ଖେଳ

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୨୬।୯(ତପନ ସ୍ବାଇଁ): ଏଠାରେ ଚାଲିଥିବା ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଓଡ଼ିଶା ଆସନ୍ତା ୨୮ ତାରିଖରେ କ୍ୟାପିଟାଲ ଆରେନାରେ ମଣିପୁରକୁ ଭେଟିବ। ସେହିଦିନ ତାମିଲନାଡ଼ୁ ଓ ଝାଡ଼ଖଣ୍ଡ…

ପାକିସ୍ତାନକୁ ଶୋଚନୀୟ ପରାସ୍ତ କଲା ଭାରତ

ହାଙ୍ଗଝୋ,୨୬।୯: ଏସିଆନ ଗେମ୍ସ ୨୦୨୩ର ତୃତୀୟ ଦିନରେ ମଙ୍ଗଳବାର ଭାରତର ସ୍କ୍ବାସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳ ଇଣ୍ଡିଆ ସ୍କ୍ବାସରେ ପାକିସ୍ତାନକୁ ୩-୦ରେ ପରାସ୍ତ କରିଛି। ଭାରତର ତନଭି ଖାନ୍ନା, ଜୋଶନା ଚାଇନାପ୍ପା ଏବଂ ଅନାହତ ସିଂ ଏକ ଚମତ୍କାର…

ଡାଲମିଆ, ଧୂମଲ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ, ୨୬ା୯: ଗୋଆରେ ସୋମବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ଅଧିବେଶନରେ ନିଆଯାଇଥିବା ଏକ ନିଷ୍ପତ୍ତି କ୍ରମେ ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସଭାପତି ଅଭିଷେକ ଡାଲମିଆ ଏବଂ ବର୍ତ୍ତମାନର ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ ସିଂ…

୧୯ ବର୍ଷରୁ କମ୍‌ ସାଫ୍‌: ସେମିରେ ଭାରତ

କାଠମାଣ୍ଡୁ,୨୬ା୯ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପର ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଭୁଟାନକୁ ୨-୧ରେ ହରାଇବା ସହିତ ଗ୍ରୁପ୍‌ ଚାମ୍ପିୟନ ଭାବରେ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି ଭାରତ। ଭାରତ ପକ୍ଷରୁ ଜି.…

ଜାତୀୟ ରୋଲ୍‌ବଲ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର,୨୬ା୯(ସରୋଜ ଜେନା): ଚେନ୍ନାଇରେ ହେବାକୁ ଥିବା ୧୩ତମ ଜାତୀୟ ରୋଲ୍‌ବଲ୍‌ ଚାମ୍ପିୟନଶିପ ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଆସନ୍ତା ୨୭ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଟିଏନ୍‌ପିଇଏସ୍‌ୟୁ ଇନଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ବାଳିକା ଦଳ ପାଇଁ ଅଶ୍ଲେଶା…

ଧୋନୀଙ୍କ ଶେଷ, ଇଂଲଣ୍ଡର ପ୍ରଥମ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଇଂଲଣ୍ଡ ମାଟିରେ ଆୟୋଜିତ ହୋଇଥିଲା। ପଞ୍ଚମ ଥର ପାଇଁ ଇଂଲଣ୍ଡ କ୍ରିକେଟ ବିଶ୍ୱକପ ଆୟୋଜନର ସୌଭାଗ୍ୟ ହାସଲ କରିଥିଲା। ଭାରତୀୟ କ୍ରିକେଟ ଦଳର କରିତ୍‌କର୍ମା ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରର ଏହା…

ଜିମ୍ନାଷ୍ଟିକ୍ସ: ଫାଇନାଲରେ ପ୍ରଣତି

ନୂଆଦିଲ୍ଳୀ,୨୬।୯: ଏସିଆନ୍‌ ଗେମ୍ସ ଜିମ୍ନାଷ୍ଟିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରଣତି ନାୟକ। ସୋମବାର ଭଲ୍ଟ ଓ ଅଲରାଉଣ୍ଡ ଜିମ୍ନାଷ୍ଟିକ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରରେ ଅଭ୍ୟାସରତ ପ୍ରଣତି ସମୁଦାୟ ୧୨.୭୧୬ ପଏଣ୍ଟ ସହିତ…

ପଦକ ନିଶ୍ଚିତ କଲେ ନାଓରେମ୍‌ ରୋଶିବିନା ଦେବୀ

ହାଙ୍ଗଝୋ,୨୬ା୯: ଏସିଆନ୍‌ ଗେମ୍ସ ୨୦୨୩ର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳିଙ୍କ ମିଶ୍ର ପ୍ରଦର୍ଶନ ଜାରି ରହିଛି। ଉଷୁରେ ଭାରତର ନାଓରେମ୍‌ ରୋଶିବିନା ଦେବୀ ଏକ ପଦକ ପକ୍କା କରିଛନ୍ତି। ସେ ୬୦ କିଗ୍ରା ଓଜନ ବର୍ଗର ସାଣ୍ଡାରେ ସେମି ଫାଇନାଲରେ ପ୍ରବେଶ…

ରାଜ୍ୟ ହକି ଚାମ୍ପିୟନଶିପ୍‌ରେ ସ୍ଥାନ ପାଇଲେ ପ୍ରୀତି

କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍‌। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ କଳାହାଣ୍ଡି ହକି ଦଳ…

ରୋଇଂରେ ଭାରତକୁ ମିଳିଲା ୨ ବ୍ରୋଞ୍ଜ ପଦକ

ହାଙ୍ଗଝୋ,୨୫।୯: ଏସିଆନ ଗେମ୍ସର ରୋଇଂ ଇଭେଣ୍ଟରେ ସୋମବାର ଭାରତକୁ ଆଉ ୨ଟି ବ୍ରୋଞ୍ଜ ପଦକ ମିଳିଛି। ଫଳରେ ଓ୍ବାଟରସ୍ପୋର୍ଟରେ ଭାରତୀୟ ରୋୟର ୫ ପଦକ ସହ ଅଭିଯାନ ଶେଷ କରିଛନ୍ତି। ମେନ୍ସ ଫୋର୍‌ସ ଇଭେଣ୍ଟରେ ଯଶବିନ୍ଦର ସିଂ, ଭୀମ ସିଂ, ପୁନିତ…

ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନକୁ ଆଶ୍ୱସ୍ତି, ଭାରତ ପକ୍ଷରୁ ଖେଳାଳିଙ୍କୁ ପ୍ରଦାନ କରାଯିବ ଭିଜା

ନୂଆଦିଲ୍ଲୀ,୨୫।୯: ଅକ୍ଟୋବର ୫ରୁ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ମାଟିରେ ଚଳିତ ବର୍ଷ ବିଶ୍ୱକପ୍‌ ମ୍ୟାଚ ଖେଳାଯିବ। ଏଥି ସହିତ ବାବର ଆଜାମଙ୍କ ଅଧିନାୟିକତ୍ୱ ପାକିସ୍ତାନୀ କ୍ରିକେଟ ଦଳକୁ ଭିଜା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ବର୍ତ୍ତମାନ…

୩ୟ ଦିନିକିଆରେ ରୋହିତ, କୋହଲିଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ

ନୂଆଦିଲ୍ଲୀ,୨୫।୯: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିଛି। ବର୍ତ୍ତମାନ ଟିମ ଇଣ୍ଡିଆକୁ ଏହି ସିରିଜର ଶେଷ ମ୍ୟାଚ ୨୭ ସେପ୍ଟେମ୍ବରରେ ରାଜକୋଟ ଗ୍ରାଉଣ୍ଡରେ ଖେଳିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?