ବିଶ୍ୱକପ୍ ସ୍କ୍ବାଡ୍ରେ ସାମିଲ୍ ହେବେ କି ଅଶ୍ୱିନ୍: ଦ୍ରାବିଡ ଦେଲେ ଜବାବ
ନୂଆଦିଲ୍ଲୀ,୨୮।୯: ଘରୋଇ ମାଟିରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଷ୍ଟାର ସ୍ପିନର ଆର ଅଶ୍ୱିନ ମଧ୍ୟ ଭାରତର ଏକ ଅଂଶ ଥିଲେ। ଏହି…
ହୃଦୟ ଜିତିଲେ ରୋହିତ, ପ୍ରଶଂସକ କହିଲେ ‘ପ୍ଲେୟାର୍ସ କ୍ୟାପ୍ଟେନ୍’
ରାଜକୋଟ,୨୮।୯: ଭାରତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ରାଜକୋଟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମୁକାବିଲାରେ ଅଷ୍ଟ୍ରେଲିଆ ୬୬ ରନ୍ରେ ବିଜେତା ହୋଇ ଟିମ୍ ଇଣ୍ଡିଆକୁ କ୍ଲିନ୍ ସୁଇପ୍ କରିବାରୁ ରୋକି ନେଇଥିଲା। ତେବେ ଏହି…
ଅଶ୍ୱଚାଳନାରେ ଅନୁଷ ଅଗ୍ରୱାଲ ଜିତିଲେ ବ୍ରୋଞ୍ଜ
ହାଙ୍ଗଝୋ,୨୮।୯: ଚାଇନାର ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଅଶ୍ୱଚାଳନା ଡ୍ରେସେଜ (ବ୍ୟକ୍ତିଗତ) ଇଭେଣ୍ଟରେ ଭାରତର ଅନୁଷ ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଇଭେଣ୍ଟରେ ମାଲେସିଆ ଖେଳାଳି ୭୫.୭୮୦ ପଏଣ୍ଟ ହାସଲ…
୨୪ ବର୍ଷରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୨୮।୯: ଆଫଗାନିସ୍ତାନର ୨୪ ବର୍ଷୀୟ ବୋଲର ନବୀନ-ଉଲ-ହକ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଆସନ୍ତା ବିଶ୍ୱକପ୍ ତାଙ୍କର ଦିନିକିଆ କ୍ରିକେଟରେ ଅନ୍ତିମ ଟୁର୍ନାମେଣ୍ଟ ହେବ। ଦୁଇ ବର୍ଷ ପରେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସେ। ଏବେ ତାଙ୍କୁ ଜାତୀୟ…
ବଳାତ୍କାର ଅଭିଯୋଗରୁ କ୍ରିକେଟର୍ଙ୍କୁ ମିଳିଲା ଆଶ୍ୱସ୍ତି
କଲମ୍ବୋ,୨୮।୯: ନିକଟରେ ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ବଳାତ୍କାରର ଗୁରୁତର ଅଭିଯୋଗ ଆସିଥିଲା। କିନ୍ତୁ ବର୍ତ୍ତମାନ ଦାନୁଷ୍କାଙ୍କୁ ଏହି ପ୍ରସଙ୍ଗରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦାନୁଷ୍କାଙ୍କୁ କ୍ଲିନ୍ଚିଟ୍ ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ମିଥ୍ୟା ବୋଲି ଜଣାପଡିଛି।…
ଭାରତର ଆତିଥ୍ୟ ପାଇ ଖୁସିରେ ଗଦ୍ଗଦ୍ ପାକିସ୍ତାନ ଟିମ୍
ହାଇଦ୍ରାବାଦ,୨୮।୯: ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ଏଥି ସହିତ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପ ପାଇଁ ଭାରତରେ ପହଞ୍ଚିଛି। ପାକିସ୍ତାନ କ୍ରିକେଟ ଦଳର ଖେଳାଳିମାନେ ବୁଧବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ…
ଭୋ ଭୋ ହୋଇ କାନ୍ଦିଲେ ମଣିପୁର ଖେଳାଳି
ହାଙ୍ଗଝୋ,୨୮।୯: ଭାରତୀୟ ୱଶୁ ଖେଳାଳି ରୋଶିବିନା ଦେବୀ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ୬୦ କିଲୋଗ୍ରାମ ମହିଳା ବର୍ଗରେ ରୋଶିବିନା ରୌପ୍ୟ ପଦକ ଜିତିଥିଲେ। ଯଦିଓ ରୋଶିବିନାଙ୍କୁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ମିଳିଥିଲା, କିନ୍ତୁ…
ପୁରୁଷ ଶୁଟିଂରେ ଭାରତକୁ ସ୍ବର୍ଣ୍ଣ ପଦକ…
ହାଙ୍ଗଝୋ,୨୮।୯ : ଏସିଆନ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି। ମଣିପୁରର ରୋଶିବିନା ଦେବୀ ମାର୍ଶଲ ଆର୍ଟରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରାଯାଉଥିଲା, କିନ୍ତୁ ସେ…
ଆଗାମୀ ଦିନିକିଆ ବିଶ୍ୱକପ୍ରେ ଏହି ବିଶ୍ୱରେକର୍ଡ କରିପାରନ୍ତି ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୨୮।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୮୧(୫୭)ରନ୍ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସରେ ୫ ଚୌକା ସହ ୬ ଛକା ରହିଥିଲା। ଏହାପରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ମୋଟ ୫୫୦ ଛକା ମାରିଥିବାର ନୂତନ…
୭ ବର୍ଷ ପରେ ଭାରତରେ ପାକିସ୍ତାନ କ୍ରିକେଟ ଦଳ
ହାଇଦ୍ରାବାଦ, ୨୮।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଉଷ୍ମତା ବଢ଼ିଛି। ଦୀର୍ଘ ୭ ବର୍ଷ ବ୍ୟବଧାନରେ ପାକିସ୍ତାନ କ୍ରିକେଟ ଦଳ ପ୍ରଥମଥରପାଇଁ ଭାରତରେ ଆସିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ବୁଧବାର ଲାହୋରରୁ ଦୁବାଇ ବାଟଦେଇ ଏଠାକୁ ଆସିଛି।…
ମୁମ୍ବାଇ ବିପକ୍ଷ ମ୍ୟାଚ୍ ସ୍ବତନ୍ତ୍ର: ଲୋବେରା
ଭୁବନେଶ୍ୱର,୨୮ା୯(ସରୋଜ ଜେନା): ଗୁରୁବାର ଇଣ୍ଡିଆନ୍ ସୁପର ଲିଗ୍ରେ ମୁମ୍ବାଇ ସିଟି ଏଫ୍ସି ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ୍ ଖେଳିବ ଓଡ଼ିଶା ଏଫ୍ସି(ଓଏଫ୍ସି)। ଏହି ମ୍ୟାଚକୁ ନେଇ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ କୋଚ୍ ସର୍ଗିଓ ଲୋବେରା। ପୂର୍ବରୁ…
ମ୍ୟାକ୍ଗ୍ରା ସର୍ବାଧିକ ଉଇକେଟ ହାସଲକାରୀ
ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୭ ଦିନ ବାକି ରହିଛି। ବିଶ୍ୱର ଶ୍ରେଷ୍ଠ ଦଳକୁ ନେଇ ଭାରତର ୧୦ଟି ଭେନ୍ୟୁରେ ଆରମ୍ଭ ହେବ ଏହି ମହାକୁମ୍ଭ। ବିଶ୍ୱକପ୍ର ୧୨ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ…

