ଖେଳ

ସୂର୍ଯ୍ୟକୁମାର ୧ ନମ୍ବର

ନୂଆଦିଲ୍ଲୀ,୧୭।୮:ଆଇସିସି ସର୍ବଶେଷ ଟି-୨୦ ର଼୍ୟାଙ୍କିଂ ପ୍ରକାଶ କରିଛି। ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଂରେ ଭାରତର ତାରକା ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନ ଅଛନ୍ତି। ସେ ଗତ ବର୍ଷ ଟି -୨୦ ବିଶ୍ୱକପ ସମୟରେ ଏହି ର଼୍ୟାଙ୍କିଂ ହାସଲ କରିଥିଲେ। ଏହା ବ୍ୟତୀତ ଶୁଭମାନ ଗିଲଙ୍କ…

ଚନ୍ଦ୍ରଶେଖରପୁର ୟୁଥ୍‌ ବିଜୟୀ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଚନ୍ଦ୍ରଶେଖରପୁର ୟୁଥ୍‌ ଆସୋସିଏଶନ ବିଜୟୀ ହୋଇଛି। ଜୟ ପଟ୍ଟନାୟକଙ୍କ ଗୋଲ…

‘ଇଣ୍ଡିଆଜ୍‌ ଗେମ୍‌’ ପ୍ରାମାଣିକ ଚଳଚ୍ଚିତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୮(ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‌ ଗେମ୍‌-ଏ ଷ୍ଟୋରି ଅଫ୍‌ ଏ ଟିମ୍‌ ଦ୍ୟାଟ୍‌ ୟୁନାଇଟେଡ ଦି ନେଶନ’କୁ ଉଦ୍‌ଘାଟନ କରିଛନ୍ତି। ୧୯୨୮ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସ୍ବର୍ଣ୍ଣ…

ନେମାରଙ୍କ ୮୩୧ କୋଟିର ଚୁକ୍ତି

ରିୟାଧ,୧୭ା୮(ପି.ଟି.): ସାଉଦି ଫୁଟବଲ ଲିଗ୍‌ ସହିତ ଯୋଡି ହୋଇଛନ୍ତ ବ୍ରାଜିଲର ତାରକା ଷ୍ଟ୍ରାଇକର ନେମାର। ବିଗତ ୬ ସିଜନ ଧରି ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌(ପିଏସ୍‌ଜି) ପାଇଁ ଖେଳିବା ପରେ ନେମାର ଅଲ ହିଲାଲ ସହିତ ଚୁକ୍ତି କରିଛନ୍ତି। ବାର୍ଷିକ ୧୦୦ ମିଲିୟନ୍‌…

ଓଡ଼ିଶା ରୋଲର ସ୍କେଟିଂ ଦଳର ୩ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ଓଡ଼ିଶା ରୋଲର ସ୍କେଟିଂ ଦଳ ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛି। ଓଡ଼ିଶା ସ୍କେଟିଂ ଏକାଡେମୀର ୧୦୨ ସଦସ୍ୟ ବିଶିଷ୍ଟ ଦଳ କଳିଙ୍ଗ ଷ୍ଟାଡିୟମରେ କ୍ରମାଗତ ୫ ଘଣ୍ଟା ରୋଲର…

ପ୍ରଥମ ଦିନରେ ୩ ଜାତୀୟ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା…

ବିଶ୍ୱକପ୍‌ ପାଇଁ ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୧୬।୮: ବିଶ୍ୱକପ ୨୦୨୩ ପାଇଁ ବୁଧବାର ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା କରିଛି। ବେନ ଷ୍ଟୋକ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ୨୦୨୨ରେ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଅବସରରୁ ଫେରିବେ। ଯଦିଓ ଇଂଲଣ୍ଡ ବିଶ୍ୱକପ…

ଦୁର୍ଭାଗ୍ୟ ! ପୃଥ୍ବୀଙ୍କୁ ଆଉ ଏକ ବଡ଼ ଝଟ୍‌କା

ଲଣ୍ଡନ,୧୬।୮: କଥାରେ ଅଛି, ସମୟ ଖରାପ ପଡ଼ିଲେ ସବୁଦିଗରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। କିଛି ଏଭଳି ଭାରତୀୟ ଟିମ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ପୃଥ୍ବୀ ଶ’ଙ୍କ ସହ ଘଟିଛି। ସେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଆହତ ହେବା କାରଣରୁ…

ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ଏହି ପରାମର୍ଶ ଦେଲେ କପିଲ ଦେବ

ନୂଆଦିଲ୍ଲୀ,୧୬।୮: ବିଶ୍ୱକପ୍‌ ୨୦୨୩କୁ ଆଉ ମାସ କେତେଟା ବାକି। ପ୍ରଥମ ଥର ଲାଗି ଭାରତରେ ଏହା ଖେଳାଯିବାକୁ ଥିବାରୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ଅଧିକ। ଏଭଳି ସ୍ଥିତିରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର। ଦଳ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ…

ଅବସର ପରେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କଲେ ଷ୍ଟୋକ୍ସ

ନୂଆଦିଲ୍ଲୀ,୧୬।୮: ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ବେନ୍‌ ଷ୍ଟୋକ୍ସ ଅବସର ପରେ ଦିନିକିଆ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଷ୍ଟୋକ୍ସ ଗତ ବର୍ଷ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ, କିନ୍ତୁ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ…

ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବାର ନଜର ଆସିଲେ ପନ୍ତ

ନୂଆଦିଲ୍ଲୀ,୧୬।୮: ୨୦୨୨ରେ ଡିସେମ୍ବରରେ ଏକ କାର ଦୁର୍ଘଟଣାରେ ଭାରତୀୟ ଦଳର ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଆଣ୍ଠୁରେ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଥିଲା। ଏଥିସହିତ, ପନ୍ତଙ୍କ ଆଘାତ ଦେଖିବା ପରେ ବିଶ୍ୱାସ…

ରୋନାଲଡୋଙ୍କ ପଦାଙ୍କ ଅନୁସରଣ କଲେ ନେମାର

ନୂଆଦିଲ୍ଲୀ,୧୬।୮: ବ୍ରାଜିଲର ତାରକା ଫୁଟବଲ ଖେଳାଳି ନେମାର ଜୁନିଅର ମଧ୍ୟ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପଦାଙ୍କ ଅନୁସରଣ କରି ଆଗକୁ ବଢୁଥିବା ଦେଖିବାକୁ ମିଳିଛି। ରୋନାଲଡୋଙ୍କ ପରେ ନେମାର ବର୍ତ୍ତମାନ ସାଉଦି ଆରବ ଫୁଟବଲ କ୍ଲବ ଅଲ-ହିଲାଲର ଅଂଶ ହୋଇପାରିଛନ୍ତି। ସାଉଦି ପ୍ରୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri