ଫାଇନାଲରେ ଟିମ ଇଣ୍ଡିଆର ପରାଜୟ ପରେ ଧୋନୀଙ୍କୁ ମନେ ପକାଇଲା ଜୋମାଟୋ
ଅହମ୍ମଦାବାଦ୍,୨୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୬ଟି ଉଇକେଟ୍ ପରାସ୍ତ କରିଛି। ଏହି ପରାଜୟକୁ ନେଇ ସାରା…
ଫାଇନାଲରେ ପରାଜୟ ପାଇଁ ଦାୟୀ କିଏ କହିଲେ ରୋହିତ ଶର୍ମା…
ଅହମଦାବାଦ,୨୦।୧୧ : ରବିବାର ଅଷ୍ଟ୍ରେଲିଆଠାରୁ ୬ୱିକେଟ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଶ୍ୱକପ ଫାଇନାଲରେ ବ୍ୟାଟିଂ ଭଲ ନ ଥିଲା ଯେଉଁଥିପାଇଁ ଫଳାଫଳ ଆମ ସପକ୍ଷରେ ଗଲା ନାହିଁ। କିନ୍ତୁ ପୁରା ଦଳ ପାଇଁ ମୁଁ ଗର୍ବିତ।…
୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ହାତରୁ ଗଲାଣି ୧୦ଟି ଆଇସିସି ଟ୍ରଫି: ୪ଥର ସେମିଫାଇନାଲ, ୫ଥର ଫାଇନାଲ୍ରେ ପରାଜୟ
ଅହମ୍ମଦାବାଦ୍,୨୦।୧୧: ଭାରତୀୟ ଦଳ ପୁଣି ଥରେ ଆଇସିସି ଟାଇଟଲ ହରାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୨୦୨୩ ବିଶ୍ୱକପ ଫାଇନାଲରେ ୬ ଉଇକେଟ ହରାଇଥିଲା। ଏହା ପ୍ରଥମ ନୁହେଁ, ଟିମ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟରେ ହାରିଛି।…
ଅନ୍ଲାଇନ୍ରେ ସବୁ ରେକର୍ଡ ଭାଙ୍ଗିଲା ବିଶ୍ୱକପ ଫାଇନାଲ ମ୍ୟାଚ୍: ୫.୯ କୋଟି ଦର୍ଶକ ଦେଖିଲେ ମ୍ୟାଚ୍
ଅହମ୍ମଦାବାଦ୍,୨୦।୧୧: ୨୦୨୩ ବିଶ୍ୱକପ ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହୋଇଛି। ଦିନିକିଆ କ୍ରିକେଟ ଇତିହାସରେ ଷଷ୍ଠ ଥର ପାଇଁ ବିଶ୍ୱକପ କବଜା କରିଛି କଙ୍ଗାରୁ ଟିମ୍। ଟିମ ଇଣ୍ଡିଆର ବିଜୟ ଆଶା କରୁଥିବା କୋଟି କୋଟି ଭାରତୀୟ…
ବିଶ୍ୱକପ୍ ହାରିବା ପରେ ଭାଙ୍ଗିପଡ଼ିଥିବା କୋହଲିଙ୍କୁ ଆଲିଙ୍ଗନ କରୁଛନ୍ତି ଅନୁଷ୍କା, ଭାଇରାଲ ହେଉଛି ଫଟୋ
ଅହମ୍ମଦାବାଦ,୨୦ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଛି। ଏହା ପରେ ସମସ୍ତଙ୍କ ହୃଦୟ ଭାଙ୍ଗି ଯାଇଥିଲା। ବିଶେଷକରି ଖେଳାଳିମାନେ ପରାଜିତ ହେବା ପରେ ପଡ଼ିଆରେ ଲୁହ ଏବଂ ଆଲିଙ୍ଗନରେ ଭରିଯାଇଥିଲା।…
ସ୍କୁଲ୍ସ ଓପନ୍ ଚେସ୍: ପ୍ରତ୍ୟୁଷ ଚାମ୍ପିୟନ
ଭୁବନେଶ୍ୱର, ୨୦।୧୧(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ସ୍କୁଲ୍ସ ଓପନ ଚେସ୍ ଚାମ୍ପିୟନଶିପ୍ ରବିବାର ପଟିଆ ପ୍ରଶାନ୍ତି ବିହାରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକ ଷ୍ଟିଓ୍ବାର୍ଟ ସ୍କୁଲର ପ୍ରତ୍ୟୁଷ…
ଅରୁଣାଚଳକୁ ୨୭-୦ରେ ହରାଇଲା ଓଡ଼ିଶା
ଚେନ୍ନାଇ, ୨୦।୧୧: ଏଠାରେ ଚାଲିଥିବା ଜାତୀୟ ସିନିୟର ପୁରୁଷ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶା ୨୭-୦ ଗୋଲରେ ଅରୁଣାଚଳ ପ୍ରଦେଶକୁ ହରାଇ ଦେଇଛି। ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିବା ମ୍ୟାଚରେ ଓଡ଼ିଶା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ…
ସିଜନରେ ଭର୍ଷ୍ଟାପେନ୍ଙ୍କ ୧୮ତମ ବିଜୟ
ଲାସ୍ ଭେଗାସ, ୨୦ା୧୧ : ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ଲାସ୍ଭେଗାସ ଫର୍ମୁଲା ଓ୍ବାନ ମୋଟର ରେସ୍ ଗ୍ରାଁ ପ୍ରି ଜିତିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୮ତମ ରେସ୍ ବିଜୟ। ୩ଥର ବିଶ୍ୱ ଚାମ୍ପିୟନଙ୍କର ଏହା କ୍ରମାଗତ ୬ଷ୍ଠ ଏବଂ…
ଓଡ଼ିଶା, ଗୋଆ ବିଜୟୀ
ସୁନ୍ଦରଗଡ଼,୨୦ା୧୧(ଜୟ ନାରାୟଣ ମେଣ୍ଡୁଳି) : ଜିଲା କ୍ରୀଡ଼ା ସଂସଦ ଓ ଫୁଟ୍ବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମରେ ଆୟୋଜିତ ୨୮ତମ ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍ର ୪ର୍ଥ ଦିବସରେ ଓଡ଼ିଶା ଓ ଗୋଆ ବିଜୟୀ ହୋଇଛନ୍ତି। ରବିବାର…
କେବଳ ଆଇପିଏଲର ବେଷ୍ଟ କ୍ୟାପଟେନ ହେଉଛନ୍ତି ରୋହିତ ଶର୍ମା, ଜିତି ନାହାଁନ୍ତି ଗୋଟିଏ ବି ଆଇସିସି ଟ୍ରଫି
ନୂଆଦିଲ୍ଲୀ,୧୯।୧୧: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱକପ ୨୦୨୩ର ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରାୟ ଏକପାଖିଆ ଭାବେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଥିଲା। ୨୦୨୩ବିଶ୍ୱକପ ହରାଇବା ପରେ ଏହା ସ୍ପଷ୍ଟ…
ଭାରତ ହାରିବାର ଅସଲ କାରଣ ହେଉଛନ୍ତି ଅମ୍ପାୟାର ରିଚାର୍ଡ କ୍ୟାଟଲବୋରୋ
ନୂଆଦିଲ୍ଲୀ,୧୯।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ପରାଜୟ ସହ ଭାରତୀୟ ଦଳ ପୁଣି ଥରେ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଛି। ଭାରତର ଏହି…
କୋହଲି ପ୍ଲେୟାର ଅଫ ଟୁର୍ନାମେଣ୍ଟ: ପୁରସ୍କାର ନେବାବେଳେ ହେଲେ ଭାବପ୍ରବଣ
ଅହମ୍ମଦାବାଦ୍,୧୯।୧୧: ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତି ଷଷ୍ଠ ଥର ପାଇଁ ବିଶ୍ୱକପ ଜିତିଛି। ଏହି ମ୍ୟାଚ ପରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ…

