ଖେଳ

ବିନା ପ୍ରସ୍ତୁତିରେ ଅଭିଯାନ ଆରମ୍ଭ କରିବ ଭାରତ

ହାଙ୍ଗଝୋ,୧୯ା୯ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୨୦୨୩ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଆରମ୍ଭ ହେବ ଫୁଟବଲ ଟୁର୍ନାମେଣ୍ଟ। ଭାରତୀୟ ପୁରୁଷ ଦଳ ଚାଇନା ବିପକ୍ଷରୁ ଖେଳି ଏହାର ଅଭିଯାନ ଆରମ୍ଭ…

ଡୁପ୍ଲାଣ୍ଟିସ୍‌ଙ୍କ ବିଶ୍ୱ ରେକର୍ଡ

ୟୁଜିନି (ୟୁଏସ୍‌ଏ), ୧୯ା୯:ପ୍ରିଫଣ୍ଟେନ କ୍ଲାସିକ୍‌ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ମିଟ୍‌ରେ ପୋଲ୍‌ଭଲ୍ଟରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ସ୍ବିଡେନ୍‌ର ପୋଲ୍‌ଭଲ୍ଟର ଆର୍ମାଣ୍ଡ ଡୁପ୍ଲାଣ୍ଟିସ୍‌। ଇଥିଓପିଆ ଡିଷ୍ଟାନ୍ସ ରନର ଗୁଡାଫ୍‌ ଟିସେଗେ ମଧ୍ୟ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ମୋଣ୍ଡୋ ଭାବେ ପରିଚିତ…

ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ଅଶ୍ୱିନ ସାମିଲ

ନୂଆଦିଲ୍ଲୀ,୧୯ା୯ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳକୁ ଭେଟେରାନ୍‌ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟାବର୍ତ୍ତନ…

ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତୁ ଏହି ଯୋଡ଼ିଙ୍କ ଅନେକ ସିକ୍ରେଟ୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ…

ବିଶ୍ୱକପ୍‌ରେ ଖେଳିବା ନେଇ ଅନିଶ୍ଚିତତା: ଫିଟ୍‌ନେସ୍‌ ଟେଷ୍ଟ ଦେବେ ଏହି ଖେଳାଳି

ଜୋହାନ୍ସବର୍ଗ, ୧୮ା୯: ଭାରତରେ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଫାଷ୍ଟ ବୋଲର ଏନରିଚ୍‌ ନର୍ଜେ ଓ ସାସାଣ୍ଡା ମାଗାଲାଙ୍କ ଖେଳିବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଚଳିତ ସପ୍ତାହରେ ଫିଟ୍‌ନେସ୍‌ ଟେଷ୍ଟ ପରେ ଏହି ଦୁଇ ଖେଳାଳି…

ଭାରତ ବିଶ୍ୱକପ୍‌ ଜିତିବା ନିଶ୍ଚିତ: କପିଲ ଦେବ

ନୂଆଦିଲ୍ଲୀ,୧୮।୯: ଏଥର ଭାରତରେ ବିଶ୍ୱକପ୍‌ ୨୦୨୩ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟ ୫ ଅକ୍ଟୋବରରୁ ଆରମ୍ଭ ହେଉଥିବା ବେଳେ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଟିମ ଇଣ୍ଡିଆ…

ଏସିଆ କପ୍‌ରେ ଜିତିବା ପରେ ଭାରତକୁ ଝଟକା, ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ପ୍ରଥମ

ନୂଆଦିଲ୍ଲୀ,୧୮।୯: ରୋହିତ ଶର୍ମାଙ୍କ ଅଧିନାୟିକତ୍ୱ ଭାରତୀୟ କ୍ରିକେଟ ଦଳ ଏସିଆ କପ୍‌ ୨୦୨୩ ଟାଇଟଲ ଜିତିବାରେ ସଫଳ ହୋଇଛି। ଟାଇଟଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟ୍‌ରେ ପରାସ୍ତ କରିଛି, କିନ୍ତୁ ଏହି ବିଜୟ ପରେ ମଧ୍ୟ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ…

ଧୋନୀଙ୍କ ପ୍ରଶଂସାରେ ଏମିତି କହିଦେଲେ ଗମ୍ଭୀର

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ୍‌ ପାଇଁ ଯାହା କରିଛନ୍ତି, ଏପର୍ଯ୍ୟନ୍ତ କୌଣସି ଅଧିନାୟକ ତାହା କରିପାରି ନାହାଁନ୍ତି। ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ଅଧିନାୟକ ଯିଏ ଭାରତ ପାଇଁ ୩ଟି ଆଇସିସି ଟ୍ରଫି ଜିତିଛନ୍ତି। ୨୦୧୧…

ଭାରତ ଏସିଆନ ଗେମ୍ସରେ ଜିତିବ ଗୋଲ୍ଡ ମେଡାଲ: ରିଙ୍କୁ ସିଂଙ୍କ ଦାବି

ନୂଆଦିଲ୍ଲୀ,୧୮।୯: ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଋତୁରାଜ ଗାୟକୱାଡ ହେବେ। ଏଥି ସହିତ ରିଙ୍କୁ ସିଂଙ୍କୁ ମଧ୍ୟ ଏହି ଦଳର ଏକ ଅଂଶ କରାଯାଇଛି। ଆଇପିଏଲ ୨୦୨୩ ସିଜନରେ ରିଙ୍କୁ ସିଂ କୋଲକାତା ନାଇଟ ରାଇଡର୍ସ ପାଇଁ ଉତ୍କୃଷ୍ଟ…

ଅଡୁଆରେ ଟିମ୍‌ ଇଣ୍ଡିଆ! ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୧୮।୯: ଏସିଆ କପ୍‌ ପରେ ଭାରତୀୟ ଟିମ୍‌ ଆଗାମୀ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ବାଲାଂଦେଶ ବିପକ୍ଷ ସୁପର ୪ ପର୍ଯ୍ୟାୟ ମ୍ୟାଚ୍‌ରେ…

ବିଶ୍ୱକପ୍‌ ଲାଗି ଚାମ୍ପିୟନ ଇଂଲଣ୍ଡର ଦଳ ଘୋଷଣା

ନୂଆଦିଲ୍ଲୀ,୧୮।୯: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣା କରିଛି ଇଂଲଣ୍ଡ। ଜୋସ ବଟଲରଙ୍କ ନେତୃତ୍ୱରେ ଦଳ ଟୁର୍ନାମେଣ୍ଟ ଖେଳିବାକୁ ଓହ୍ଲାଇବ। ତାଙ୍କ ବ୍ୟତିତ ଦଳରେ ବିସ୍ଫୋରକ ବ୍ୟାଟ୍‌ର ହ୍ୟାରି ବ୍ରୁକ୍‌ଙ୍କୁ…

ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୯: ଦିନିକିଆ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା ଲାଗିଛି। ବାମ ହାତରେ ଆଘାତ କାରଣରୁ ବ୍ୟାଟ୍ସମ୍ୟାନ୍‌ ଟ୍ରାଭିସ୍‌ ହେଡ୍‌ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଖେଳିପାରିବେ ନାହିଁ। ସେହିଭଳି ବାକି ମ୍ୟାଚ୍‌ରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri