ଖେଳ

AUS Vs SA 2nd semi final: ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

କୋଲକତା, ୧୬।୧୧: କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଯାଇଛି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ…

କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ କ୍ରିକେଟର୍‌

ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍‌ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା।…

ବିରାଟ-ଶାମିଙ୍କ ପରି ରେକର୍ଡ ସୃଷ୍ଟି କଲା ଡିଜନି ହଟଷ୍ଟାର

ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୋଟିଏ ପଟେ ବିରାଟ କୋହଲି ଓ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରି ରେକର୍ଡ ପରେ ରେକର୍ଡ ନିଜ ନାଁରେ କରିଛନ୍ତି। ଅନ୍ୟପଟେ ୧୦ଦିନ ମଧ୍ୟରେ ଡିଜନି ହଟଷ୍ଟାର ମଧ୍ୟ ଏକ ନୂଆ ରେକର୍ଡ…

ମହମ୍ମଦ ଶାମିଙ୍କୁ ଗିରଫ କରିବ ନାହିଁ, କାହିଁକି ଦିଲ୍ଲୀ ପୋଲିସ ମୁମ୍ବାଇ ପୋଲିସକୁ କଲା ଏମିତି ଅନୁରୋଧ

ମୁମ୍ବାଇ,୧୬।୧୧: ଦେଶରେ କ୍ରିକେଟ ବିଶ୍ୱକପ ଚାଲିଛି। ବିଶ୍ୱକପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ଧାରା ଜାରି ରହିଛି। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ଟିକେଟ ପାଇଛି।…

କିଏ ଜିତିବ ଦ୍ୱିତୀୟ ସେମିଫାଇନାଲ, ଭାରତ ସହ ଖେଳିବ କିଏ ଫାଇନାଲ, କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…

କୋଲକାତା,୧୬।୧୧ : ବିଶ୍ୱକପ କ୍ରିକେଟ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ଗୂରୁବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ କିଏ ଜିତିବ ଏବଂ କିଏ ଭାରତ ସହ…

ହାରିବା ସତ୍ତ୍ୱେ ସମସ୍ତଙ୍କ ହୃଦୟ ଜିତିଲେ ନ୍ୟୁଜିଲାଣ୍ଡ ଅଧିନାୟକ

ମୁମ୍ବାଇ,୧୬।୧୧: ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଶତକ ସ୍କୋର କରିଥିଲେ। ଦିନିକିଆ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ମହାନ ସଚିନ ତେନ୍ଦୁଲକରଙ୍କ…

ଦିନିକିଆରେ କେବେ ଯାଏ ଖେଳିବେ ଓ୍ବାର୍ନର, ନିଜେ କହିଲେ ଭବିଷ୍ୟତ ଯୋଜନା…

ନୂଆଦିଲ୍ଲୀ,୧୬।୧୧: ଆସନ୍ତା ବର୍ଷ ଜାନୁୟାରୀରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍‌ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନରଙ୍କ ଅନ୍ତିମ ସିରିଜ ହେବ। ଏନେଇ ସେ ପୂର୍ବରୁ ଘୋଷଣା କରିଛନ୍ତି। ଏବେ ସେ ଧଳା ବଲ କ୍ରିକେଟ ଖେଳୁଛନ୍ତି। ହେଲେ ୨୦୨୪ରେ…

ଶାମିଙ୍କ କଷ୍ଟକର ଜୀବନ କାହାଣୀ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୧ : ଆଇସିସି ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ୧୨ ବର୍ଷ ପରେ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଭାରତର ବିଜୟ ଯୋଗୁ ସମଗ୍ର ଦେଶରେ…

୧୨ ବଲ ଯାହା ବଦଳାଇଦେଲା ଭାଗ୍ୟ…

ମୁମ୍ବାଇ,୧୬।୧୧ : ବିଶ୍ୱକପ ୨୦୨୩ର ଫାଇନାଲରେ ପ୍ରବେଶ କରିବାକୁ ନ୍ୟୁଜିଲାଣ୍ଡ ୬୦ ଟି ବଲରୁ ୧୩୨ ରନ ଆବଶ୍ୟକ କରୁଥିଲା । ଅତିରିକ୍ତ ୱିକେଟ ଏବଂ ଦୁଇ ସେଟ ବ୍ୟାଟ୍ସମ୍ୟାନଙ୍କ ଉପଲବ୍ଧତା ଯୋଗୁ ଏହି ଚ୍ୟାଲେଞ୍ଜ ଅସମ୍ଭବ ବି ଲାଗୁ ନ…

ଷ୍ଟମ୍ପ ଲାଇଟ୍‌ ଜଳିବା ସତ୍ତ୍ୱେ କେନ ଓ୍ବିଲିୟମସନଙ୍କୁ କାହିଁକି ଦିଆଯାଇ ନ ଥିଲା ରନ୍‌ଆଉଟ୍‌? ଜାଣନ୍ତୁ ନିୟମ…

ମୁମ୍ବାଇ,୧୬।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କୁ ରନ୍‌ଆଉଟ୍‌ ଦିଆଯାଇ ନ ଥିଲା। ସେ କ୍ରିଜ୍‌ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍‌ ଜଳିଥିଲା। ହେଲେ ତାଙ୍କୁ ନଟଆଉଟ୍‌ ଘୋଷଣା କରାଯିବାକୁ ନେଇ ବିବାଦ ଦେଖାଯାଇଥିଲା।…

ଖୁସିରେ ଗଦ୍‌ଗଦ୍‌ ହୋଇ ସ୍ବାମୀଙ୍କ ପାଇଁ ଏମିତି କଥା କହିଦେଲେ ଅନୁଷ୍କା

ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍‌ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା।…

ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ: ରୋହିତ ଶର୍ମା

ମୁମ୍ବାଇ,୧୬।୧୧: ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ୭୦ ରନ୍‌ରେ ବିଜେତା ହୋଇଛି। ମ୍ୟାଚ୍‌ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲ୍ଡିଂ ସତ୍ତ୍ୱେ ଧୈର୍ଯ୍ୟ ହରାଇ ନ ଥିଲୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ରୋହିତ କହିଛନ୍ତି, ମୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?