍‌ଲର ଅନ୍ତିମ ପଙ୍ଘାଲ ଏବଂ ସୁଜିତ…

ଭାରତକୁ ଚେତାବନୀ ଦେଲେ ପାକିସ୍ତାନର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୦।୭: ଏସିଆ କପ ୨୦୨୩ କାର୍ଯ୍ୟସୂଚୀ ଅଫିସିଆଲ ଘୋଷଣା ହେବା ପରେ ସମସ୍ତ କ୍ରିକେଟ ପ୍ରେମୀ ସେପ୍ଟେମ୍ବର ୨କୁ ଅପେକ୍ଷା କରିଛନ୍ତି। ଏହି ଦିନ ଭାରତ ଏବଂ ପାକିସ୍ତାନର ଦଳ କାଣ୍ଡି ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ। ୨୦୧୯ ଦିନିକିଆ ବିଶ୍ୱକପ ପରେ…

୫୦୦ତମ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଅଭିନନ୍ଦନ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ,୨୦।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମାଧ୍ୟମରେ ସେ ତାଙ୍କ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ତ୍ରିନିଦାଦରେ ଖେଳାଯିବ। ଏହି…

ଫିଫା ବିଶ୍ୱକପ୍‌ ୨୦୨୩: ଓପନିଂ ମ୍ୟାଚ୍‌ ପୂର୍ବରୁ ଦଳ ରହୁଥିବା ହୋଟେଲ ନିକଟରେ ଫୁଟିଲା ଗୁଳି; ୩ ମୃତ

ଅକଲ୍ୟାଣ୍ଡ,୨୦।୭: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ମହିଳା ଫିଫା ବିଶ୍ୱକପ୍‌ ୨୦୨୩ ଗୁରୁବାରଠାରୁ ଆରମ୍ଭ ହେବ। ଆୟୋଜକ ନ୍ୟୁଜିଲାଣ୍ଡ ଏବଂ ନରଓ୍ବେ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ହେଲେ ଏହି ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏକ ବଡ଼ ଖବର…

ଇତିହାସ ରଚିଲେ ଷ୍ଟୁଆର୍ଟ ବ୍ରଡ

ମାଞ୍ଚେଷ୍ଟର,୨୦।୭: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜର ଚତୁର୍ଥ ମ୍ୟାଚରେ ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଇତିହାସ ସୃଷ୍ଟି କରିଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ହେଡଙ୍କୁ ଆଉଟ୍‌ କରି ବ୍ରଡ ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ ପୂରଣ…

କୋହଲିଙ୍କ ପ୍ରଶଂସାରେ ଶତମୁଖ ଦ୍ରାବିଡ

ତ୍ରିନିଦାଦ,୨୦।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିବେ। କୋହଲି ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ।…

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଆଜିଠାରୁ ଖେଳାଯିବ। ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେବେ। ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଏବଂ ୧୪୧ ରନରେ…

ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୧୯।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସୀୟ କ୍ରିକେଟ ପରିଷଦ (ଏସିସି) ଶେଷରେ ଆଗାମୀ ଏସିଆ କପ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏଥର ‘ହାଇବ୍ରିଡ ମଡେଲ’ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ…

ପାକିସ୍ତାନ ୨୦୫ ରନ୍‌ରେ ଅଲଆଉଟ୍‌

କଲମ୍ବୋ,୧୯।୭: ଏମର୍ଜିଙ୍ଗ ଏସିଆ କପରେ ଭାରତୀୟ-ଏ ଦଳ ଏବଂ ପାକିସ୍ତାନ-ଏ ଦଳ ମଧ୍ୟରେ ମୁକାବିଲା ଚାଲିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ-ଏ ଦଳ ଏହି ମ୍ୟାଚରେ ୪୮ ଓଭରରେ ୨୦୫ ରନ ସ୍କୋର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?