ଖେଳ

ବିଶ୍ୱକପ୍‌ ପାଇଁ ଅଗଷ୍ଟ ୨୫ରୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ: ଏମିତି କିଣିପାରିବେ ଟିକେଟ୍‌

ନୂଆଦିଲ୍ଲୀ,୧୦।୮: ୨୦୨୩ କ୍ରିକେଟ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ବିଶ୍ୱକପ ପାଇଁ ଅନଲାଇନ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ୍ର କାର୍ଯ୍ୟସୂଚୀ…

ଇଡେନ ଗାର୍ଡେନ୍‌ରେ ଲାଗିଲା ନିଆଁ

କୋଲକତା,୧୦।୮: ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ୨ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମେଗା ଇଭେଣ୍ଟ ପାଇଁ ଚାଲିଥିବା ନବୀକରଣ କାର୍ଯ୍ୟ ସମୟରେ ଏକ ଭୟଙ୍କର ଅଗ୍ନି ଘଟଣା ଘଟିଛି।…

ଏସିଆ କପ ୨୦୨୩ ପୂର୍ବରୁ ଭାରତର ପ୍ଲାନ ଲିକ…

କୋଲକାତା,୧୦।୮ : ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ୩୧ ଅଗଷ୍ଟରୁ ଆରମ୍ଭ ହେବ। ୨୦୧୮ ବର୍ଷ ପରେ ଭାରତୀୟ ଦଳ ଏସିଆ କପ ଜିତିବାକୁ ପଡ଼ିଆକୁ ଓହ୍ଲାଇବ। ଚଳିତ ବର୍ଷ…

ତିଳକଙ୍କ ଲାଗି ଯୁକ୍ତି ବାଢ଼ିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୦।୮: ଅକ୍ଟୋବର ୫ରୁ ବିଶ୍ୱକପ୍‌। ଏଥିଲାଗି ଭାରତୀୟ ଟିମ୍‌ ପ୍ରସ୍ତୁତି ଚଳାଇଥିବା ବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଶ୍ରେଷ୍ଠ ଅଫ୍‌ ସ୍ପିନର ଭାବେ ପରିଗଣିତ ରବିଚନ୍ଦ୍ରନ ଅଶ୍ୱିନ ଜାତୀୟ ଚୟନକର୍ତ୍ତାଙ୍କୁ…

୩୬ ବର୍ଷ ପରେ ଦୀପାବଳିରେ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୮: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଦିନିକିଆ ବିଶ୍ୱକପ୍‌ର ନୂତନ କାର୍ଯ୍ୟସୂଚୀ ଆଇସିସି ଦ୍ୱାରା ଅଗଷ୍ଟ ୯ରେ ଘୋଷଣା କରାଯାଇଥିଲା। ଜୁନ ମାସର ଶେଷ ସପ୍ତାହରେ ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀର ୯ଟି ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇଛି। ଏଥିରେ ଭାରତ…

ସୋସିଆଲ ମିଡିଆରୁ ଏତିକି ରୋଜଗାର କରନ୍ତି ବିରାଟ କୋହଲି

ନୂଆଦିଲ୍ଲୀ,୧୦।୮: ପଡ଼ିଆ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ମଧ୍ୟ ପଡ଼ିଆ ବାହାରେ ସୁପରହିଟ ହୋଇଛନ୍ତି। ବିରାଟ କୋହଲି ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲିଙ୍କର ଇନଷ୍ଟାଗ୍ରାମ ଏବଂ ଫେସବୁକରେ କୋଟି କୋଟି…

ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟିଂ ୪-୩ରେ ବିଜୟୀ

ଭୁବନେଶ୍ୱର, ୧୦।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ୟୁନାଇଟେଡ ୟୁଥ୍‌ ସ୍ପୋର୍ଟିଂ ବିଜୟୀ ହୋଇଛି। ଏକଦା ୦-୩ ଗୋଲରେ…

ଗିଲ୍‌, କିଶନଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୧୦ା୮(ପି.ଟି.): ଆଇସିସି ପକ୍ଷରୁ ଦିନିକିଆ ର଼୍ୟାଙ୍କିଙ୍ଗ ତାଲିକା ବୁଧବାର ପ୍ରକାଶ ପାଇଥିବା ବେଳେ ଭାରତୀୟ ଓପନିଙ୍ଗ ବ୍ୟାଟର ଶୁବମନ ଗିଲ୍‌ ଓ ଇଶାନ କିଶନଙ୍କୁ ମିଳିଛି କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ। ଗିଲ୍‌ ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି।…

ଡୋପ୍‌ ଟେଷ୍ଟ: ଜାଡେଜା ଆଗରେ

ନୂଆଦିଲ୍ଲୀ,୧୦ା୮(ପି.ଟି.): ବୁଧବାର ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ କ୍ରିକେଟରମାନଙ୍କ ଡୋପ୍‌ ଟେଷ୍ଟିଂକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ସମୁଦାୟ ୫୫ ଜଣ କ୍ରିକେଟରଙ୍କଠାରୁ ୫୮ ଥର ନମୁନା(ସାମ୍ପଲ) ସଂଗ୍ରହ କରାଯାଇଛି। ଭାରତୀୟ ଷ୍ଟାର ଅଲରାଉଣ୍ଡର…

ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟକୁ ୭୫ ବର୍ଷ

କୋଝିକୋଡ଼େ, ୧୦।୮: ସ୍ବାଧୀନ ହେବାପରେ ଭାରତୀୟ ପୁରୁଷ ହକି ଦଳ ୧୯୪୮ରେ ପ୍ରଥମଥରପାଇଁ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଭାରତୀୟ କ୍ରୀଡ଼ାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା। ଫାଇନାଲରେ ଭାରତ ୪-୦ ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ…

କାଉଣ୍ଟିରେ ପୃଥ୍ବୀ ଶ’ଙ୍କ ଦ୍ୱିଶତକ

ନର୍ଥହାମ୍ପଟନ୍‌,୧୦ା୮(ପି.ଟି.): ଭାରତୀୟ ଦଳରୁ ଦୂରରେ ଥିବା ଓପନର ପୃଥ୍ବୀ ଶ କାଉଣ୍ଟିରେ ଦ୍ୱିଶତକ ହାସଲ କରିଛନ୍ତି। ବୁଧବାର ଇଂଲଣ୍ଡର ଓ୍ବ୍‌ାନ୍‌ ଡେ କପ୍‌ରେ ନର୍ଥହାମ୍ପଟନଶାୟର ପକ୍ଷରୁ ଖେଳୁଥିବା ଶ’ ୧୫୩ ବଲ୍‌ ଖେଳି ୨୪୪ ରନ୍‌ ସ୍କୋର କରିଛନ୍ତି। ଲିଷ୍ଟ ଏରେ…

ସରକାରୀ ହସ୍ତକ୍ଷେପ ଲୋଡ଼ିଲେ ଆର୍ମି ଆଥ୍‌ଲେଟ

ନୂଆଦିଲ୍ଲୀ,୧୦ା୮(ପି.ଟି.): ଏସିଆନ ଗେମ୍ସର ପ୍ରସ୍ତୁତି ପାଇଁ ଅର୍ଥ ବାଧକ ସାଜିଥିବାରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଜଣ ଆଥ୍‌ଲେଟ। ଭାରତୀୟ ସେନାରେ କାର୍ଯ୍ୟରତ ମେଜର ଅପୂର୍ବ ଦଭାଡେ ଓ ଦଫାଦାର ବିକାଶ କୁମାର ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?