ଖେଳ

ସଙ୍ଗୀତାଙ୍କ ହ୍ୟାଟ୍ରିକ୍‌: ମହିଳା ହକି ଦଳ ବିଜୟୀ

ହାଙ୍ଗଝୋ,୨୮ା୯(ପି.ଟି.): ବୁଧବାର ଏସିଆନ୍‌ ଗେମ୍ସ ମହିଳା ହକି ମ୍ୟାଚ୍‌ରେ ଭାରତ ୧୩-୦ରେ ସିଙ୍ଗାପୁରକୁ ପରାସ୍ତ କରିଛି। ପୁଲ୍‌ ଏ’ରେ ଭାରତ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଯୁବ ଷ୍ଟ୍ରାଇକର ସଙ୍ଗୀତା କୁମାରୀ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ପ୍ରଥମ ଦୁଇ କ୍ୱାର୍ଟରରେ…

ଚତୁର୍ଥ ଦିବସରେ ଶୁଟରଙ୍କ ଚମକ, ସେଲିଂରୁ ୧ ପଦକ

ହାଙ୍ଗଝୋ,୨୮ା୯(ପି.ଟି.):ଏସିଆନ ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ ସହ ମୋଟ ୮ଟି ପଦକ ହାସଲ କରିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୭ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୨ରେ ପହଞ୍ଚତ୍ଛି। ବୁଧବାର ମହିଳା ୫୦…

ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ରାଜକୋଟ,୨୭।୯: ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୪ ଓଭରରେ ୨୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହାସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ…

ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ରାଜକୋଟ,୨୭।୯: ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬ଟି ଛକା ଓ ୫ ଚୌକା ସହାୟତାରେ ୮୧ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ନିଜ ଉଇକେଟ ହରାଇଥିଲେ। ରୋହିତଙ୍କୁ ଗ୍ଲେନ ମ୍ୟାକ୍ସୱେଲ ଆଉଟ୍‌…

ଅଷ୍ଟ୍ରେଲିଆ ଖେଳାଳିଙ୍କ ଆଗରେ ନାଚିଲେ କୋହଲି

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୩୫୩ ରନ୍‌ର ବିଶାଳ ଲକ୍ଷ୍ୟ ଦେଇଛି।…

ଭାରତକୁ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ…

ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ

ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍‌ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍‌ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ…

ଶୁଟିଂରେ ଆଉ ଏକ ପଦକ ଜିତିଲା ଭାରତ: ୨୨ରେ ପହଞ୍ଚିଲା ପଦକ ସଂଖ୍ୟା

ହାଙ୍ଗଝୋ,୨୭।୯: ଏସୀୟ ଗେମ୍ସ ୨୦୨୩ରେ ଭାରତ ଭଲ ପ୍ରଦର୍ଶନ କରୁଛି। ବୁଧବାର ଶୁଟିଂରେ ଅନନ୍ତଜିତ୍‌ ସିଂ ୫୮ ସ୍କୋର ସହ ପୁରୁଷ ସ୍କିଟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ କୁଏତର ଅବଦୁଲ୍ଲା ଅଲ ରସିଡି ୬୦ ରୁ ୬୦…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆଜି ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଉଭୟ ଦଳରେ ବଡ଼…

ଏସିଆନ୍‌ ଗ୍ସେରେ ଭାରତର ଦବ୍‌ଦବା ଜାରି: ସିଫ୍ଟ କୌର ଜିତିଲେ ସ୍ବର୍ଣ୍ଣ

ହାଙ୍ଗଝୋ,୨୭।୯: ଏସିଆନ୍‌ ଗ୍ସେରେ ଭାରତର ଦବ୍‌ଦବା ଜାରି ରହିଛି। ବୁଧବାର ଭାରତ ଆଉ ସ୍ବର୍ଣ୍ଣ ପଦକ ଜିତିଛି। ୫୦ ମିଟର ରାଇଫଲ ଇଭେଣ୍ଟରେ ସିଫ୍ଟ କୌର ଦେଶ ପାଇଁ ପଞ୍ଚମ ସ୍ବର୍ଣ୍ଣ ଜିତିଛନ୍ତି। ଏହି ଇଭେଣ୍ଟରେ ଚାଇନା ଦ୍ୱିତୀୟ ସ୍ଥାନ ଅଧିକାର…

ଆଜି ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ:ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜ୍‌ରେ ୨-୦ରେ ଆଗରେ ଅଛି। ଏହି ମ୍ୟାଚ ପାଇଁ ଉଭୟ ଦଳର ପ୍ଲେ-୧୧ରେ ବଡ…

ଇତିହାସ ରଚିଲା ନେପାଳ

ହାଙ୍ଗଝୋ,୨୭।୯: ନେପାଳ ପୁରୁଷ ଦଳ ବୁଧବାର ମୋଙ୍ଗୋଲିଆ ବିପକ୍ଷ ଏସିଆନ ଗେମ୍ସ ଗ୍ରୁପ ମ୍ୟାଚ ସମୟରେ ଇତିହାସ ରଚିଛି। ହାଙ୍ଗଝୋରେ ପୁରୁଷ କ୍ରିକେଟର ଉଦ୍‌ଘାଟନୀ ମ୍ୟାଚରେ ନେପାଳ ଟି -୨୦ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିଛି। ସୋମବାର ମହିଳା କ୍ରିକେଟରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?