ଖେଳ

ଶୁଟିଂରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ

ହାଙ୍ଗଝୋ,୨୭।୯ : ୨୦୨୩ ଏସିଆନ ଗେମ୍ସରେ ୨୫ ମିଟର ଶୁଟିଂ ଦଳ ଭାରତ ଦ୍ୱିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ପାଇଛି। ମନୁ ଭାକର, ଇଶା ସିଂ ଏବଂ ରିଦମ ସାଙ୍ଗୱାନଙ୍କ ଦଳ ଭାରତ ପାଇଁ ସ୍ବର୍ଣ୍ଣ ଆଣିଛନ୍ତି। ବୁଧବାର ଶୁଟିଂରେ…

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ରାଜକୋଟ୍‌, ୨୭ା୯ (ପି.ଟି.): ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଜିତିବା ସହ ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିିଛି ଭାରତ। ଏହାଦ୍ୱାରା ଆଗାମୀ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌…

ସର୍ବାଧିକ ରନ୍‌: ଶୀର୍ଷରେ ସଚିନ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣ ଭାରତରେ ଆୟୋଜିତ ହେବ। ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ ମିଆଁଦାଦ ନିଜ କ୍ୟାରିୟରରେ ୬ଟି ଲେଖାଏ ବିଶ୍ୱକପ୍‌ ଖେଳିଛନ୍ତି। ବିଶ୍ୱକପ୍‌ ଖେଳିବା ସହିତ ଏଥିରେ ନିୟମିତ ରନ୍‌…

ଭାଲିଏଭା ବିପକ୍ଷ ଡୋପିଙ୍ଗ ମାମଲାର ବିଚାର ଆରମ୍ଭ

ଲାଉସାନେ, ୨୭ା୯(ଏପି): ବେଜିଂ ଅଲିମ୍ପିକ୍ସ ୨୦୨୨ରେ ଏକ ଡୋପିଙ୍ଗ ମାମଲାରେ ଫସିଯାଇଥିବା ରୁଷିଆର ସ୍ବଳ୍ପ ବୟସ୍କା ଫିଗ ସ୍କେଟର କାମିଲା ଭାଲିଏଭାଙ୍କର ବିଚାରକାର୍ଯ୍ୟ ସ୍ଥାନୀୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କ୍ରୀଡ଼ାର ଏହି ସର୍ବୋଚ୍ଚ…

ଜାତୀୟ ରେକର୍ଡ ସତ୍ତ୍ୱେ ଭାରତ ୫ମ

ହାଙ୍ଗଝୋ,୨୭ା୯(ପି.ଟି.): ଏସିଆନ୍‌ ଗେମ୍ସ ସନ୍ତରଣର ୪x୧୦୦ ମିଟର ପୁରୁଷ ଦଳଗତ ଫାଇନାଲରେ ପ୍ରବେଶ କରି ପଞ୍ଚମ ସ୍ଥାନରେ ରହିଛି ଭାରତ। ମେଡଲି ରିଲେ ଟିମ୍‌ ମଙ୍ଗଳବାର ଜାତୀୟ ରେକର୍ଡ ଭାଙ୍ଗିବା ସହିତ ଏସିଆନ୍‌ ଗେମ୍ସ ଫାଇନାଲରେ ପ୍ରବେଶ କରିଥିଲା। ହିଟ୍‌-୧ରେ ସ୍ଥାନ…

ସେଲିଂ: ନେହା ରୌପ୍ୟ, ଅଲୀଙ୍କୁ ବ୍ରୋଞ୍ଜ

ନିଙ୍ଗବୋ (ଚାଇନା), ୨୭।୯ (ପି.ଟି.): ଏସିଆନ ଗେମ୍ସର ସେଲିଂ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଏଥିରୁ ଭାରତକୁ ୨ଟି ପଦକ ମିଳିଛି। ୧୭ ବର୍ଷୀୟା ନେହା ଠାକୁର ରୌପ୍ୟ ଏବଂ ଇଆବାଦ ଅଲୀ ବ୍ରୋଞ୍ଜ ପଦକ ହାସଲ…

ପାକିସ୍ତାନ ଦଳକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବେ…

ନୂଆଦିଲ୍ଲୀ,୨୬।୯: ପାକିସ୍ତାନ କ୍ରିକେଟ ଟିମ୍‌ ଲାଗି ଭାରତୀୟ ଭିସା ଜାରି କରାଯାଇଛି। ଏନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ସୋମବାର ସୂଚନା ଦେଇଛି। ଏଣୁ ଦଳ ସେପ୍ଟେମ୍ବର ୨୭ରେ ଭାରତ ଆସିବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୯ରେ ପାକିସ୍ତାନ ଟିମ୍‌ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ…

ବିଶ୍ୱକପ୍‌ ପରେ ଦିନିକିଆ, ଟି-୨୦ରୁ ସନ୍ୟାସ ନେବେ କୋହଲି!

ନୂଆଦିଲ୍ଲୀ,୨୬।୯: ନିକଟରେ ଏସିଆ କପରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ହେଲେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳୁନାହାଁନ୍ତି। ତେବେ ଭାରତୀୟ ଦଳ ଏବଂ ବିରାଟ କୋହଲିଙ୍କ ନଜର ୨୦୨୩ ଦିନିକିଆ…

ଘୋଡ଼ାଚଢ଼ାରେ ଭାରତକୁ ସ୍ବର୍ଣ୍ଣ ପଦକ, ୪୧ ବର୍ଷର ପ୍ରତୀକ୍ଷା ଶେଷ…

ହାଙ୍ଗଝୋ,୨୬।୯ : ଭାରତୀୟ ଖେଳାଳିଙ୍କ ଶକ୍ତିଶାଳୀ ପ୍ରଦର୍ଶନ ଏସିଆନ ଗେମ୍ସ ୨୦୨୩ ରେ ତୃତୀୟ ଦିନ ପାଇଁ ଜାରି ରହିଛି। ଘୋଡା ଚଢ଼ା ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ ପରେ ଘୋଡା ଚଢ଼ା…

ବିଶ୍ୱକପ୍‌ ପୂର୍ବରୁ ପିସିବିରେ ବିବାଦ, ୪ ମାସ ହେଲା ପାକିସ୍ତାନୀ ଖେଳାଳିଙ୍କୁ ମିଳିନି ଦରମା

ଇସଲାମାବାଦ,୨୬।୯: ୨୦୨୩ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ସମୟରେ ପାକିସ୍ତାନ କ୍ରିକେଟ ଦଳ ସହ କିଛି ଠିକ୍‌ ଚାଲିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଦଳ…

ଏସିଆନ୍‌ ଗେମ୍ସରେ ଭାରତକୁ ଆଉ ୨ ପଦକ

ହାଙ୍ଗଝୋ,୨୬।୯: ଏସିଆନ୍‌ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ସେଲିଂରେ ଇବାଦ ଅଲି ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୱିଣ୍ଡସଫର୍ର୍‌ ଆରଏସ ଏକ୍ସ ଇଭେଣ୍ଟରେ ଇବାଦ ଅଲି ୫୨ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଥାଇଲ୍ୟାଣ୍ଡର…

ବିଶ୍ୱକପ୍‌ ପାଇଁ ଭାରତ ପହଞ୍ଚିଲା ଆଫଗାନିସ୍ତାନ ଦଳ

ନୂଆଦିଲ୍ଲୀ,୨୬।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ପହଞ୍ଚିଛି। ଆଫଗାନିସ୍ତାନର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ, ଯାହା ଅକ୍ଟୋବର ୭ରେ ଧର୍ମଶାଳାରେ ଖେଳାଯିବ। ଆଫଗାନିସ୍ତାନ ଦଳ ଭାରତ ଯିବା ପୂର୍ବରୁ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?