ଖେଳ

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ପଙ୍ଘାଲ

ବେଲଗ୍ରେଡ୍‌ , ୨୧।୯ (ପି.ଟି.): ଏଠାରେ ଚାଲିଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତର ଅନ୍ତିମ ପଙ୍ଘାଲ ବିଶ୍ୱ ଚାମ୍ପିୟନ ଓଲିଭିଆ ଡେମିନିକ୍‌ ପାରିସଙ୍କୁ ହରାଇବା ସହ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଆଶା ଉଜ୍ଜୀବିତ ରଖିଛନ୍ତି। ତେବେ ଅନ୍ୟ ଭାରତୀୟ ରେସଲର ନିରାଶ…

ଛତିଶଗଡ଼, ତାମିଲନାଡୁର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୧ା୯(ସରୋଜ ଜେନା): ଭୁବନେଶ୍ୱରରେ ବୁଧବାର ଆରମ୍ଭ ହୋଇଛି ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଏହି ଟୁର୍ନାମେଣ୍ଟ ମିଳିତ ଭାବରେ…

କେରଳ-ବେଙ୍ଗାଲୁରୁ ଉଦ୍‌ଘାଟନୀ ମୁକାବିଲା

କୋଚି, ୨୧।୯: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ମ ସଂସ୍କରଣ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ କେରଳ ବ୍ଲାଷ୍ଟର୍ସ ଓ ବେଙ୍ଗାଲୁରୁ ଏଫ୍‌ସି ଉଦ୍‌ଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିବେ। ୨୦୨୩-୨୪ ସିଜନ ପାଇଁ ବେଙ୍ଗାଲୁରୁ ଏଫ୍‌ସି…

ବିଶ୍ୱକପ୍‌ ପାଇଁ ନୂଆ ଜର୍ସି ଲଞ୍ଚ୍‌

ନୂଆଦିଲ୍ଲୀ,୨୦।୯: ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ ଜର୍ସି ଲଞ୍ଚ କରାଯାଇଛି। ଟିମ ଇଣ୍ଡିଆର ଅଫିସିଆଲ କିଟ ପ୍ରାୟୋଜକ ଆଦିଦାସ ବୁଧବାର ଏକ ଭିଡିଓ ଶେୟାର କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି,…

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ସିରାଜ୍‌

ନୂଆଦିଲ୍ଲୀ,୨୦।୯: ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ ସ୍ଥାନ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ…

ଆଇସିସି ବିଶ୍ୱକପ କ୍ରିକେଟ ଆନ୍ଥେମ ରିଲିଜ, ରଣବୀର ସିଂ-ପ୍ରୀତମଙ୍କ ଧମାକା…

ନୂଆଦିଲ୍ଲୀ,୨୦।୯ : ଏକଦିବସୀୟ ବିଶ୍ୱକପ କ୍ରିକେଟ ୨୦୨୩ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଅକ୍ଟୋବର ୫ ରୁ ଭାରତରେ ଆୟୋଜିତ ହେବ ଯେଉଁଥିରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଇତି ମଧ୍ୟରେ ଆଇସିସି ଦ୍ୱାରା ଏକଦିବସୀୟ ବିଶ୍ୱକପ…

ଦ୍ୱିତୀୟଥର ବିବାହ କଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିଛନ୍ତି। ଦୁହେଁ ପ୍ରଥମେ ପାରମ୍ପରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ ଘନିଷ୍ଠ ପରିବାର ସଦସ୍ୟ…

ବିଶ୍ୱକପ କ୍ରିକେଟ: ୧୦ ଟିମରୁ ୭ କଲେ ଦଳ ଘୋଷଣା, ଚିନ୍ତାରେ ପାକିସ୍ତାନ-ବାଂଲାଦେଶ-ଶ୍ରୀଲଙ୍କା…

ନୂଆଦିଲ୍ଲୀ,୨୦।୯ : ଆଉ ୧୫ ଦିନ ପରେ ଭାରତରେ ଏକଦିବସୀୟ କ୍ରିକେଟ ବିଶ୍ୱକପ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ୧୩ ତମ ସଂସ୍କରଣ ଅକ୍ଟୋବର ୫ ରୁ ଆରମ୍ଭ ହେବ। ଅନ୍ତିମ ତଥା ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ ।…

ବିଶ୍ୱକପ୍‌ ଦଳରେ ଅଶ୍ୱିନଙ୍କ ଏଣ୍ଟ୍ରି ନିଶ୍ଚିତ

ନୂଆଦିଲ୍ଲୀ,୨୦।୯: ଆସନ୍ତା ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ହେବ। ଅଷ୍ଟ୍ରେଲିଆ ସିରିଜ ପରେ ବର୍ତ୍ତମାନ ଆର୍‌ ଅଶ୍ୱିନଙ୍କୁ ମଧ୍ୟ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବ। ଏହା ପୂର୍ବରୁ ଅଶ୍ୱିନ ଆହତ…

ବିଶ୍ୱକପ୍‌ ପୂର୍ବରୁ ଶାମିଙ୍କୁ ଆଶ୍ୱସ୍ତି, ପତ୍ନୀଙ୍କ ସହ ବିବାଦ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ,୨୦।୯: ଭାରତୀୟ କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଙ୍ଗଳବାର ପତ୍ନୀ ନିର୍ଯ୍ୟାତନା ମାମଲାରେ ଏକ ବଡ ଆଶ୍ୱସ୍ତି ମିଳିଛି। ଶାମିଙ୍କୁ ଅଲିପୁର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଏହା ପରେ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ…

ଆଇସିସି ଆଣିଲା ଦୁର୍ନୀତି ଅଭିଯୋଗ

ଦୁବାଇ, ୨୦ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ପକ୍ଷରୁ ଦୁର୍ନୀତି ମାମଲାରେ ୮ ଜଣଙ୍କ ନାମ ଆସିଥିବା ବେଳେ ଏହା ମଧ୍ୟରେ ରହିଛନ୍ତି ୩ ଭାରତୀୟ। ୨୦୨୧ର ଏମିରେଟ୍ସ ଟି୧୦ ଲିଗ୍‌ରେ ଏହି ଦୁର୍ନୀତି ହୋଇଥିଲା। ଏହି ମାମଲାରେ ଖେଳାଳି, ଅଫିସିଆଲ…

ପରାଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୨୦।୯(ତପନ ସ୍ବାଇଁ): ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୦-୪ ଗୋଲରେ ମୋହନ ବାଗାନ ସୁପର ଜାଏଣ୍ଟଠାରୁ ହାରି ଯାଇଛି। ଡିମିଟ୍ରି ପେଟ୍ରାଟୋସଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri