ଗୋଟିଏ ପାଦ ପଛକୁ ହଟିଲେ ବ୍ରିଜ ଭୂଷଣ! ଅଯୋଧ୍ୟାରେ ହେବାକୁ ଥିବା ରାଲି ରଦ୍ଦ
ନୂଆଦିଲ୍ଲୀ,୨।୬: ଗୋଟିଏ ପଟେ କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ଡକାଯାଇଥିବା ମହାପଞ୍ଚାୟତର ଶୁକ୍ରବାର ଦ୍ୱିତୀୟ ଦିନ ହୋଇଥିବା ବେଳେ, ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସମର୍ଥନରେ ଅଯୋଧ୍ୟାରେ ଡକାଯାଇଥିବା ଜନ ଚେତନା ମହାରାଲିକୁ ରଦ୍ଦ କରି ଦିଆଯାଇଛି। ଏମପିି ତଥା...
ଭାରତ ପକ୍ଷରୁ ଖେଳିବା ସ୍ବପ୍ନ
ବରଗଡ଼ର ଝିଅ ନିର୍ମାଲ୍ୟା ରାଉତ। ଓଡ଼ିଶାର ଏକ ପଛୁଆ ଜିଲାରୁ ଆସିଥିଲେ ମଧ୍ୟ କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ କ୍ରୀଡ଼ା ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଛୋଟ ବେଳରୁ ସେ ଯେଉଁ ସ୍ବପ୍ନ ଦେଖିଛନ୍ତି...
ସ୍ମରଣୀୟ ଆଇପିଏଲ୍
ଦୀର୍ଘ ୨ ମାସ ଧରି ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ପ୍ରିମିୟର ଲିଗ ଆଇପିଏଲ୍ ୧୬ତମ ସଂସ୍କରଣର ସଫଳ ପରିସମାପ୍ତି ଘଟିଛି। ଅନେକ ଦୃଷ୍ଟି କୋଣରୁ ସଫଳତାର ଶୀର୍ଷକୁ ଛୁଇଁଛି ଏହି ପ୍ରଫେଶନାଲ ଟି୨୦...
ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର, ନିର୍ଯ୍ୟାତନା, ବ୍ୟାଡ ଟଚ ସମେତ ୧୦ ଅଭିଯୋଗ
ନୂଆଦିଲ୍ଲୀ,୨।୬: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫଆଇଆର ଦିଆଯାଇଛି। ଏଫଆଇଆରରେ ବ୍ରିଜ ଭୂଷଣଙ୍କ ବିରୋଧରେ ନିର୍ଯ୍ୟାତନା, ଯୌନ ଉତ୍ପିଡନର ଏକ କି ଦୁଇ ନୁହେଁ ବରଂ ୧୦ଟି ମାମଲା ଉଲ୍ଲେଖ କରାଯାଇଛି।...
ମନଜିତ୍ଙ୍କୁ ବ୍ରୋଞ୍ଜ ପଦକ
ବିଶକେକ୍ (କିରଗିଜସ୍ତାନ), ୨।୬: ଭାରତର ମନଜିତ୍ ଏଠାରେ ଚାଲିଥିବା ୟୁଡବ୍ଲ୍ୟୁଡବ୍ଲ୍ୟୁ ର଼୍ୟାଙ୍କିଙ୍ଗ ସିରିଜ ରେସ୍ଲିଂ ଇଭେଣ୍ଟର ଗ୍ରୀକୋ ରୋମାନ ୫୫କେଜି କାଟେଗୋରୀରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମନଜିତ କ୍ୱାର୍ଟରଫାଇନାଲରେ ଉଜବେକିସ୍ତାନର ଇଖ୍ତିଓର ବୋଟିରୋଭଙ୍କଠାରୁ ହାରି ଯାଇଥିଲେ। ମାତ୍ର...
ଆଇପିଏଲରେ ଖେଳିଥିବା ଖେଳାଳିଙ୍କୁ ଡବ୍ଲୁଟିସି ଫାଇନାଲରେ ଫାଇଦା ମିଳିବ: ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି
ନୂଆଦିଲ୍ଲୀ,୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ଫାଇନାଲ ମ୍ୟାଚ ଜୁନ ୭ରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଭାଗ ନେବାକୁ ଉଭୟ ଦଳର ଖେଳାଳି ବର୍ତ୍ତମାନ ଇଂଲଣ୍ଡରେ ପହଞ୍ଚିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ...
ତୃତୀୟ ରାଉଣ୍ଡରେ ରିବାକିନା, ସ୍ବିଟେକ୍
ପ୍ୟାରିସ୍, ୨ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ଦ୍ୱିତୀୟ ରାଉଣ୍ଡରେ ସିଡେଡ୍ ଖେଳାଳିଙ୍କ ସହଜ ବିଜୟ। ମହିଳା ସିଙ୍ଗଲ୍ସ ବର୍ଗରେ ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍, ଏଲିନା ରିବାକିନା, ଏକାଟେରିନା ଆଲେକଜାଣ୍ଡ୍ରୋଭା ବିଜୟ ହାସଲ...
ଆର୍ଜେଣ୍ଟିନା, ଇଂଲଣ୍ଡ ବିଦା
ବୁଏନ୍ସ ଏୟାର୍ସ, ୨ା୬: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ, ନାଇଜେରିଆ, ବ୍ରାଜିଲ ଓ କଲମ୍ବିଆ। ଅନ୍ୟପକ୍ଷରେ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଇଂଲଣ୍ଡ ଏହି ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।...
ଡବ୍ଲୁଟିସି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ
ନୂଆଦିଲ୍ଲୀ,୨।୫: ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଇଣ୍ଡିଆ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛି। ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଇଣ୍ଟରନ୍ୟାସନାଲ ତିନୋଟି ଫର୍ମାଟ...
କିରଣ କ୍ୱାର୍ଟରରେ, ଅସ୍ମିତା ପରାସ୍ତ
ବ୍ୟାଙ୍କକ୍, ୨ା୬:ଭାରତର କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ ଜାରି ରଖି ଥାଇଲାଣ୍ଡ ଓପନ ସୁପର ୫୦୦ ଟୁର୍ନାମେଣ୍ଟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ବିଶ୍ୱର ୨୬ ନମ୍ବର ମାନ୍ୟତାପ୍ରାପ୍ତ ଚାଇନାର ଓ୍ବେଙ୍ଗ୍ ହଙ୍ଗ୍ ୟାଙ୍ଗ୍ଙ୍କୁ ସିଧାସଳଖ ଗେମ୍ରେ ହରାଇ...
ଭୁବନେଶ୍ୱର ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’ ବିଜୟୀ
ଭୁବନେଶ୍ୱର, ୨ା୬ (ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ସିନିୟର ପୁରୁଷ ଆନ୍ତଃଜିଲା କ୍ରିକେଟ ସୁପର ଲିଗ୍ କଳାହାଣ୍ଡି କପ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱର ‘ଏ’ ଓ ଅବଶିଷ୍ଟ ଓଡ଼ିଶା ‘ଡି’ ସେମାନଙ୍କ ମ୍ୟାଚରେ...
ଓଭାଲ ରେକର୍ଡକୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ
ମେଲବୋର୍ନ,୨ା୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ମ୍ୟାଚ ପୂର୍ବରୁ ଓଭାଲରେ ରେକର୍ଡକୁ ନେଇ ଚିନ୍ତାରେ ପଡିଛି ଅଷ୍ଟ୍ରେଲିଆ। ଆସନ୍ତା ଜୁନ୍ ୭ରୁ ୧୧ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଫାଇନାଲ ଖେଳାଯିବ। ୧୪୦ ବର୍ଷ ଧରି ଅଷ୍ଟ୍ରେଲିଆ...
Archives


