ଖେଳ

ଭାରତ ବିଶ୍ୱ ଚାମ୍ପିୟନ୍‌ ଆଶା ହେବ କି ଧୂଳିସାତ୍‌: ଲିଗ୍‌ ଷ୍ଟେଜ୍‌ରେ ଟପ୍‌ରେ ରହିବା ଦଳ ପାଇଁ ଅଶୁଭ

ନୂଆଦିଲ୍ଲୀ,୬।୧୧: ୨୦୨୩ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତ ଏକପାଖିଆ ଭାବେ ସମସ୍ତ ମ୍ୟାଚ ଜିତିଛି। ଭାରତ ବିପକ୍ଷରେ ବିପକ୍ଷ ଦଳ ସମ୍ପୂର୍ଣ୍ଣ ଭାବେ…

ସ୍ତ୍ରୀଙ୍କ ଗୀତରେ ପଡ଼ିଆରେ ନାଚିଲେ କୋହଲି

କୋଲକାତା,୬।୧୧:ଭାରତୀୟ କ୍ରିକେଟର ବିରାଟ କୋହଲି ଜନ୍ମଦିନ ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ହାସଲ କରି ନିଜକୁ ଏବଂ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସ୍ବାମୀଙ୍କ ଶତକ ପରେ ଏକ ପୋଷ୍ଟ ଶେୟାର କରି…

ଭାରତ-ପାକିସ୍ତାନ ହେବ ସେମିଫାଇନାଲ୍‌! ଜାଣନ୍ତୁ କ’ଣ କହୁଛି ତାଜା ସମୀକରଣ

ନୂଆଦିଲ୍ଲୀ,୬।୧୧: ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳ ନିଜର ଆଭିମୁଖ୍ୟକୁ ସଂପୂର୍ଣ୍ଣ ଭାବେ ଦର୍ଶାଇଛି। ଭାରତ ହେଉଛି ଏକମାତ୍ର ଦଳ ଯାହାକୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ପରାସ୍ତ କରିପାରି ନାହାଁନ୍ତି। ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଯଦି ପାକିସ୍ତାନ କୌଣସି ପ୍ରକାରେ…

ଓଡ଼ିଶା ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ,୬ା୧୧(ପି.ଟି.): ପ୍ରଦୂଷଣକୁ ନେଇ ସଙ୍କଟରେ ଦିନିକିଆ କ୍ରିକେଟ ବିଶ୍ୱକପର ୩୮ତମ ମ୍ୟାଚ୍‌। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ସୋମବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍‌ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ଉଭୟ ଦଳ ରବିବାରର…

ସଚିନଙ୍କ ଶତକର ସମକକ୍ଷ ହେଲେ ବିରାଟ

କୋଲକାତା, ୬।୧୧ (ପି.ଟି.): ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ବିଶ୍ୱକପ କ୍ରିକେଟ ମ୍ୟାଚରେ ନିଜର ୩୫ତମ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଶତକ ଭେଟି ଦେଇଛନ୍ତି ଟିମ୍‌ ଇଣ୍ଡିଆର ସବୁଠାରୁ ଲୋକପ୍ରିୟ ବ୍ୟାଟର ବିରାଟ କୋହଲି।…

ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଆଶଙ୍କା

ନୂଆଦିଲ୍ଲୀ, ୫ା୧୧: ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣ ପାଇଁ ସୋମବାର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ନୂଆଦିଲ୍ଲୀରେ ମ୍ୟାଚ୍‌ କିପରି ଖେଳାଯାଇପାରିବ ସେନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବିଶିଷ୍ଟ ଫୁସ୍‌ଫୁସ୍‌ ବିଶେଷଜ୍ଞ ରଣଦୀପ ଗୁଲେରିଆଙ୍କ ପରାମର୍ଶ…

ପାକିସ୍ତାନ ଖେଳାଳିଙ୍କୁ ଜରିମାନା

ବେଙ୍ଗାଲୁରୁ, ୫ା୧୧: ୨୦୨୩ କ୍ରିକେଟ ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍‌ ବୋଲିଂ ପାଇଁ ପାକିସ୍ତାନ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ…

ଭାବପ୍ରବଣ ହେଲେ କୋହଲି: ସଚିନ ମୋ ହିରୋ, ମୁଁ ଜାଣେ…

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ଏଥି ସହିତ ବିରାଟ କୋହଲି ନିଜର ମତ ପ୍ରକାଶ କରିଥିଲେ। ବିରାଟ…

କୋହଲିଙ୍କ ପାଇଁ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୧: କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ରାଜନୈତିକ ବ୍ୟକ୍ତିବିଶେଷ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପିଏମ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ପୋଷ୍ଟ କରିଛନ୍ତି,…

କିଙ୍ଗ କୋହଲିଙ୍କ ୩୫ ତମ ଜନ୍ମଦିନରେ ଟିମ ଇଣ୍ଡିଆ ଦେଲା ବିଜୟର ଉପହାର

କୋଲକାତା,୫।୧୧: ବିରାଟ କୋହଲିଙ୍କ ୪୯ତମ ଶତକ ଏବଂ ଶ୍ରେୟାସ ଆୟରଙ୍କ ୭୭ରନର ଇନିଂସ ପରେ ଟିମ ଇଣ୍ଡିଆର ରବିନ୍ଦ୍ର ଜାଡେଜାଙ୍କ ‘ପଞ୍ଚ’ ସହିତ ଦକ୍ଷିଣ ଆଫ୍ରିକା (ଇଣ୍ଡିଆ ବନାମ ସାଉଥ ଆଫ୍ରିକା) କୁ ୨୪୩ ରନରେ ପରାସ୍ତ କରିଛି। ଆଇସିସି କ୍ରିକେଟ…

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ବୃହତ ବିଜୟ

କୋଲକାତା,୫।୧୧: କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୭ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୨୪୩ ରନ୍‌ ବ୍ୟବଧାନରେ ବିଜୟ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ୭ଟି…

ଛକାର ବାଦଶାହ ହିଟମ୍ୟାନ ରୋହିତ ଶର୍ମା, ବିଶ୍ୱ ରେକର୍ଡ କରି ଡିଭିଲିୟର୍ସଙ୍କୁ ଦେଲେ ଚ୍ୟାଲେଞ୍ଜ

କୋଲକାତା,୫।୧୧: ଚଳିତ ବିଶ୍ୱକପରେ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ଉତ୍କୃଷ୍ଟ ଇନିଂସ ଖେଳିଛନ୍ତି ଏବଂ ପ୍ରତ୍ୟେକ ଇନିଂସରେ ଛକା ବର୍ଷା କରିଛନ୍ତି। ବର୍ତ୍ତମାନର ବିଶ୍ୱକପରେ ମଧ୍ୟ ରୋହିତ ସମାନ ଭଲ ପ୍ରଦର୍ଶନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?