ଖେଳ

ଚତୁର୍ଥ ଟି୨୦: ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

ଫ୍ଲୋରିଡା,୧୨।୮: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଚତୁର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଶନିବାର ଏଠାରେ ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ଅଧିନକ ରୋଭମାନ ପାଭେଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି…

ଅଡୁଆରେ ଦିଲ୍ଲୀ କ୍ରିକେଟ, ଏନ୍‌ଓସି ମାଗିଲେ ଦୁଇ ଧୁରନ୍ଧର

ନୂଆଦିଲ୍ଲୀ,୧୨।୮: ବଢ଼ିବାରେ ଲାଗିଛି ଦିଲ୍ଲୀ କ୍ରିକେଟର ଅଡୁଆ। ପୂର୍ବତନ ଅଧିନାୟକ ନୀତିଶ ରାଣା ଏବଂ ଗତ ବର୍ଷ ରଣଜୀ ଟ୍ରଫିରେ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିବା ଧ୍ରୁବ ଶୋରେ ଆଗାମୀ ଘରୋଇ ସିଜିନରେ ଅନ୍ୟ ଟିମ୍‌ର ପ୍ରତିନିଧିତ୍ୱ କରିବା ଲାଗି…

‘ଦଳକୁ ପ୍ରସ୍ତୁତ କରିବା ବଦଳରେ ବରବାଦ କରୁଛି ବିସିସିଆଇ’

ଲାହୋର,୧୨।୮: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନଓ୍ବାଜ ବିସିସିଆଇକୁ କଟାକ୍ଷ କରିଛନ୍ତି। ଭାରତ ତୁଳନାରେ ପାକିସ୍ତାନ ଟିମ୍‌ ଅଧିକ ସ୍ଥିର ନଜର ଆସୁଛି। କାରଣ ଭାରତୀୟ ଟିମ୍‌ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ହିଁ ଖେଳାଳିମାନଙ୍କୁ ସଠିକ…

ଫ୍ଲୋରିଡାରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଟି -୨୦ ମ୍ୟାଚ

ଫ୍ଲୋରିଡା, ୧୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର କାରଭାନ ବର୍ତ୍ତମାନ ଆମେରିକାର ଫ୍ଲୋରିଡା ସହରରେ ପହଞ୍ଚିଛି। ତେବେ ଚତୁର୍ଥ ଟି -୨୦ ମ୍ୟାଚ ଫ୍ଲୋରିଡାର ଲାଉଡର୍ହିଲ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜର…

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ଚତୁର୍ଥ ମ୍ୟାଚ୍‌

ଲୌଡରହିଲ (ଆମେରିକା), ୧୨।୮: ଲୌଡରହିଲ ସ୍ଥିତି ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମରେ ଶନିବାର ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ୪ର୍ଥ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଭାରତ ତୃତୀୟ ମ୍ୟାଚ ଜିତିବାରୁ ଓ୍ବେଷ୍ଟଇଣ୍ଡିଜ ୨-୧ରେ ସିରିଜ ଅଗ୍ରଣୀ ରହିଛି। ତେଣୁ ଭାରତ ଚତୁର୍ଥ…

ରାଜସ୍ଥାନ ୟୁନାଇଟେଡ୍‌କୁ ହରାଇଲା ଓଡ଼ିଶା ଏଫ୍‌ସି

କୋକ୍ରାଝର, ୧୨ା୮: ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ଆଇ-ଲିଗ୍‌ ପ୍ରାଞ୍ଚାଇଜ୍‌ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଦଳର ଏହା ହେଉଛି ପ୍ରଥମ ବିଜୟ। କ୍ୱାର୍ଟରଫାଇନାଲ ଦୌଡ଼ରେ ଥିବା ଓଡ଼ିଶା, ରାଜସ୍ଥାନ ୟୁନାଇଟେଡ୍‌ ଓ ଇଣ୍ଡିଆନ…

ସତ୍ୟବ୍ରତ ବେହେରାଙ୍କ ପରଲୋକ

କଟକ,୧୨ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ଯୁଗ୍ମସମ୍ପାଦକ ତଥା କଟକ ଜିଲା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ସତ୍ୟବ୍ରତ ବେହେରା(୫୨)ଙ୍କ ଶୁକ୍ରବାର ପରଲୋକ ହୋଇଛି। ବିଶିଷ୍ଟ କ୍ରୀଡ଼ା ସଂଗଠକ ଆଶୀର୍ବାଦ ବେହେରାଙ୍କର ସେ ଜ୍ୟେଷ୍ଠ ପୁତ୍ର। ସେ ଦୀର୍ଘଦିନ…

ପ୍ରଥମ ଦିନରେ ଓଡ଼ିଶାକୁ ୭ ପଦକ

ଭୁବନେଶ୍ୱର, ୧୨।୮(ତପନ ସ୍ବାଇଁ): ଦିଲ୍ଲୀର ତାଲକୋଟ୍ରାଠାରେ ଚାଲିଥିବା ଇଣ୍ଡିପେଣ୍ଡେନ୍ସ କପ୍‌ କରାଟେ ପ୍ରତିଯୋଗିତାର ପ୍ରଥମ ଦିବସରେ ଶୁକ୍ରବାର ଓଡ଼ିଶା ପ୍ରତିଯୋଗୀ ୭ ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ସାମିଲ। ସିନିୟର…

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରହିତାଦେଶ

ଚଣ୍ଡିଗଡ଼, ୧୨ା୮ଶନିବାର ହେବାକୁଥିବା ବହୁପ୍ରତୀକ୍ଷିତ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଉପରେ ରହିତାଦେଶ ଜାରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ହରିୟାଣା ଆମେଚର ରେସ୍‌ଲିଂ ଆସୋସିଏଶନ (ଏଚ୍‌ଏଡବ୍‌ଲ୍ୟୁଏ)କୁ ଭୋଟ ଦାନ ଅଧିକାର ମିଳିଥିବା ବେଳେ ସେମାନଙ୍କୁ…

ଭାରତ-ମାଲେସିଆ ଫାଇନାଲ

ଚେନ୍ନାଇ, ୧୨।୮: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ଫାଇନାଲ ଭାରତ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ହେବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପୂର୍ବତନ ଚାମ୍ପିୟନ ଦକ୍ଷିଣ କୋରିଆକୁ ୬-୨ ଗୋଲରେ ହରାଇ ମାଲେସିଆ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ…

ସେମିଫାଇନାଲରେ ପହଞ୍ଚିଲା ସୁଇଡେନ, ସ୍ପେନ

ଅକଲାଣ୍ଡ/ଓ୍ବେଲିଂଟନ,୧୧।୮: ସୁଇଡେନ ଓ ସ୍ପେନ୍‌ ଚଳିତ ଫିଫା ମହିଳା ଫୁଟ୍‌ବଲ ବିଶ୍ୱ କପ୍‌ରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଅକ୍‌ଲାଣ୍ଡଠାରେ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମ୍ୟାଚରେ ସୁଇଡେନ ୨-୧ ଗୋଲ୍‌ରେ ଜାପାନକୁ ପରାସ୍ତ କରିଛି। ସୁଇଡେନ୍‌ ପକ୍ଷରୁ ଅମାଣ୍ଡା ଇଲେଷ୍ଟେଡ୍‌ ପ୍ରଥମାର୍ଦ୍ଧ ଖେଳର ୩୨ତମ…

ଏସିଆ କପ୍ ପୂର୍ବରୁ ବାଲାଂଦେଶକୁ ମିଳିଲା ନୂଆ ଅଧିନାୟକ, ଏହି ଧୂରନ୍ଧର ନେବେ ନେତୃତ୍ବ

ନୂଆଦିଲ୍ଲୀ, ୧୧। ୮: ଆଇସିସି ଦିନିକିଆ ବିଶ୍ବକପକୁ ଆଉ ଦୁଇ ମାସରୁ କମ୍ ସମୟ ବାକି। ହେଲେ ଏହା ପୂର୍ବରୁ ଏସିଆ କପ୍ ଖେଳାଯିବ। ଅଗଷ୍ଟ ୩୧ରୁ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏହା ଅନୁଷ୍ଠିତ ହେବ। ତେବେ ଏହି ଦୁଇ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?