ଭର୍ଷ୍ଟାପେନ୍ଙ୍କୁ ପୋଲ୍ ପୋଜିଶନ
ସୁଜୁକା (ଜାପାନ), ୨୪ା୯ (ଏପି) ଫର୍ମୁଲାଓ୍ବାନ ଚାମ୍ପିୟନଶିପ୍ ଲିଡର ମାକ୍ସ ଭର୍ଷ୍ଟାପେନ୍ ଜାପାନିଜ ଫର୍ମୁଲା ଓ୍ବାନ ମୋଟର ରେସ୍ ଗ୍ରାଁ ପ୍ରି ପାଇଁ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଏଥି ସହ ସେ ଫର୍ମକୁ ଫେରିଛନ୍ତି। ସପ୍ତାହ ପୂର୍ବେ ସିଙ୍ଗାପୁରରେ ସେ…
ହରିୟାଣାର ବୃହତ୍ ବିଜୟ, ହାରିଲା ଓଡ଼ିଶା
ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍ ଅଫ୍ ଓଡ଼ିଶା(ଫାଓ) ପକ୍ଷରୁ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩ରେ ଶନିବାର ବୃହତ ବିଜୟ ହାସଲ କରିଛି ହରିୟାଣା। ଅନ୍ୟ…
୨୦୧୧: ଆୟୋଜକ ଦେଶ ଭାବେ ଭାରତ ବିଜେତା
ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍ର ଦଶମ ସଂସ୍କରଣ ଭାରତରେ ଖେଳା ଯାଇଥିଲା। ବାଂଲାଦେଶ ଓ ଶ୍ରୀଲଙ୍କା ସହ ଭାରତ ଆୟୋଜକ ଦେଶ ରହିଥିବା ବେଳେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଆରମ୍ଭରୁ ଭାରତ ଓ ପାକିସ୍ତାନରେ ଏହି ବିଶ୍ୱକପ୍ ଖେଳାଯିବାର…
ବାରାଣସୀରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ
ବାରଣାସୀ (ଉତ୍ତର ପ୍ରଦେଶ), ୨୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଷ୍ଟାଡିୟମର ଡିଜାଇନ ଭବବାନ ମହାଦେବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। କାଶି ସହରର ନାଗରିକମାନଙ୍କ ଲାଗି ଏହା ଏକ…
ପାକିସ୍ତାନ କ୍ରିକେଟ ଦଳର ଭିଜାକୁ ଅପେକ୍ଷା
ଇନ୍ଦୋର,୨୪ା୯: ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଗସ୍ତରେ ଆସିବା ଲାଗି ଭିଜା ପାଇଁ ଅପେକ୍ଷାରେ ଅଛନ୍ତି ପାକିସ୍ତାନୀ ଖେଳାଳି ଓ ଟିମ୍ ଅଫିସିଆଲ। ପାକିସ୍ତାନ ଏହାର ଓପ୍ନିଂ ଓ୍ବାର୍ମଅପ୍ ଖେଳିବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୨୭ରେ ଭାରତରେ…
କଳିଙ୍ଗରୁ ଓଏଫ୍ସିର ବିଜୟ ଅଭିଯାନ
ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଇଣ୍ଡିଆନ୍ ସୁପର୍ ଲିଗ୍(ଆଇଏସ୍ଏଲ୍)ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇନ୍ ଏଫ୍ସିକୁ ୨-୦ ଗୋଲରେ ପରାସ୍ତ କରି ସମ୍ପୂର୍ଣ୍ଣ ୩ ପଏଣ୍ଟ ଅର୍ଜନ କରିଛି ଓଏଫ୍ସି। ଦଳ…
ଲୋକକଳାକୁ ପ୍ରାଧାନ୍ୟ
ହାଙ୍ଗଝୋ,୨୪ା୯: ବିଶ୍ୱର ଯେ କୌଣସି କ୍ରୀଡା ଇଭେଣ୍ଟରେ ନାମୀଦାମୀ ରାପର ଓ କଳାକାର ମାନଙ୍କୁ ଦେଖିବାକୁ ମିଳିଥାଏ। ମାତ୍ର ଚାଇନାରେ ଅନୁଷ୍ଠିତ ୧୯ ତମ ଏସିଆନ୍ ଗେମ୍ସରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ କଳାକାରଙ୍କୁ…
ପ୍ରି-କ୍ୱାର୍ଟରରେ ଟେବୁଲ ଟେନିସ ଦଳ
ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍ ଗେମ୍ସର ୧୯ ତମ ସଂସ୍କରଣରେ ଭାରତୀୟ ଟେବୁଲ ଟେନିସ ଦଳ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ଉଭୟ ପୁରୁଷ ଓ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ…
ଏସିଆନ୍ ଗେମ୍ସ ଉଦ୍ଘାଟନୀ ସମାରୋହ
ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଏସିଆନ୍ ଗେମ୍ସ ୧୯ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍ଘାଟନ ଶନିବାର ସନ୍ଧ୍ୟାରେ ହୋଇଛି। ଏଥିରେ ଭାରତୀୟ କ୍ରୀଡା ଦଳର ନେତୃତ୍ୱ ନେଇଥିଲେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନ୍ପ୍ରୀତ୍ ସିଂ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବକ୍ସର…
ଏସିଆନ ଗେମ ଆରମ୍ଭ,ଟେବୁଲ ଟେନିସରେ ଭାରତୀୟ ଦଳର ବିଜୟ……
ହାଙ୍ଗଝୋଉ,୨୩।୯ : ଏସିଆନ ଗେମ୍ସ ୨୦୨୩ ଆରମ୍ଭ ହୋଇଛି। ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ ଏବଂ ବକ୍ସର ଲୋଭଲିନା ବୋର୍ଗୋହେନ ଭାରତର ଜାତୀୟ ପତାକା ଧରି ମାର୍ଚ୍ଚ କରିଥିଲେ। ଉଭୟେ ପ୍ୟାରେଡରେ ଭାରତୀୟ କଣ୍ଟିଜେଣ୍ଟ୍ର ନେତୃତ୍ୱ ନେଇଥିଲେ।…
୨୭ ବର୍ଷ ପରେ ମୋହାଲିରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ
ମୋହାଲି,୨୩।୯: ଭାରତୀୟ କ୍ରିକେଟ ଟିମ୍ ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ନେଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୭ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆର ଓପନରମାନେ ଦଳକୁ ଭଲ ଆରମ୍ଭ ଦେଇଥିଲେ।…
ମୋହାଲିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଦଳ ଏବେ ତିନି ଫର୍ମାଟରେ ‘ନମ୍ବର-୧’
ମୋହାଲି,୨୩।୯: ଭାରତୀୟ କ୍ରିକେଟ ଟିମ୍ ମୋହାଲିରେ ଅନୁଷ୍ଠିତ ହୋଇଥିବା ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୫ ଉଇକେଟରେ ପରାଜିତ କରି ଇତିହାସ ରଚିଛି। ଏହି ବିଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ହୋଇଛି…
Archives


