ଖେଳ

ଦୀପଙ୍କର ଓଡ଼ିଶା ହକି ପ୍ରମୋଶନ କାଉନସିଲ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୮।୧୦(ତପନ ସ୍ବାଇଁ): ଓଡ଼ିଶା ହକି ପ୍ରମୋଶନ କାଉନସିଲର ନିର୍ଦ୍ଦେଶକଭାବେ ଦୀପଙ୍କର ମହାପାତ୍ରଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ସେ ଓଡ଼ିଶା ହକି ପ୍ରମୋଶନ କାଉନ୍ସିଲର ପରିଚାଳନାକୁ ଓଭରଅଲ୍‌ ତଦାରଖ କରିବା ସହ ରାଜ୍ୟରେ କିପରି ହକି ଅଧିକ ଲୋକପ୍ରିୟ ହୋଇପାରିବ…

ପୁଣି ଚର୍ଚ୍ଚାରେ ସାନିଆ-ଶୋଏବ

ମୁମ୍ବାଇ,୧୮ା୧୦: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଡିଭୋର୍ସ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ସାନିଆଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରି ଏହି ଚର୍ଚ୍ଚାର ମୁଖ୍ୟ କାରଣ ପାଲଟିଛି। ‘ଯଦି ମୁଁ କଥା ହେଉଛି ତେବେ…

ଗୁର୍‌ବାଜଙ୍କୁ ଭର୍ତ୍ସନା ସହ ୧ ଡିମେରିଟ୍‌ ପଏଣ୍ଟ

ନୂଆଦିଲ୍ଲୀ, ୧୮ା୧୦(ପି.ଟି.): ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ବେଳେ ଆଫଗାନିସ୍ତାନ ବ୍ୟାଟର ରହମାନୁଲ୍ଲା ଗୁର୍‌ବାଜ ଆଉଟ ହେବା ପରେ ବିରକ୍ତି ପ୍ରକାଶ କରି ବାଉଣ୍ଡାରି ଦଉଡ଼ି ଓ ଏକ ଚେୟାରକୁ ତାଙ୍କ ବ୍ୟାଟ୍‌ରେ ପ୍ରହାର କରିଥିଲେ। ଫଳତଃ…

ବିଶ୍ୱକପ୍‌ରେ କୁମ୍ବଲେଙ୍କ ରେକର୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ। ଇଞ୍ଜିନିୟରିଂ କରିବା ପରେ ଫଟୋଗ୍ରାଫର ଓ ପରବର୍ତ୍ତୀ ସମୟରେ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ । ଜୁମ୍ବୋ ନାମରେ ପରିଚିତ ଏହି ଖେଳାଳି ଜଣଙ୍କ ଭାରତୀୟ ଟେଷ୍ଟ ଇତିହାସରେ…

ଭାରତ ୩, ବାଂଲାଦେଶ ୧

ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ ଖେଳିବ। ଏହି ମ୍ୟାଚଟି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହେବ। ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୪ଟି ବିଶ୍ୱକପ୍‌ ମ୍ୟାଚ…

ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ

ଧର୍ମଶାଳା, ୧୮ା୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ନେଦରଲାଣ୍ଡ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ…

ଭାଇରାଲ ଜ୍ଵରରେ କମ୍ପୁଛନ୍ତି ପାକିସ୍ତାନୀ ଖେଳାଳି, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ତାଜା ଅପଡେଟ ଦେଲା ଟିମ୍ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ, ୧୭/୧୦: ଚଳିତ କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏହାର ଚତୁର୍ଥ ମ୍ୟାଚ ଖେଳିବାକୁ ବାଙ୍ଗାଲୁରୁରେ ପହଞ୍ଚିଛି। ଏଠାରେ ଟିମ୍ ୨୦ ଅକ୍ଟୋବରକୁ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଏହା ପୂର୍ବରୁ ପାକିସ୍ତାନର ଅନେକ ଖେଳାଳି ଭାଇରାଲ ଜ୍ୱରରେ ପଡିଛନ୍ତି। ବର୍ତ୍ତମାନ ପାକିସ୍ତାନ…

ନେଦରଲାଣ୍ଡ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ…

ଧର୍ମଶାଳା,୧୭।୧୦ : ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଥିବା ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚରେ ନେଦରଲାଣ୍ଡ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ…

ଫିଟ୍‌ ହେଲେ ବାବର-ଶାହିନ

ବାଙ୍ଗାଲୋର,୧୭।୧୦: ବିଶ୍ୱକପ୍‌ ୨୦୨୩ରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ପାକିସ୍ତାନ। ଏହାପୂର୍ବରୁ ପାକିସ୍ତାନର କିଛି ଖେଳାଳି ଜ୍ୱରରେ ପୀଡ଼ିତ ହୋଇଥିଲେ। ଏଠାରେ ପହଞ୍ଚିବା ପରେ କିଛି ଖେଳାଳିଙ୍କ ସ୍ବାସ୍ଥ୍ୟ ଖରାପ ହେବା ଯୋଗୁ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।…

କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସମସ୍ତ ସହଯୋଗ ଦେବାକୁ ଦେଲେ ପ୍ରତିଶୃତି

ଭୁବନେଶ୍ୱର, ୧୭.୧୦: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ…

ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୨୪୬ ରନ…

ଧର୍ମଶାଳା,୧୭।୧୦ : ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚ ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ନେଦରଲାଣ୍ଡ ଦଳ ବ୍ୟାଟିଂ ଅଧିନାୟକ ସ୍କଟ…

ନେଦରଲାଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ: ବର୍ଷା ଯୋଗୁ ୪୩ ଓଭର ଖେଳ ନିଷ୍ପତ୍ତି…

ଧର୍ମଶାଳା,୧୭।୧୦ : ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚ ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ନେଦରଲାଣ୍ଡ ଦଳ ବ୍ୟାଟିଂ ଅଧିନାୟକ ସ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?