ହାତରେ ବଲ୍ ଧରି କ’ଣ କହୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ନିଜେ କଲେ ଖୁଲାସା
ଅହମ୍ମଦାବାଦ,୧୫।୧୦(୦୭): ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚକୁ ଟିମ ଇଣ୍ଡିଆ ୭ ଉକେଟରେ ଜିତିଥିଲା। ମ୍ୟାଚ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ହାତରେ ବଲ…
୨୮୪ ରନ୍ରେ ଅଟକିଲା ଆଫଗାନିସ୍ତାନ
ନୂଆଦିଲ୍ଲୀ,୧୫।୧୦: (୦୩) ଅରୁଣ ଜେଟଲି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ୪୯ .୫ ଓଭରରେ ସମସ୍ତ ଉଇକେଟ୍ ହରାଇ ୨୮୪ ରନ୍…
ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ହିଟ୍ମ୍ୟାନ୍
ଅହମ୍ମଦାବାଦ,୧୫।୧୦: ଦିନିକିଆ କ୍ରିକେଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୦୦ ଛକା ପୂରଣ କରିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚରେ ହିଟମ୍ୟାନ ଏହି ବିଶେଷ ସଫଳତା ହାସଲ କରିଛନ୍ତି। ଦିନିକିଆ କ୍ରିକେଟରେ ୩୦୦ ରୁ…
ସହଜରେ କେମିତି ମାରିପାରୁଛ ଲମ୍ବା ଲମ୍ବା ଛକା,ଅମ୍ପାୟର୍ଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ହିଟ୍ମ୍ୟାନ୍
ଅହମ୍ମଦାବାଦ୍,୧୫।୧୦: ଭାରତୀୟ ଦଳ ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତୀୟ ବୋଲରମାନେ ୧୯୧ ରନରେ ପାକିସ୍ତାନକୁ ଅଲଆଉଟ କରିଛନ୍ତି। ଏହା ପରେ ଟିମ ଇଣ୍ଡିଆ ୩୦.୩ ଓଭରରେ ୩ ଉଇକେଟ ପାଇଁ ୧୯୨ ରନ ସ୍କୋର କରି ମ୍ୟାଚ ଜିତିଥିଲା।…
ଭାରତ-ପାକିସ୍ତାନ ମ୍ୟାଚ୍ରେ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍, ଓଟିଟିରେ ମ୍ୟାଚ ଦେଖିଲେ ୩.୫କୋଟିରୁ ଅଧିକ ଲୋକ
ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚରେ ଭାରତ ବିଜୟୀ ହୋଇଛି। ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ମ୍ୟାଚରେ ଚକା ଛଉକା ରେକର୍ଡ ହେଉଥିବାବେଳେ ମ୍ୟାଚ ଦେଖୁଥିବା ଉତ୍ସାହୀ ଦର୍ଶକମାନେ ମଧ୍ୟ ରେକର୍ଡ…
ଶ୍ରୀଲଙ୍କାଙ୍କୁ ବଡ଼ ଝଟ୍କା, ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ଅଧିନାୟକ
ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ୍ରେ ଶ୍ରୀଲଙ୍କାକୁ ଲାଗିଛି ବଡ଼ ଝଟ୍କା। ଅଧିନାୟକ ଦାସୁନ ଶାନାକା ଆହତ ହେବା କାରଣରୁ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କର ଡାହାଣ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଛି। ତେବେ ଦଳରେ ତାଙ୍କ ସ୍ଥାନରେ ଚାମିକା କରୁଣାତ୍ନେଙ୍କୁ ସାମିଲ କରାଯାଇଛି।…
ବାବରଙ୍କୁ ସ୍ବତନ୍ତ୍ର ଉପହାର ଦେଲେ କୋହଲି
ଅହମ୍ମଦାବାଦ,୧୫।୧୦: ବିଶ୍ୱକପ୍ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ଉଇକେଟରେ ପରାଜିତ କରିଛି ଭାରତ। ପ୍ରଥମେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳର ପ୍ରଭାବୀ ବୋଲିଂ କାରଣରୁ ବିରୋଧୀ ଟିମ୍ ମାତ୍ର ୧୯୧ ରନ୍ କରିବାରେ ସଫଳ ହୋଇଥିଲା। ଜବାବରେ…
କେଶ ଦାନ କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ, ଜିଣିଲେ ପ୍ରଶଂସକଙ୍କ ହୃଦୟ
ମୁମ୍ବାଇ: ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ସ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ସେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି।…
ଭାରତ ୭ ଓ୍ବିକେଟରେ ଜିତିଲା…
ଅହମଦାବାଦ,୧୪।୧୦ : ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ବିଶ୍ୱକପ ୨୦୨୩ର ୧୨ତମ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲେ। ପାକିସ୍ତାନ…
ଚମକାଇଲା ବୁମ୍ରାଙ୍କ ବୋଲିଂ, କିଛି ବୁଝିବା ପୂର୍ବରୁ ବୋଲ୍ଡ ହେଲେ ରିଜଓ୍ବାନ-ଶାଦାବ…
ଅହମ୍ମଦାବାଦ,୧୪।୧୦: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମହାମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍ ମାତ୍ର ୧୯୧ ରନ୍ କରି ଅଲଆଉଟ୍ ହୋଇଛି। ମ୍ୟାଚ୍ରେ ଭାରତୀୟ ବୋଲିଂ ଆଗରେ ପାକିସ୍ତାନୀ ବ୍ୟାଟ୍ସମାନ୍ ଆଣ୍ଠେଇ ପଡ଼ିଥିବା…
ଆଙ୍ଗୁଠି ଭାଙ୍ଗିଲା, ବିଶ୍ୱକପ୍ରୁ ବାଦ୍ ପଡ଼ିପାରନ୍ତି ଏହି ବ୍ୟାଟ୍ସମ୍ୟାନ୍
ଚେନ୍ନାଇ,୧୪।୧୦: ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ୍ ବିଶ୍ୱକପ୍ରୁ ବାଦ୍ ପଡ଼ିପାରନ୍ତି। ଆଇପିଏଲ ୨୦୨୩ ସମୟରେ ସେ ଆହତ ହୋଇଥିଲେ। ଆଣ୍ଠୁର ଅସ୍ତ୍ରୋପଚାର ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ତାଙ୍କୁ ୯ ମାସ ଲାଗିଥିଲା। ଏଥିଲାଗି ତାଙ୍କୁ କଠିନ ପରିଶ୍ରମ ମଧ୍ୟ…
ପାକିସ୍ତାନ ବିପକ୍ଷରେ ବି ମିଳିଲାନି ସୁଯୋଗ
ଅହମ୍ମଦାବାଦ,୧୪।୧୦: ବିଶ୍ୱକପ୍ ୨୦୨୩ରେ ଶନିବାର ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ଟସ୍ ପରେ ବୋଲିଂ ଚୟନ କରିଥିବା ଭାରତୀୟ ଟିମ୍ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଈଶାନ କିଶନଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେହିଭଳି ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ…

