ଖେଳ

ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ

ଏସିଆ କପ୍‌ କ୍ରିକେଟର ୧୬ଶ ସଂସ୍କରଣ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଭାରତ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ମନାକରିବା ପରେ ପ୍ରତିଯୋଗିତାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଆଇସିସିର ହସ୍ତକ୍ଷେପ ଫଳରେ ଟୁର୍ନାମେଣ୍ଟକୁ ହାଇବ୍ରିଡ୍‌…

ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଆୟ କରୁଥିବା ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ୧ ନମ୍ବର

ନୂଆଦିଲ୍ଲୀ,୧୧।୮:ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଲୋକପ୍ରିୟତା ଏବଂ ବ୍ରାଣ୍ଡ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ବର୍ଷ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ସର୍ବାଧିକ ରୋଜଗାର କରୁଥିବା ଭାରତୀୟ। ହପର୍‌ ଏଚ୍‌କ୍ୟୁର ରିପୋର୍ଟ ଅନୁଯାୟୀ, କୋହଲି…

ବିଶ୍ୱକପରେ ଟିମ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ, ଜାଣନ୍ତୁ କେବେ, କାହା ସହିତ ହେବ ମୁକାବିଲା

ନୂଆଦିଲ୍ଲୀ,୧୧।୮: କ୍ରିକେଟର ସବୁଠାରୁ ବଡ ମହାକମ୍ଭ ଅର୍ଥାତ୍‌ ଦିନିକିଆ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ବର୍ତ୍ତମାନ ବିଶ୍ୱକପ ଆରମ୍ଭ ପାଇଁ ପ୍ରାୟ ୫୦ ଦିନ ବାକି ଅଛି। ବିଶ୍ୱକପ୍ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଏଥି ସହିତ ଦିନିକିଆ…

ମାଲାମାଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୧୧।୮: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଏବଂ ଆୟ କ୍ଷେତ୍ରରେ ଏହା ପୁଣିଥରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିଛି। ବିସିସିଆଇ୨୦୧୮-୨୦୨୨ ଆର୍ଥିକ ବର୍ଷ ମଧ୍ୟରେ, ବିସିସିଆଇ ୨୭,୪୧୧…

ଏସିଆ କପ ପାଇଁ ଏଭଳି ହୋଇପାରେ ୧୫ ଜଣିଆ ଟିମ: କେ.ଏଲ ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ

ନୂଆଦିଲ୍ଲୀ,୧୧।୮: ଏସିଆ କପ ୨୦୨୩ ଆରମ୍ଭ ପାଇଁ ୨୦ଦିନରୁ କମ ସମୟ ଅଛି। ତେବେ ଏପର୍ଯ୍ୟନ୍ତ ବିସିସିଆଇ ଏହି ଟୁର୍ନାମେଣ୍ଟ ପାଇଁ ନିଜ ଦଳ ଘୋଷଣା କରିନାହିଁ। ରିପୋର୍ଟ ଅନୁଯାୟୀ, ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟି -୨୦ ସିରିଜ…

ବିଶ୍ୱକପ, ଏସିଆ କପ୍‌ ପୂର୍ବରୁ ୪ର୍ଥ ସ୍ଥାନ ଚିନ୍ତାରେ ରୋହିତ

ମୁମ୍ବାଇ,୧୧ା୮(ପି.ଟି.):ଭରତୀୟ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଦଳର ମୁଖ୍ୟ ଚିନ୍ତା ରହିଥିବା ବେଳେ ଦିନିକିଆ ବିଶ୍ୱକପ ଓ ଏସିଆ କପ୍‌ ପୂର୍ବରୁ ଚିନ୍ତାରେ ଅଧିନାୟକ ରୋହିତ ଶର୍ମା। ୨୦୧୯ ବିଶ୍ୱକପ ପରି ଭାରତୀୟ ଦଳ ଏହାର ୪ ନମ୍ବର ବ୍ୟାଟିଂ ଲାଇନ୍‌ଅପ୍‌କୁ…

ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍‌ଙ୍କ ନମୁନା ସଂଗ୍ରହ

ନୂଆଦିଲ୍ଲୀ,୧୦ା୮: ଏସିଆନ ଗେମ୍ସ ପୂର୍ବରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସ (ନାଡା) ୧୯୯ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟଙ୍କଠାରୁ ନମୁନା ସଂଗ୍ରହ କରିଛି। ଜୁନ୍‌ ୧ରୁ ଓ ଜୁଲାଇ ୩୧ ପର୍ଯ୍ୟନ୍ତ ୯୦୦ରୁ ଊର୍ଦ୍ଧ୍ୱ ସାମ୍ପଲ ସଂଗ୍ରହ କରିଛି। ନ୍ୟାଶନାଲ ଆଣ୍ଟି…

ଏସିଆ କପରେ କେ.ଏଲ ରାହୁଲଙ୍କ ଖେଳିବା ନିଶ୍ଚିତ ନୁହେଁ

ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୩ ଏବଂ ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ ତାରକା ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କ ଉପଲବ୍ଧତା ଉପରେ ପ୍ରଶ୍ନ ଉଠିଛି। ଆଗାମୀ ଟୁର୍ନାମେଣ୍ଟ ପାଇଁ ରାହୁଲଙ୍କ ଖେଳିବା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କେ.ଏଲ ରାହୁଲଙ୍କ…

ଏସିଆ କପ ପାଇଁ ଖୁବ୍‌ଶୀଘ୍ର ହୋଇପାରେ ଟିମ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ୩୦ଅଗଷ୍ଟରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୁଲତାନରେ ଅନୁଷ୍ଠିତ ହେବ। ଏଥିପାଇଁ ପାକିସ୍ତାନ ଦଳ ଘୋଷଣା କରିଛି। ବର୍ତ୍ତମାନ ଭାରତ…

ପ୍ରଥମ ଥର ପାଇଁ ଭାରତର ଜର୍ସିରେ ଲେଖାଯିବ ପାକିସ୍ତାନର ନାମ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏବଂ ଶ୍ରୀଲଙ୍କାର ଆୟୋଜନରେ ଏସିଆ କପ ୨୦୨୩ଖେଳାଯିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସିଆ କପ ସମୟରେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ଦଳର ଜର୍ସିରେ ପାକିସ୍ତାନର ନାମ ଲେଖାଯିବ। ଅଗଷ୍ଟ ୩୦ରୁ ଏସିଆ କପର କିଛି…

ବିଶ୍ୱକପ୍‌ ପାଇଁ ଅଗଷ୍ଟ ୨୫ରୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ: ଏମିତି କିଣିପାରିବେ ଟିକେଟ୍‌

ନୂଆଦିଲ୍ଲୀ,୧୦।୮: ୨୦୨୩ କ୍ରିକେଟ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ବିଶ୍ୱକପ ପାଇଁ ଅନଲାଇନ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ୍ର କାର୍ଯ୍ୟସୂଚୀ…

ଇଡେନ ଗାର୍ଡେନ୍‌ରେ ଲାଗିଲା ନିଆଁ

କୋଲକତା,୧୦।୮: ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ୨ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମେଗା ଇଭେଣ୍ଟ ପାଇଁ ଚାଲିଥିବା ନବୀକରଣ କାର୍ଯ୍ୟ ସମୟରେ ଏକ ଭୟଙ୍କର ଅଗ୍ନି ଘଟଣା ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri