ଖେଳ

ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ, ୨୨୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକା…

ମୁମ୍ବାଇ,୨୧।୧୦ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚରେ ଇଂଲଣ୍ଡକୁ ଦକ୍ଷିଣ ଆଫ୍ରିକା ୨୨୯ ରନରେ ପରାଜିତ କରିଛି। ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ ହୋଇଛି। ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋସ…

ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ପଦକ ପାଇଁ କେତେ…

ଭୁବନେଶ୍ୱର,୨୧ା୧୦: ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଆଥ୍‌ଲେଟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅକ୍ଟୋବର ୨୬ରୁ ଗୋଆରେ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେବ। ଏହି କ୍ରୀଡ଼ାର ୩୧ ବିଭାଗରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍‌ଲେଟ…

ଶ୍ରୀଲଙ୍କାର ସହଜ ବିଜୟ, ୫ ଓ୍ବିକେଟରେ ଜିତିଲା…

ଲକ୍ଷ୍ନୌ,୨୧।୧୦ : ବିଶ୍ୱକପ କ୍ରିକେଟର ୧୯ ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚରେ ଟସ ଜିତି ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବର୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ଦଳ ଅଧିନାୟକ…

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୪୦୦ରନ…

ମୁମ୍ବାଇ,୨୧।୧୦ : ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ଦଳ…

ଶ୍ରୀଲଙ୍କା ଆଗରେ ୨୬୩ ରନ୍‌ର ବିଜୟ ଟାର୍ଗେଟ୍‌

ଲକ୍ଷ୍ନୌ,୨୧।୧୦: ଲକ୍ଷ୍ନୌସ୍ଥିତ ଏକାନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ନେଦରଲାଣ୍ଡ ନିର୍ଦ୍ଧାରିତ ୪୯.୪ ବଲ୍‌ରେ ସମସ୍ତ ଉଇକେଟ୍‌ ହରାଇ ୨୬୨ ରନ୍‌ କରିଛି। ଫଳରେ ଶ୍ରୀଲଙ୍କା…

ବିଶ୍ୱକପ୍‌ ଟିମ୍‌ରେ ମିଳି ନ ଥିଲା ସୁଯୋଗ, ଏବେ ପିସିବି ତରଫରୁ ସରଫରାଜଙ୍କୁ ମିଳିଲା ଖୁସିଖବର 

ଲାହୋର,୨୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବିଶ୍ୱକପ୍‌ ପୂର୍ବରୁ ଘୋଷଣା କରାଯାଇଥିବା ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାର ସମୀକ୍ଷା କରିବା ପରେ ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପଦୋନ୍ନତି ଦେଇଛି। ସେ ଏବେ ‘ଗ୍ରୁପ୍‌ ଡି’ରୁ ‘ ଗ୍ରୁପ୍‌ ବି’ରେ ସାମିଲ ହୋଇଛନ୍ତି। ଖେଳାଳିଙ୍କ…

ଏସିଆ ପାରା କ୍ରୀଡ଼ା: ଚମ୍ପିୟାନ ହେବା ଲକ୍ଷ୍ୟରେ ଭି. ରମେଶ

ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଚୀନର ହାଙ୍ଗୋଝୋରୀ ଠାରେ ଆସନ୍ତା ୨୨ତାରିଖରୁ ଏସିଆ ପାରା କ୍ରୀଡା ଆରମ୍ଭ ହେବ। ଏଥିରେ ଓଡ଼ିଶାରୁ ୭ଜଣ ଆଥଲେଟ ଭାଗ ନେବାକୁ ଥିବାବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ କେବଳ ଜଣେ ଛତ୍ରପୁର ସହର ଗିଲଟିପେଟା ସାହିର କ୍ରୀଡ଼ାବିତ୍‌…

ଟସ୍‌ ଜିତି ନେଦରଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି: ସେମିଫାଇନାଲ ଖେଳିବା ଆଶା ମଜବୁତ କରିବାକୁ ଚେଷ୍ଟା

ଲକ୍ଷ୍ନୌ,୨୧।୧୦: ଲକ୍ଷ୍ନୌସ୍ଥିତ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବୋଲିଂ କରିବ। ଧର୍ମଶାଳାରେ ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲାଣ୍ଡ୍ସ ବିପର୍ଯ୍ୟୟ ସୃଷ୍ଟି…

ବିଶ୍ୱକପରେ ନୂଆ ବିବାଦ, ପାକିସ୍ତାନ ପ୍ରଶଂସକଙ୍କୁ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଲଗାଇବାକୁ ମନା କଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୧୦: ବିଶ୍ୱକପ ୨୦୨୩ରେ ଏକ ନୂଆ ବିବାଦ ଉପୁଜିଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ ପାକିସ୍ତାନ ପ୍ରଶଂସକଙ୍କୁ ନିଜ ଦଳକୁ ଚିୟର କରିବା ଉପରେ ରୋକା ଯାଇଛି। ଏଠାରେ ପୋଲିସ ସ୍ପଷ୍ଟ ଭାବେ ପାକିସ୍ତାନୀ ପ୍ରଶଂସକଙ୍କୁ ନିର୍ଦ୍ଦେଶ ଦେଇଛି…

ଟିମ୍‌ ଇଣ୍ଡିଆର ବଡ଼ ଅସ୍ତ୍ର ପାଲଟିଲେଣି ଜାଡେଜା

ନୂଆଦିଲ୍ଲୀ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଟିମ୍‌ ଲୟରେ ଥିବା ଦେଖାଯାଉଛି। ରୋହିତ ବ୍ରିଗେଡ ଏଯାବତ ୪ ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ବିଜେତା ହୋଇଛନ୍ତି। ଏଥିରେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଖେଳାଳିଙ୍କ ମଧ୍ୟରୁ ଷ୍ଟାର…

ମାର୍ଶ, ଓ୍ବାର୍ନରଙ୍କ ଶତକରେ ରେକର୍ଡ

ବେଙ୍ଗାଲୁରୁ, ୨୧।୧୦:ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଓ ଡେଭିଡ ଓ୍ବାର୍ନର। ଦୁଇଜଣଙ୍କ ଶତକ ଏବଂ ଦ୍ୱିଶତକୀୟ ଭାଗୀଦାରି ସହ ଅନେକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି।…

ପଦକ ପକ୍କାକଲେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୦ା୧୦ ଚାଇନାର ଚେଙ୍ଗ୍‌ଡୁଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଏସିଆନ ୧୭ ବର୍ଷରୁ କମ୍‌ ଏବଂ ୧୫ ବର୍ଷରୁ କମ୍‌ ଜୁନିୟର ଚାମ୍ପିୟନଶିପ୍‌ର ୪ର୍ଥ ଦିବସରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଜାଗଶେର ସିଂ ଖାଙ୍ଗୁରା, ବର୍ନିଲ ଆକାଶ ଚାଙ୍ଗ୍‌ମାଇ ଓ ତନ୍‌ଭି ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?