ଭାରତ-ପାକିସ୍ତାନ ମହାମୁକାବିଲା: ଟସ୍ ଜିତିଲା ପାକିସ୍ତାନ
କଲମ୍ବୋ,୧୦।୯: ଏସିଆ କପ ସୁପର୍-୪ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥି ସହ ଭାରତୀୟ…
କ୍ରିକେଟ୍ ମହାକୁମ୍ଭ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଏହି ୨ ଦଳ ମଧ୍ୟରେ ହେବ ବିଶ୍ୱକପ୍ ଫାଇନାଲ୍
ସିଡନୀ,୧୦।୯: ଅକ୍ଟୋବର ୨ ତାରିଖରୁ ଭାରତୀୟ ମାଟିରେ ବିଶ୍ୱକପ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୧୨ ବର୍ଷ ପରେ ବିଶ୍ୱକପ ଜିତିବାରେ…
‘ଅନ୍ୟମାନଙ୍କ ଅପେକ୍ଷା ମୋ ଉପରେ ତିନିଗୁଣା ଅଧିକ ବୋଝ’
କଲମ୍ବୋ,୧୦।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମହାମୁକାବିଲା ଖେଳାଯିବ। ଏହି ସୁପର ଫୋର୍ ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଗ୍ରୁପ ରାଉଣ୍ଡ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିବା ମ୍ୟାଚ ରଦ୍ଦ ହୋଇଥିଲା। ବର୍ଷା ଯୋଗୁ ଦ୍ୱିତୀୟ…
ପୁଣି ବିବାହ କରିବେ ଏହି କ୍ରିକେଟର୍
ଇସଲାମାବାଦ୍,୧୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଦୁହେଁ ପ୍ରଥମେ ପାରମ୍ପାରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ ଘନିଷ୍ଠ…
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, ଦେଖିପାରିବେ ମ୍ୟାଚ୍
କଲମ୍ବୋ,୧୦।୯: ଆଜି ପୁଣି ଥରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳିବ। ଏଥର ଉଭୟ ଦଳ ସୁପର-୪ରେ ପରସ୍ପର ବିପକ୍ଷରେ ପଡ଼ିଆ ନେବେ। ଏହାପୂର୍ବରୁ ବର୍ଷା ଯୋଗୁ ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ…
ଭାରତ-ପାକିସ୍ତାନ ସୁପର-୪ରେ ହେବେ ମୁହାଁମୁହିଁ: ବର୍ଷା ବାଧକ ସାଜିବା ଆଶଙ୍କା…
କଲମ୍ବୋ,୧୦।୯ : ଏସିଆ କପରେ ରବିବାର ଭାରତ-ପାକିସ୍ତାନ ସୁପର-୪ରେ ମୁହାଁମୁହିଁ ହେବେ। ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ଆଶଙ୍କା ରହିଛି। ବର୍ଷା ଯୋଗୁଁ ପାଲଲେକେଲରେ ଭାରତର ଲିଗ…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ…
କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।…
ରବିବାର ଭାରତ-ପାକିସ୍ତାନ ସୁପର ୪ ମ୍ୟାଚରେ ପୁଣି ବାଧକ ହୋଇପାରେ ବର୍ଷା ! ସମ୍ଭାବନା ୯୦ ପ୍ରତିଶତ…
କଲମ୍ବୋ,୯।୯ : ଏସିଆ କପରେ ରବିବାର ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ମଧ୍ୟ ବର୍ଷା ଆଶଙ୍କା କମିନାହିଁ। ଯେହେତୁ ବର୍ଷା ଯୋଗୁଁ ପାଲଲେକେଲରେ…
ବାଂଲାଦେଶ ଦେଶ ଜିତିଲା ଟସ, ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଶ୍ରୀଲଙ୍କା…
କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ସୁପର ଫୋରର ପ୍ରଥମ ମ୍ୟାଚରେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇଛି ଏବଂ ଫାଇନାଲ ଦୌଡ଼ରେ ଏହି ଦଳ ଜିତିବା…
ଜାତୀୟ ହ୍ବିଲ୍ଚେୟାର ରଗ୍ବୀରେ ଭାଗନେବ ଓଡ଼ିଶା
ଭୁବନେଶ୍ୱର, ୯।୯ (ତପନ ସ୍ବାଇଁ): ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଶନିବାରଠାରୁ ୫ମ ଜାତୀୟ ହ୍ବିଲ୍ଚେୟାର ରଗ୍ବୀ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶା…
ବାରବାଟୀରେ ୧୫ରୁ ବି.ସି ମହାନ୍ତି ସ୍ମାରକୀ ଟି୨୦
କଟକ,୯ା୯ (ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆସନ୍ତା ୧୫ରୁ ବାରବାଟୀ ଷ୍ଟାଡିୟମ୍ରେ ପ୍ରଥମଥର ପାଇଁ ଭୈରବଚନ୍ଦ୍ର ମହାନ୍ତି (ବି.ସି. ମହାନ୍ତି) ସ୍ମାରକୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯିବ। ୨୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ…
ଅମିତ ସ୍ବର୍ଣ୍ଣ, ଜଗନ୍ନାଥଙ୍କୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୯।୯ (ତପନ ସ୍ବାଇଁ): ନେପାଳର କାଠମାଣ୍ଡୁରେ ୫୫ତମ ଏସୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ଏବଂ ଫିଜିକ୍ସ ସ୍ପୋଟର୍ସ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର…
Archives


