ଖେଳ

କିଶୋର, ଶ୍ରାବଣୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଚଣ୍ଡିଗଡ଼ର ସେକ୍ଟର-୭ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାର ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଁ ପ୍ରି-୫ର ପ୍ରଥମ ଦିବସରେ ଓଡ଼ିଶା ଜାଭେଲିନ ତାରକା କିଶୋର କୁମାର ଜେନା ଓ ମହିଳା ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣ ପଦକ ହାସଲ…

ସେମିଫାଇନାଲରେ କିଟ୍‌

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇ କିଟ୍‌ ସେମିଫାଇନାଲରେ ପ୍ରବେଶ କରିଛି। ତୃତୀୟ କ୍ୱାର୍ଟର ଫାଇନାଲରେ…

ଗଫ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୧ା୯(ପି.ଟି.): ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟ୍ରଫି ହାସଲ କରିଛନ୍ତି ଆମେରିକୀୟ କୋକୋ ଗଫ୍‌। ଦ୍ୱିତୀୟ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ଗଫ୍‌ ୨-୬, ୬-୩ ଓ ୬-୨ ସେଟ୍‌ରେ ବେଲାରୁଷର ଆରିନା…

ସ୍କୁଲ୍ସ ଓପନ ଚେସ୍‌: ଭିନିତ ଚାମ୍ପିୟନ

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ମଦର୍ସ ପବ୍ଲିକ୍‌ ସ୍କୁଲ, ଖଣ୍ଡଗିରି ଆନୁକୂଲ୍ୟରେ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ବିଜେଇଏମ୍‌ ସ୍କୁଲ-୧ର ଭିନିତ ନାୟକ ପୂରା…

ସମ୍ବଲପୁରକୁ ଦଳଗତ ଟାଇଟଲ

ସମ୍ବଲପୁର,୧୧ା୯ (ବି.ଶଙ୍କର): ଓଡ଼ିଶା ମାଷ୍ଟର୍ସ ସୁଇମର୍ସ କ୍ଲବ ଆକୂକୂଲ୍ୟରେ ୧୧ତମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା-୨୦୨୩ ରବିବାର ସମ୍ବଲପୁରରେ ସମ୍ପନ୍ନ ହୋଇଯାଇଛି। ସମ୍ବଲପୁର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ଜିଲାକ୍ରୀଡା ସଂଘ ଉପସଭାପତି ଦୁଲାଲ…

ରାଜ୍ୟସ୍ତରୀୟ ବିଦ୍ୟାଳୟ ହକି, ହ୍ୟାଣ୍ଡବଲ ଉଦ୍‌ଯାପିତ

ସୁନ୍ଦରଗଡ,୧୧ା୯ (ଜୟ ନାରାୟଣ ମେଣ୍ଡୁଳି): ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ଆସୋସିଏଶନ ଓ ଜିଲା ବିଦ୍ୟାଳୟ କ୍ରୀଡା ଆସୋସିଏଶନର ଆନୁକୂଲ୍ୟରେ ସ୍ଥାନୀୟ ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ୍ସ ପଡିଆଠାରେ ଚାଲିଥିବା ୩ଦିନିଆ ରାଜ୍ୟ ସ୍ତରୀୟ ହକି ଓ ହ୍ୟାଣ୍ଡ ବଲ ଚାମ୍ପିୟନଶିପ ୨୦୨୩-୨୪…

ଭାରତୀୟ ତୀରନ୍ଦାଜ ପ୍ରଥମେଶଙ୍କୁ ରୌପ୍ୟ

ହର୍ମୋସିଲୋ,୧୦ା୯: ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ତୀରନ୍ଦାଜ ପ୍ରଥମେଶ ଜାକରଙ୍କ ଅଭିଯାନ ରୌପ୍ୟ ପଦକରେ ଶେଷ ହୋଇଛି। ଡେନମାର୍କର ମାଥିଆସ ଫୁଲରଟନଙ୍କଠାରୁ ସେ ଖୁବ୍‌ କମ୍‌ ବ୍ୟବଧାନରେ ହାରିଯାଇଥିଲେ। ସାଂଘାଇ ବିଶ୍ୱକପ୍‌ ବିଜେତା ଜାକର ବିଶ୍ୱର ନମ୍ବର ଓ୍ବାନ ତଥା ବର୍ତ୍ତମାନର ଚାମ୍ପିୟନ…

ରିଜର୍ଭ ଡେରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୦ା୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏସିଆ କପ୍‌ ସୁପର-୪ ଭାରତ-ପାକିସ୍ତାନ ମ୍ୟାଚ୍‌ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି। ଫଳରେ ରିଜର୍ଭ ଡେ ଅର୍ଥାତ ସୋମବାର ମ୍ୟାଚ୍‌ ପୁଣି ଖେଳାଯିବ। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଟସ୍‌…

ପାକିସ୍ତାନକୁ ହଟାଇ ପ୍ରଥମ ସ୍ଥାନକୁ ଫେରିଲା ଅଷ୍ଟ୍ରେଲିଆ

ଦୁବାଇ,୧୦ା୯: ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ଦ୍ୱିତୀୟ ବିଜୟ ପରେ ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ ତାଲିକାରେ ପାକିସ୍ତାନକୁ ହଟାଇ ପୁଣି ପ୍ରଥମ ସ୍ଥାନ ଅଧିକାର କରିଛି। ଡେଭିଡ୍‌ ଓ୍ବାର୍ନର ଓ ମାର୍ନସ ଲବୁସେନ୍‌ଙ୍କ ଚମତ୍କାର…

ପାକିସ୍ତାନ ବିପକ୍ଷରେ ରୋହିତଙ୍କ ‘ସ୍ପେଶାଲ ଫିପ୍ଟି’

କଲମ୍ବୋ,୧୦।୯: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ଏସିଆ କପ୍‌ ସୁପର ୪ ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରି ନିଜର ୫୦ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଶୁଭମନ ଗିଲଙ୍କ ସହ ଓପନିଂ ପାଇଁ ଓହ୍ଲାଇ ରୋହିତ ୪୨ ବଲ୍‌ରେ…

ଶୁଭମନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ, ଏଭଳି ଭାବେ ମଜା ଉଡାଇଲେ ପ୍ରଶଂସକ 

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟର ଶୁଭମନ ଗିଲ ଏସିଆ କପ୍‌ ୨୦୨୩ରେ ଭାରତ-ପାକିସ୍ତାନ ମହାମୁକାବିଲାର ଦୁଇଦିନ ପୂର୍ବରୁ ନିଜର ୨୪ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ନିକଟକୁ ପ୍ରଶଂସକ ସମେତ ଅନେକ ବରିଷ୍ଠ କ୍ରିକେଟରଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ମିଳିଥିଲା।…

ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ହିଟ୍‌ମ୍ୟାନ୍‌

କଲମ୍ବୋ,୧୦।୯: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂରେ ଦେଖିବାକୁ ମିଳିଥିଲା। ରୋହିତ ଇନିଂସର ପ୍ରଥମ ଓଭରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri