ଉପରକୁ ଉଠିଲେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୧୯।୭: ଭାରତୀୟ ପ୍ରିମିୟର ଲିଗର ୧୬ତମ ସିଜନରେ ଖରାପ ପ୍ରଦର୍ଶନ ପରେ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ ଚମତ୍କାର ଶତକ ହାସଲ କରିଥିଲେ। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ରୋହିତ ଏହି ଶତକ ହାସଲ କରିଛନ୍ତି।…
ଭାରତ ଏ ବନାମ ପାକିସ୍ତାନ ଏ: ଟସ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…
କଲମ୍ବୋ,୧୯।୭ : ବୁଧବାର ଭାରତୀୟ ଏ ଦଳ ଏମର୍ଜିଙ୍ଗ ଏସିଆ କପରେ ପାକିସ୍ତାନ ଏ ଦଳ ସହ ମୁହାଁମୁହିଁ ହୋଇଛି। ୟଶ ଧୁଲଙ୍କ ଅଧିନାୟକତ୍ୱରେ ଯୁବ ଇଣ୍ଡିଆ ଏ ଦଳ କ୍ରମାଗତ ପାଞ୍ଚଟି ମ୍ୟାଚ ଜିତି ଷଷ୍ଠ ସ୍ଥାନ ହାସଲ କରିବାକୁ…
ଥମୁନି କୁସ୍ତି ବିବାଦ: ଏସିଆନ ଗେମ୍ସରେ ବିନେଶ-ବଜରଙ୍ଗଙ୍କ ସିଧାସଳଖ ପ୍ରବେଶକୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ,୧୯।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନର ନିଯୁକ୍ତ କମିଟି ୫୩ କିଲୋଗ୍ରାମ ଓଜନ ବର୍ଗରେ ଭାରତୀୟ ମହିଳା ରେସଲର ବିନେଶ ଫୋଗଟ ଏବଂ ୬୫ କିଲୋଗ୍ରାମ ଓଜନ ବର୍ଗରେ ପୁରୁଷ ରେସଲର ବଜରଙ୍ଗ ପୁନିଆଙ୍କୁ ସିଧାସଳଖ ପ୍ରବେଶ…
ଇଶାନ କିଶନଙ୍କୁ ଏମିତି ଉପହାର ମାଗିଲେ ରୋହିତ ଶର୍ମା
ପୋର୍ଟ ଅଫ୍ ସ୍ପେନ୍,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ କଡ଼ା ଅଭ୍ୟାସ କରିଛନ୍ତି। ଭାରତୀୟ ଦଳ ଅଭ୍ୟାସ ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ ଜନ୍ମଦିନ…
ଦ୍ୱିତୀୟ ଟେଷ୍ଟରେ କ’ଣ ହେବ ପରିବର୍ତ୍ତନ: ରୋହିତ ଶର୍ମା ଦେଲେ ଜବାବ
ପୋର୍ଟ ଅଫ୍ ସ୍ପେନ୍,୧୯ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାର ଠାରୁ ତ୍ରିନିଦାଦରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ଗୋଟିଏ ଇନିଂସ ଏବଂ ୧୪୧ ରନ୍ରେ ଭାରତ ଜିତିଥିଲା। ଦ୍ୱିତୀୟ ମ୍ୟାଚର ଖେଳୁଥିବା ଏକାଦଶରେ କ୍ୟାପଟେନ…
ଭାରତ-ପାକିସ୍ତାନ ମହାମୁକାବିଲା ଆଜି: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍…
କଲମ୍ବୋ,୧୯।୭: ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ପାଇବେ କ୍ରିକେଟ ପ୍ରଶଂସକ। ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟରେ ବୁଧବାର ଏହି ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ‘ଏ’ ଟିମ୍ ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟରେ ଭାରତ ‘ଏ’…
ଏସିଆ କପ ୨୦୨୩: ୨ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା
ନୂଆଦିଲ୍ଲୀ,୧୯।୭: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ସେପ୍ଟେମ୍ବରକୁ ମ୍ୟାଚ ଖେଳାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ଦୁଇ ଦଳ ମଧ୍ୟରେ ଶ୍ରୀଲଙ୍କାର କେଣ୍ଡିରେ ମୁକାବିଲା ହେବ। ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ…
ଗିନିଜ ଓ୍ବାଲର୍ଡ ରେକର୍ଡରେ ସାତ୍ତ୍ୱିକଙ୍କ ସ୍ମାଶ୍
ସୋକା(ଜାପାନ),୧୯ା୭(ପି.ଟି.): ବ୍ୟାଡ୍ମିଣ୍ଟନରେ ଜଣେ ପୁରୁଷ ଖେଳାଳି ହିସାବରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଦ୍ରୁତତମ ସ୍ମାଶ୍ ପାଇଁ ଗିନିଜ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତାଙ୍କ ସ୍ମାଶ୍ର ସ୍ପିଡ୍ ଘଣ୍ଟାପ୍ରତି ୫୬୫ କିଲୋମିଟର ରେକର୍ଡ କରାଯାଇଛି। ନିକଟରେ ତାଙ୍କ ପାର୍ଟନର ଚିରାଗ ଶେଟ୍ଟିଙ୍କ…
କୃଷ୍ଣଙ୍କ କୀର୍ତ୍ତିମାନ, ଓଡ଼ିଶାକୁ ୪ ପଦକ
ଭୁବନେଶ୍ୱର, ୧୯।୭(ତପନ ସ୍ବାଇଁ): ଆନ୍ଧ୍ରପ୍ରଦେଶର ରାଜମଠାରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ୪ଟି ପଦକ ହାସଲ କରିଛି। ୧୩ ଜଣିଆ ଦଳର ଅନ୍ୟତମ ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ ମୋଟ ୫୩୫ କେଜି ଉତ୍ତୋଳନ କରି ରୌପ୍ୟ ପଦକ…
‘ଓଡ଼ିଶାର ସ୍ପୋର୍ଟିଂ ଇକୋସିଷ୍ଟମ ସୁଦୃଢ଼ ହୋଇଛି’
ଭୁବନେଶ୍ୱର, ୧୯।୭(ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର ଓ ହକି ହାଇପରଫର୍ମାନ୍ସ ସେଣ୍ଟରର ନୂଆ କମ୍ପ୍ଲେକ୍ସ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆର ମିଳିତ ଉଦ୍ୟମରେ…
ବଜରଙ୍ଗ, ଭିନେଶଙ୍କୁ ସିଧାସଳଖ ଏଣ୍ଟ୍ରି
ନୂଆଦିଲ୍ଲୀ, ୧୯ା୭ (ପି.ଟି.): ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବିଶ୍ୱ ଚାମ୍ପିୟନଶିପ୍ ପଦକ ବିଜେତା ଭିନେଶ ଫୋଗଟ୍ଙ୍କୁ ଏସିଆନ ଗେମ୍ସ ପାଇଁ ସିଧାସଳଖ ଏଣ୍ଟ୍ରି ଦେଇଛି ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ଆଡହକ୍ ପ୍ୟାନେଲ। ଜାତୀୟ ମୁଖ୍ୟ କୋଚ୍ମାନଙ୍କ…
ଗୁରୁବାର ୫୦୦ତମ ମ୍ୟାଚ ଖେଳିବେ ବିରାଟ, ସଚିନଙ୍କ କ୍ଲବରେ ଦେବେ ଯୋଗ, ଅଶ୍ୱିନଙ୍କ ଟାର୍ଗେଟରେ କୁମ୍ବଲେଙ୍କ ରେକର୍ଡ…
ତ୍ରିନିଦାଦ,୧୮।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାର (ଜୁଲାଇ ୨୦) ଠାରୁ ତ୍ରିନିଦାଦରେ ଖେଳାଯିବ। ଏହି ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗରେ ରହିଛି। ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ…

