ଖେଳ

କିଙ୍ଗ କୋହଲିଙ୍କୁ ହରକ୍ୟୁଲେସ ସହ ତୁଳନା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲି ବିଶ୍ୱକପ ୨୦୨୩ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦିବସୀୟ କ୍ୟାରିୟରର ୫୦ ତମ ଶତକ ହାସଲ କରିଥିଲେ। ଏହି ଶତକ ସହିତ କୋହଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ଏକ ଦିବସୀୟ ଫର୍ମାଟରେ…

ବିଶ୍ୱକପ ଫାଇନାଲ ଖେଳିବାକୁ ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ, ହୋଟେଲ ବାହାରେ ପ୍ରଶଂସକଙ୍କ ଜମିଛି ଭିଡ

ଅହମ୍ମଦାବାଦ,୧୬।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟୁର୍ନାମେଣ୍ଟର ପ୍ରଥମ ଫାଇନାଲିଷ୍ଟ ତଥା ଆୟୋଜକ ଦଳ ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ…

ଓ୍ବାଙ୍ଖଡେର ମାହୋଲ ଲୋମଟାଙ୍କୁରା ମୂହୂର୍ତ୍ତ ଥିଲା: ଡେଭିଡ୍‌ ବେକ୍‌ହାମ

ମୁମ୍ବାଇ,୧୬ା୧୧: ଇଂଲଣ୍ଡ ଫୁଟବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ ରିଲିଜ୍‌…

୨୦ ବର୍ଷ ପରେ ପତ୍ନୀ ସାକ୍ଷୀଙ୍କ ସହ ପୈତୃକ ଗାଁରେ ପହଞ୍ଚି ବଡ଼ ମାନଙ୍କଠାରୁ ଆଶୀର୍ବାଦ ନେଲେ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପ୍ରାୟ ୨୦ ବର୍ଷ ପରେ ବୁଧବାର ନିଜ ଗାଁ ଲୱାଲିରେ ପହଞ୍ଚିଛନ୍ତି। ସେ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ଗାଁ ମନ୍ଦିରରେ ଭଗବାନଙ୍କୁ ପୂଜା କରିଥିଲେ ଏବଂ ଦିନିକିଆ…

ବିଶ୍ୱକପ ଫାଇନାଲକୁ ଭବ୍ୟ କରିବାକୁ ପ୍ରସ୍ତୁତି, ଷ୍ଟାଡିୟମରେ ମ୍ୟାଚ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ, ମ୍ୟାଚ ପୂର୍ବରୁ ହେବ ଏୟାର ଶୋ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଫାଇନାଲ ଖେଳିବ। ପ୍ରବେଶ କରିବ। ଏହି ମ୍ୟାଚକୁ ଗ୍ରାଣ୍ଡ କରିବା…

ପଞ୍ଜାବରେ ବିଳାସପୂର୍ଣ୍ଣ ଘର, ଆଇପିଏଲ, ବିସିସିଆଇ ଚୁକ୍ତିନାମା ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର, ଜାଣନ୍ତୁ କେତେ କୋଟିର ମାଲିକ ଗିଲ୍‌

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଭବିଷ୍ୟତ ଭାବରେ ଶୁବମାନ ଗିଲ୍‌ଙ୍କୁ ଦେଖାଯାଉଛି। ୨୪ ବର୍ଷ ବୟସରେ ସେ ଯେଉଁ ପ୍ରକାରର ପ୍ରଦର୍ଶନ କରୁଛନ୍ତି, ତାହା ଅବିଶ୍ୱସନୀୟ। ଏହା ପରେ ବିଶ୍ୱାସ କରାଯାଏ ଯେ ସେ ସଚିନ ଏବଂ ବିରାଟଙ୍କ ପରେ ବିଶ୍ୱ କ୍ରିକେଟ…

ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିବାକୁ ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧୬।୧୧: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡେଭିଡ ମିଲରଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯.୪…

ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଫାଇନାଲ୍‌ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ସେମିଫାଇନାଲରେ ନ୍ୟୁଜିଲାଣ୍ଡରେ ୭୦ ରନ୍‌ରେ ପରାସ୍ତ କରି ଭାରତ ଫାଇନାଲ ଟିକେଟ୍‌ ହାସଲ କରିଛି। ନଭେମ୍ବର ୧୯ରେ ବିଶ୍ୱକପ୍‌ ଫାଇନାଲ ଅହମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି…

ବର୍ଷା ସାଜିପାରେ ଦକ୍ଷିଣ ଆଫ୍ରିକା ପାଇଁ ବରଦାନ, ଏହି ପରି ଭାବେ ଫାଇନାଲରେ କରିବ ପ୍ରବେଶ

କୋଲକାତା,୧୬।୧୧: ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଦଳ ଇଣ୍ଡିଆ ଏହାର ବିପକ୍ଷ ଦଳକୁ ଅପେକ୍ଷା କରିଛି, ଯାହା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଜିତି ଫାଇନାଲରେ ପହଞ୍ଚିବ। ଏଥିପାଇଁ କୋଲକାତାର…

ବିରାଟ, ଆୟର ନୁହେଁ ଟିମ ଇଣ୍ଡିଆର ଅସଲି ହିରୋ ହେଉଛନ୍ତି ରୋହିତ ଶର୍ମା: ଏଭଳି କାହିଁକି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

ନୂଆଦିଲ୍ଳୀ,୧୬।୧୧: ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତୀୟ କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନ ହେବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ…

ଓ୍ବାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ଅମିତାଭଙ୍କୁ ମିଳିଲା ଓ୍ବାର୍ଣ୍ଣିଂ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି। ଏପରିକି ସେ ତାଙ୍କ ଫ୍ୟାନ୍ସଙ୍କ ସହ ସବୁବେଳେ ଇଣ୍ଟରଆକ୍ଟ କରନ୍ତି। ବ୍ୟକ୍ତିଗତ କଥା ହେଉ କି ଫିଲ୍ମକୁ ନେଇ ସେ ସବୁକଥା ସୋସିଆଲ ମିଡିଆରେ ପ୍ରକାଶ କରନ୍ତି।…

ଭାରତର ଏହି ପୂର୍ବତନ କ୍ରିକେଟର କହିଲେ ଅଷ୍ଟ୍ରେଲିଆର ଜିତିବା ଅଭ୍ୟାସ ଅଛି, ସେ ଫାଇନାଲକୁ ଯିବ

କୋଲକାତା,୧୬ା୧୧: ଦିନିକିଆ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ଫାଇନାଲରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସେମାନେ ବିଜେତା ଦଳକୁ ଭେଟିବେ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?