Posted inଖେଳ

ଏବେ ବି ଆସୁଛି ଖରାପ ମେସେଜ୍‌: ୨୦୧୯ ବିଶ୍ୱକପ୍‌ରେ ଧୋନୀଙ୍କୁ ରନ୍‌ ଆଉଟ୍‌ କରିଥିବା ଗୁପ୍ତିଲ କଲେ ଖୁଲାସା

ନୂଆଦିଲ୍ଲୀ,୨୬।୧୧: ବିଶ୍ୱକପ ୨୦୧୯ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗୁପ୍ତିଲଙ୍କ ଥ୍ରୋରେ ଏମଏସ ଧୋନୀଙ୍କ ରନ୍‌ଆଉଟ୍‌ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଏହି ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡକୁ ୧୮ ରନରେ ହରାଇବା ପରେ ଘରକୁ ଫେରିବାକୁ ପଡିଲା। ଯଦି ଗୁପ୍ତିଲଙ୍କ ଥ୍ରୋ ଟିକେ ବିଚ୍ୟୁତ ହୋଇଥାନ୍ତା, ଧୋନୀ ଟିମ ଇଣ୍ଡିଆକୁ ଫାଇନାଲକୁ ନେଇ ପାରିଥାନ୍ତେ। ତେବେ ଏହି ଘଟଣାର ଚାରି ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଛି କିନ୍ତୁ ବୋଧହୁଏ ଏହି ସ୍ମୃତି କିଛି ଭାରତୀୟ ପ୍ରଶଂସକଙ୍କ ହୃଦୟରେ ସତେଜ ଅଛି। ଏବେ ବି ଏହି ଥ୍ରୋ ପାଇଁ ମାର୍ଟିନ ଗୁପ୍ତିଲଙ୍କୁ ଭାରତୀୟ ଖରାପ ମେସେଜ୍‌ ପଠାଉଛନ୍ତି। ଗୁପ୍ତିଲ ନିଜେ ଏହା ପ୍ରକାଶ କରିଛନ୍ତି।
ଏକ ସାକ୍ଷାତକାରରେ ମାର୍ଟିନ ଗୁପ୍ତିଲ ବିଶ୍ୱକପ ୨୦୧୯ କଥା ମନେ ପକାଇଛନ୍ତି। ସେ କହିଛନ୍ତି,ମୋର ମନେ ଅଛି, ପ୍ରଥମେ ମୁଁ ଦେଖିଲି ବଲ ଉପରକୁ ଯାଉଛି ଏବଂ ତା’ପରେ ମୁଁ ଭାବିଲି, ଏହା ମୋ ଆଡକୁ ଆସୁଛି। ମୁଁ ଦ୍ରୁତ ଗତିରେ ଦୌଡିଲି। ମୁଁ ଜାଣିଥିଲି ଷ୍ଟମ୍ପ ଉପରେ ଫିଙ୍ଗିବାର କୌଣସି ସୁଯୋଗ ରହିବ ନାହିଁ କିନ୍ତୁ ମୁଁ ଚେଷ୍ଟା କଲି। ମୁଁ ସୌଭାଗ୍ୟବାନ ଯେ ଏହା ଏକ ସଠିକ୍‌ ଥ୍ରୋ ହୋଇଗଲା। ଏହା ପରେ ଗୁପ୍ତିଲ କହିଛନ୍ତି, ଆଜି ବି ସମଗ୍ର ଭାରତୀୟ ମୋତେ ପସନ୍ଦ କରନ୍ତି ନାହିଁ। ମୁଁ ସେବେଠାରୁ ଅନେକ ଖରାପ ମେସଜ୍‌ ପାଇବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri