ଅଷ୍ଟ୍ରେଲିଆ ପ୍ଲେଇଙ୍ଗ-୧୧ରେ ୨ ପରିବର୍ତ୍ତନ,ଦକ୍ଷିଣ ଆଫ୍ରିକାର ଜଣେ ନୂଆ ଖେଳାଳି…
ଲକ୍ଷ୍ନୌ,୧୨।୧୦ : ବିଶ୍ୱକପ ୨୦୨୩ର ଦଶମ ମ୍ୟାଚ ଆଜି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି…
ଟସ୍ ଜିତିଲା ଅଷ୍ଟ୍ରେଲିଆ
ଲକ୍ଷ୍ନୌ,୧୨।୧୦: ବିଶ୍ୱକପ୍ ୨୦୨୩ର ଦଶମ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇଁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ…
ରୋହିତ ଶର୍ମାଙ୍କୁ ଖାସ୍ ଅନ୍ଦାଜ୍ରେ ଶୁଭେଚ୍ଛା ଜଣାଇଲେ ‘ୟୁନିଭର୍ସ ବସ୍’
ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ବିସ୍ଫୋରକ ଶତକ ହାସଲ କରିଥିଲେ। ଏହି ଶତକ ସହ ସେ ‘ୟୁନିଭର୍ସ ବସ୍’ କୁହାଯାଉଥିବା କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଥିଲେ। ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ…
କ୍ରିକେଟ୍ରେ ଫୁଟବଲ୍ ତଡ୍କା ଲଗାଇଲେ ବୁମ୍ରା
ନୂଆଦିଲ୍ଲୀ,୧୨।୧୦: ୨୦୨୩ ବିଶ୍ୱକପର ୯ମ ମ୍ୟାଚରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଜଶପ୍ରୀତ ବୁମ୍ରା ଭାରତ ପାଇଁ ଚମତ୍କାର ବୋଲିଂ କରି ୪ଟି ଉଇକେଟ ନେଇଥିଲେ। ଉଇକେଟ ନେବା ପରେ ବୁମରା ଏକ ବିଶେଷ ଢଙ୍ଗରେ ସେଲିବ୍ରେଶନ…
ଭାରତୀୟ ଦଳ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୧୨।୧୦: ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବୁଧବାର ରାତିରେ ଗିଲ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୪ ଅକ୍ଟୋବରରେ ଅନୁଷ୍ଠିତ ହେବ। ଗିଲ ଏହି ମ୍ୟାଚ୍…
ଆଜି ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଦକ୍ଷିଣ ଆଫ୍ରିକା; ଜାଣନ୍ତୁ କେବେ, କେଉଁଠି ଏବଂ କେତେବେଳେ ଦେଖିବେ ଏହି ମୁକାବିଲା…
ଲକ୍ଷ୍ନୌ,୧୨।୧୦: ବିଶ୍ୱକପ୍ ୨୦୨୩ର ୧୦ମ ମୁକାବିଲା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟରେ ଗୁରୁବାର ଖେଳାଯିବ। ପ୍ରଥମ ମୁକାବିଲାରେ ଭାରତଠାରୁ ପରାଜିତ ହୋଇଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚ୍ରେ ବିଜେତା ହେବାକୁ ଚାହିଁବ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ଟିମ୍ ଶ୍ରୀଲଙ୍କା ବିପକ୍ଷରେ…
ଦୀପ୍ ଗ୍ରେସ୍, ଅମିତଙ୍କୁ ଭବ୍ୟ ସ୍ବାଗତ
ଭୁବନେଶ୍ୱର, ୧୨।୧୦(ତପନ ସ୍ବାଇଁ): ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଅଂଶଗହଣ କରି ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଓ ସଦସ୍ୟା ଅମିତ ରୋହିଦାସ ଓ ଦୀପ୍ ଗ୍ରେସ୍ ଏକ୍କା ବୁଧବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅମିତ ସ୍ବର୍ଣ୍ଣ…
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେରିବେ ଷ୍ଟୋଇନିସ୍
ଲକ୍ଷ୍ନୌ,୧୨ା୧୦(ପି.ଟି.): ଗୁରୁବାର ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ପରସ୍ପର ସାମ୍ନା କରିବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ। ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର ସହିତ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ଚେନ୍ନାଇର ଭାରତ ବିପକ୍ଷ ଲୋ ସ୍କୋରିଂ ମ୍ୟାଚରେ ପରାଜିତ…
ଆଇସିୟୁରେ ଅଲିମ୍ପିକ୍ସ ଚାମ୍ପିୟନ
ନ୍ୟୁୟର୍କ,୧୨ା୧୦(ପି.ଟି.): ଜିମ୍ନାଷ୍ଟିକ୍ସରେ ଅଲିମ୍ପିକ୍ସ ଚାମ୍ପିୟନ ଆମେରିକାର ମେରୀ ଲୋଉ ରେଟନ୍ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନିମୋନିଆରେ ଆକ୍ରାନ୍ତ ଥିବା ମେରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତାଙ୍କ ଝିଅ ମେକେନ୍ନା କେଲୀ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି…
ଅମିତ, ଦୀପ୍ ଗ୍ରେସ୍ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨ା୧୦(ଅନିଲ ଦାସ): ଚାଇନାରେ ଅନୁଷ୍ଠିତ ଏସିୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ହକି ଖେଳାଳି ଅମୀତ ରୋହିଦାସ ଏବଂ ବ୍ରୋଞ୍ଜ ପଦକ ବିଜୟିନୀ ମହିଳା ହକି ଖେଳାଳି ଦୀପ ଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି।…
ଆଫଗାନିସ୍ତାନକୁ ହରାଇଲା ଭାରତ
ନୂଆଦିଲ୍ଲୀ,୧୧ା୧୦: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍ ମ୍ୟାଚ୍ ବୁଧବାର ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ ଭାରତ ୮ ଉଇକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ…
ବିଶ୍ୱରେକର୍ଡ ହାସଲ କଲେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷରେ ମାତ୍ର ୬୫ ବଲରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହିପରି ଭାବରେ ରୋହିତ ଶର୍ମା ଦିନିକିଆ ବିଶ୍ୱକପ ମ୍ୟାଚରେ ଭାରତ ପାଇଁ କମ ସଂଖ୍ୟକ ବଲରେ ଶତକ ହାସଲ…

