ଖେଳ

ଦ୍ୱିତୀୟ ଭାରତୀୟ ଭାବେ ଏମିତି କାରନାମା କଲେ ଅଶ୍ୱିନ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ରବି ଅଶ୍ୱିନ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମ ବର୍ତ୍ତମାନ…

ବିଜୟଠାରୁ ମାତ୍ର ୮ ଉଇକେଟ୍‌ ଦୂରରେ ଭାରତ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଚତୁର୍ଥ ଦିନରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଜିତିବା ପାଇଁ ୩୬୫ ରନ ଟାର୍ଗେଟ୍‌ ଦେଇଥିଲା। ଏହା ପରେ ଦିନର ଖେଳ ଶେଷ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ହିଟ୍‌ମ୍ୟାନ୍‌

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନ ଠାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ କରିଛନ୍ତି। ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୮୦ ଏବଂ…

ବଡ଼ କୀର୍ତ୍ତିମାନ ହାସଲ କଲେ ଅଶ୍ୱିନ-ଜାଡେଜା ଯୋଡି

ତ୍ରିନିଦାଦ,୨୪।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ସ୍ପିନର ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଯୋଡି କମାଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ୫୦୦ ଉଇକେଟ ନେଇ ଅଶ୍ୱିନ ଏବଂ ଜାଡେଜାଙ୍କ ଯୋଡି ଦ୍ୱିତୀୟ ଭାରତୀୟ ଯୋଡି ହୋଇପାରିଛନ୍ତି। ଏହାପୂର୍ବରୁ…

ଇତିହାସ ରଚିଲା ଭାରତ

ତ୍ରିନିଦାଦ,୨୪।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅନେକ ବଡ଼ ରେକର୍ଡ ହୋଇଥିଲା ଏବଂ ଭାଙ୍ଗିଥିଲା ମଧ୍ୟ। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ ଟି-୨୦ ଭଳି ବ୍ୟାଟିଂ କରିଥିଲେ। ଫଳରେ ଭାରତ ନାଁରେ ଦୁଇଟି ବଡ…

ଏମର୍ଜିଂ ପୁରସ୍କାର ଯୋଜନା

ଭୁବନେଶ୍ୱର, ୨୪।୭(ତପନ ସ୍ବାଇଁ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଅବସରପ୍ରାପ୍ତ ପ୍ରଶାସନିକ ଓ ବୈଷୟିକ ଅଧିକାରୀ ସଂଘର ବାର୍ଷିକ ବୈଠକ ରବିବାର ପୁରୀସ୍ଥିତ ୟୁଥ୍‌ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଛି। ଏଥିରେ…

ଶୁଟିଂ: ଖୋର୍ଦ୍ଧା ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୨୪ା୭(ବିଜୟ ରଣା): ରାଜ୍ୟ ଶୁଟିଂ ପ୍ରତିଯୋଗିତାର ଦ୍ୱାଦଶ ସଂସ୍କରଣ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ରାଇଫଲ ସଂଘ ତରଫରୁ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଉଭୟ କଳିଙ୍ଗ ଷ୍ଟାଡିୟମ ଓ…

ମିଲ୍‌ଖା, ଉଷାଙ୍କୁ ଏସ୍‌ଜେଏଫ୍‌ଆଇ ପଦକ

ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସଜେଏଫ୍‌ଆଇ)ର ବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ରବିବାର ଅହବଦାବାଦରେ ଅନୁଷ୍ଠିତ ହୋଇଯାଇଛି। ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂ ଏବଂ ଟ୍ରାକ୍‌ ଷ୍ଟାର ପି.ଟି. ଉଷାଙ୍କୁ ସମ୍ମାନଜନକ…

ଓଡ଼ିଶାରୁ ଭାଗନେବେ ୧୮ ଆଥ୍‌ଲେଟ

ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଚାଇନାର ଚେଙ୍ଗଡୁଠାରେ ଚଳିତ ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୩୨୫ ଜଣିଆ ପ୍ରତିନିଧି ଦଳ ଅଂଶଗ୍ରହଣ କରିବ। ଏହା ମଧ୍ୟରେ ଓଡ଼ିଶାର ୨୯…

ଅନ୍ତର୍ଜାତୀୟ କ୍ରିକେଟରୁ ଲାହିରୁ ଥିରିମାନେଙ୍କ ଅବସର

ଚେନ୍ନାଇ,୨୩ା୭: ଶ୍ରୀଲଙ୍କା ବ୍ୟାଟର ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ୧୨ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଶ୍ରୀଲଙ୍କାର ଏହି ୩୩ ବର୍ଷୀୟ ଖେଳାଳମି ୨୦୧୦ରେ ପଦାର୍ପଣ କରିଥିଲେ। ୪୪ ଟେଷ୍ଟ, ୧୨୭ ଅନ୍ତର୍ଜାତୀୟ ଦିନିକିଆ ଏବଂ…

ଏମର୍ଜିଂ ଏସିଆ କପ୍‌: ପାକିସ୍ତାନ ‘ଏ’ ଚାମ୍ପିୟନ

କଲମ୍ବୋ,୨୩ା୭: ଏମର୍ଜିଂ ଏସିଆ କପ୍‌ ଫାଇନାଲରେ ପାକିସ୍ତାନ ‘ଏ’ ଚମତ୍କାର ପ୍ରଦର୍ଶନ କରି ଭାରତ ‘ଏ’କୁ ପରାସ୍ତ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦…

ଦ୍ୱିତୀୟ ଟେଷ୍ଟରେ ସିରାଜଙ୍କୁ ମିଳିଲା ସଫଳତା

ପୋର୍ଟ ଅଫ୍‌ ସ୍ପେନ୍‌, ୨୩ା୭ : ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଭାରତର ମହମ୍ମଦ ସିରାଜଙ୍କୁ ୫ ଉଇକେଟ ସଫଳତା। କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ସିରାଜ ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ ଘରୋଇ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri