ଖେଳ

ଭାରତୀୟ ବୋଲର ମାଂସ ଖାଉଥିବାରୁ ଭଲ ପ୍ରଦର୍ଶନ କରୁଛନ୍ତି: ଶାହିଦ ଆଫ୍ରିଦ

ଇସଲାମାବାଦ୍‌,୧୦।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା। ଏଥର ସେ ଭାରତୀୟ ଖେଳାଳିଙ୍କ ଉପରେ ଏକ ବିବଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତୀୟ ବୋଲର ମାଂସ ଖାଉଥିବାରୁ ସେମାନେ ଭଲ ପ୍ରଦର୍ଶନ…

ହସ୍ପିଟାଲଲେ ଗିଲ୍‌: ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ସମ୍ଭାବନା କମ

ନୂଆଦିଲ୍ଲୀ,୧୦।୧୦: ଭାରତର ଓପନର୍‌ ଶୁବମନ ଗିଲଙ୍କ ନୂତନ ସ୍ବାସ୍ଥ୍ୟ ଅପଡେଟ ଟିମ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ଚିନ୍ତା ବଢାଇ ଦେଇଛି। ଡେଙ୍ଗୁରେ ପୀଡିତ ଗିଲଙ୍କୁ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିବାରୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ଆଫଗାନିସ୍ତାନ ବିପକ୍ଷ…

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହେବା ନେଇ ପଥ ପରିଷ୍କାର

ନୂଆଦିଲ୍ଲୀ,୧୦।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ। ଏହି ଅଲିମ୍ପିକ୍ସରେ କ୍ରିକେଟ, ଫ୍ଲାଗ ଫୁଟବଲ, ବେସବଲ, ସଫ୍ଟବଲ ମଧ୍ୟ ଏଥିରେ ସାମିଲ ହେବ। ଅକ୍ଟୋବର ୧୫…

ଅଷ୍ଟ୍ରେଲିଆକୁ ଆକ୍ରମଣାତ୍ମକ ଖେଳିବାର ଥିଲା: ଫିଞ୍ଚ୍‌

ଚେନ୍ନାଇ, ୧୦ା୧୦ : ଭାରତର ବିଶ୍ୱ ଶ୍ରେଣୀୟ ସ୍ପିନରଙ୍କ ବିପକ୍ଷରେ ଅଷ୍ଟ୍ରେଲୀୟ ବ୍ୟାଟରମାନଙ୍କ ଆକ୍ରମଣାତ୍ମକ ଖେଳର ଅଭାବ ପରିଲକ୍ଷିତ ହୋଇଥିଲା। ଏହି କାରଣରୁ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଲା ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ୍‌ ପ୍ରକାଶ କରିଛନ୍ତି।…

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଧର୍ମଶାଳା, ୧୦।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଇଂଲଣ୍ଡ ଦୃଢ଼ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ଧର୍ମଶାଳାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଏହାର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ନ୍ୟୁଜିଲାଣ୍ଡ ବିପକ୍ଷ ଅପ୍ରତ୍ୟାଶିତ ପରାଜୟ…

ନ୍ୟୁଜିଲାଣ୍ଡର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୦।୧୦: ଓ୍ବିଲ୍‌ ୟଙ୍ଗ୍‌, ରାଚିନ ରବୀନ୍ଦ୍ର ଓ ଅଧିନାୟକ ଟମ୍‌ ଲଥାମଙ୍କ ଅର୍ଦ୍ଧଶତକ ଏବଂ ମିଚେଲ ସାଣ୍ଟନରଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ନ୍ୟୁଜିଲାଣ୍ଡ ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଉଦ୍‌ଘାଟନୀ…

ଭର୍ଷ୍ଟାପେନ୍‌ଙ୍କ ୧୪ତମ ବିଜୟ

ଲୋସେଲ୍‌(କାତାର), ୧୦ା୧୦: ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ପୁଣି ଫର୍ମୁଲା ଓ୍ବାନ ଚାମ୍ପିୟନ ହୋଇଛନ୍ତି। ରବିବାର ସେ କାତାର ଗ୍ରାଁପ୍ରି ଜିତିଛନ୍ତି। ୨୦୨୩ ସିଜନରେ ଏହା ହେଉଛି ତାଙ୍କର ୧୪ତମ ଗ୍ରାଁପ୍ରି ବିଜୟ। ଶନିବାର ଅନୁଷ୍ଠିତ ସ୍ପ୍ରିଣ୍ଟ ରେସ୍‌ରେ ସେ ତାଙ୍କର ତୃତୀୟ…

ସ୍ପିନ୍‌ ଖେଳିବାକୁ ନେଇ ଚିନ୍ତାରେ ପାକିସ୍ତାନ

ହାଇଦ୍ରାବାଦ,୧୦ା୧୦: ଦିନିକିଆ ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିଲେ ମଧ୍ୟ ଏହାର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସ୍ପିନ ଖେଳିବାକୁ ନେଇ ଚିନ୍ତାରେ ରହିଛି ଦଳ। ନେଦରଲାଣ୍ଡ୍ସର ଅନଭିଜ୍ଞ ସ୍ପିନର ଯେଉଁଭଳି ଭାବରେ ପାକିସ୍ତାନ…

ଓଡ଼ିଶାର ଅମନଦୀପ, ସୁନୀଲ, ସୁନୀତ ସାମିଲ

ବେଙ୍ଗାଲୁରୁ, ୧୦।୧୦: ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ୧୧ଶ ସଂସ୍କରଣ ମାଲେସିଆର ଜୋହରଠାରେ ଚଳିତ ମାସ ୨୭ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପ୍ରତିଯୋଗିତାରେ ୬ଟି ଲେଖାଏ ଦଳ ଖେଳୁଥିବାବେଳେ ଏଥର ଏହା ୮…

ଖୋର୍ଦ୍ଧା ଜିଲା ଚେସ୍‌ ୧୪ରୁ

ଭୁବନେଶ୍ୱର, ୧୦।୧୦ (ତପନ ସ୍ବାଇଁ): ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚେସ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି କିଟ୍‌ ବିଶ୍ୱବିଦ୍ୟାଳୟର ବିଶ୍ୱନାଥନ୍‌ ଆନନ୍ଦ ଅନ୍ତର୍ଜାତୀୟ ଚେସ୍‌ ହଲ୍‌ରେ ଅନୁଷ୍ଠିତ ହେବ। ୭ ରାଉଣ୍ଡ…

ଏସିଆଡ୍‌ରେ ଭାରତର ପ୍ରଥମ

ଚାଇନାର ହାଙ୍ଗାଝୋରେ ସମାପ୍ତ ହୋଇଛି ଏସିଆନ୍‌ ଗେମ୍ସ ୨୦୨୩। ଭାରତ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ପ୍ରଥମ ଥର ପଦକ ସଂଖ୍ୟାରେ ଶତକ ଅତିକ୍ରମ କରିଛି। ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ସହିତ ଭାରତ ସମୁଦାୟ ୧୦୭…

ଦ୍ୱିତୀୟ ମ୍ୟାଚ୍‌ ପାଇଁ ଦିଲ୍ଲୀରେ ପହଞ୍ଚିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୯ା୧୦: ଭାରତୀୟ କ୍ରିକେଟ ଦଳ ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛି। ବିଶ୍ୱକପରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍‌ ଅକ୍ଟୋବର ୧୧ରେ ଖେଳିବ। ରବିବାର ଚେନ୍ନାଇଠାରେ ଭାରତ ପ୍ରଥମ ମ୍ୟାଚ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଦଳ ଶେଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?