ପୂର୍ବତନ ଫୁଟ୍ବଲ କୋଚ୍ଙ୍କ ବିରୋଧରେ ଗିରଫ ପରଓ୍ବାନା
ନୂଆଦିଲ୍ଲୀ, ୧୨ା୨: ଯୌନ ଶୋଷଣ ଅଭିଯୋଗରେ ଦିଲ୍ଲୀର ଏକ କୋର୍ଟ ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ଟିମ୍ର ପୂର୍ବତନ ସହକାରୀ କୋଚ୍ ଆଲେକ୍ସ ମାରିଓ ଆମ୍ବ୍ରୋସ୍ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି। ଯୌନ ଅପରାଧରୁ ଶିଶୁ...
ରଣନୀତି ସତ୍ତ୍ୱେ ଫେଲ୍ ମାରିଲା ଅଷ୍ଟ୍ରେଲିଆ, ମ୍ୟାଚ୍ ପରେ ଅଶ୍ୱିନ କହିଲେ…
ନାଗପୁର,୧୧।୨: ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଥିଲା ଅଷ୍ଟ୍ରେଲିଆ ଟିମ୍। ବିଶେଷକରି ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରିବାକୁ ସମସ୍ତ ରଣନୀତି ଆପଣାଇଥିଲା। ତାଙ୍କ ଭଳି ବୋଲିଂ କରୁଥିବା ମହେଶ ପିଥିୟାଙ୍କ ସହ ଅଭ୍ୟାସ କରୁଥିବା ଖବର...
ନାଗପୁର ମଇଦାନରେ ଏକାଧିକ ରେକର୍ଡ: କୁମ୍ବଲେ-ହରଭଜନଙ୍କୁ ଟପିଲେ ଅଶ୍ୱିନ…
ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଚମକିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ସେ ଚମତ୍କାର ବୋଲିଂ କରି ପ୍ରାୟ ଅଧା କଙ୍ଗାରୁ ଟିମକୁ ବିଦା କରିଥିଲେ। ୧୨ ଓଭରରେ ୩୭ରନ୍ ଦେଇ ସେ...
ସତ ହେଲା ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍ ବ୍ୟବଧାନରେ ଜିତି ନେଇଛି ଟିମ୍ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ତେବେ ମ୍ୟାଚ୍କୁ ନେଇ ପୂର୍ବରୁ ଆକାଶ ଚୋପ୍ରା ଏକ ଟୁଇଟ୍ କରି ଭବିଷ୍ୟବାଣୀ କରିଥିଲେ,...
ଆଙ୍ଗୁଠିରେ କ୍ରିମ ଲଗାଇ ଫସିଲେ, ଜାଡେଜାଙ୍କ ଉପରେ ଜରିମାନା ଲଗାଇଲା ଆଇସିସି
ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ହିରୋ ପାଲଟିଥିବା ରବିନ୍ଦ୍ର ଜାଡେଜାଙ୍କର ଅଡୁଆ ବଢ଼ିଛି। ତାଙ୍କ ଉପରେ ଆଇସିସି ଜରିମାନା ଲଗାଇଛି। ବିନା ଅନୁମତିରେ ଆଙ୍ଗୁଠିରେ ଯନ୍ତ୍ରଣା ଉପଶମକାରୀ କ୍ରିମ୍ ଲଗାଇଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟେଷ୍ଟ...
ଇତିହାସ ରଚିଲେ ନାଥନ୍ ଲିଅନ୍
ନାଗପୁର,୧୧।୨: ଭାରତ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ବୋଲର୍ ନାଥନ୍ ଲିଅନ୍ ଇତିହାସ ରଚିଛନ୍ତି। ସେ ପ୍ରଥମ ଇନିଂସର ୪୯ ଓଭରରେ ୧୨୬ ରନ୍ ଦେଇ ୧ ଉଇକେଟ ନେଇଥିଲେ। ଏଥିରେ ୧୩ ଓଭର...
ନାଗପୁର ଟେଷ୍ଟ ୧୩୨ ରନରେ ଜିତିଲା ଭାରତ…
ନାଗପୁର,୧୧।୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୧୩୨ ରନରେ ଟିମ୍ ଇଣ୍ଡିଆ ଜିତିଛି। ଏହି ବିଜୟ ସହିତ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ନାଗପୁରର ପ୍ରଥମ...
ନାଗପୁର ଟେଷ୍ଟ: ୨୨୩ ରନ୍ରେ ଭାରତ ଆଗୁଆ
ନାଗପୁର,୧୧।୨: ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଅଲ୍ରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ୧୦ ଉଇକେଟ ହରାଇ ୪୦୦ ରନ୍ କରିଛି। ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ...
ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍ରେ ସାଇନାଙ୍କ ଚମକ
ଭୁବନେଶ୍ୱର, ୧୦।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍) ସାଇନା ସାଲୋନିକା ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍ରେ ଚମକ ଦେଖାଇଛନ୍ତି। ସାଇନାଙ୍କ ନେତୃତ୍ୱରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦଳ ଉତ୍ତରାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ସାଇନା...
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ୪ ଗୋଲ୍
ମିକ୍କା, ୧୧ା୨ (ସାଉଦି ଆରବ): କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ନୂଆ ସାଉଦି ଆରବ ଟିମ୍ ଅଲ୍ ନାସେର ଦଳ ତରଫରୁ ଖେଳିବା ଆରମ୍ଭ କରି ଏକ ମ୍ୟାଚ୍ରେ ୪ ଗୋଲ ସ୍କୋର କରିଛନ୍ତି। ଫଳରେ ଘରୋଇ ଲିଗ୍ରେ ତାଙ୍କ ଗୋଲ୍...
ଓଡ଼ିଶା ଏଫ୍ସିରେ ଯୋଗଦେଲେ ବାଲା ଦେବୀ
ଭୁବନେଶ୍ୱର,୧୦ା୨(ସ୍ପୋଟର୍ସ ବ୍ୟୁରୋ):ଓଡ଼ିଶା ଏଫ୍ସି ମହିଳା ଦଳରେ ଯୋଗ ଦେଇଛନ୍ତି ଭାରତୀୟ ଫୁଟ୍ବଲ ଦଳର ଅଧିନାୟିକା ବାଲା ଦେବୀ। ଆଇଏସ୍ଏଲ୍ର ଆସନ୍ତା ସଂସ୍କରଣ ପାଇଁ ବାଲା ଦେବୀ ଓଏଫ୍ସି ସହିତ ଏକ ବର୍ଷର ଚୁକ୍ତି ସ୍ବାକ୍ଷର କରିଛନ୍ତି। ମଣିପୁରର ଇମ୍ଫାଲରେ ଜନ୍ମିତ...
ହାଇଦ୍ରାବାଦକୁ ହରାଇଲା ଓଏଫ୍ସି
ଭୁବନେଶ୍ୱର,୧୧ା୨(ସ୍ପୋଟର୍ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍ ସୁପର ଲିଗ୍ର ଏକ ମ୍ୟାଚ୍ରେ ନିମ୍ ଦୋର୍ଜିଙ୍କ ଆତ୍ମଘାତୀ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ହାଇଦ୍ରାବାଦ ଏଫ୍ସିକୁ ୩-୧ରେ ପରାସ୍ତ କରି ଓଡିଶା ଏଫ୍ସି(ଓଏଫ୍ସି) ୩ ପଏଣ୍ଟ ଅର୍ଜନ କରିଛି। ଫଳରେ...
Archives


