ସେମି ସହ ନିଖତଙ୍କୁ ଅଲିମ୍ପିକ କୋଟା
ହାଙ୍ଗ୍ଝୋ, ୩୦ା୯(ପି.ଟି.): ଦୁଇଥର ବିଶ୍ୱ ଚାମ୍ପିୟନ ଭାରତୀୟ ବକ୍ସର ନିଖତ ଜରିନ୍ ଏସିଆନ ଗେମ୍ସ ମହିଳା ୫୦କେଜି ଶ୍ରେଣୀ ବକ୍ସିଂ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ସେ ଏକ ପଦକ ପକ୍କା କରିପାରିିଛନ୍ତି। ଟୁର୍ନାମେଣ୍ଟରେ ନିଖତଙ୍କର ଏହା ଥିଲା ତୃତୀୟ ବାଉଟ୍।…
ଭାରତୀୟ ମହିଳା ସ୍କ୍ବାଶ୍ ଦଳକୁ ବ୍ରୋଞ୍ଜ
ହାଙ୍ଗଝୋ, ୩୦।୯ (ପି.ଟି.): ଏସିଆନ ଗେମ୍ସରେ ଭାରତୀୟ ମହିଳା ସ୍କ୍ବାଶ୍ ଦଳ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତେବେ ପୁରୁଷ ଦଳ ଫାଇନାଲରେ ପ୍ରବେଶ କରି ସ୍ବର୍ଣ୍ଣ ପଦକ ଆଶା ଉଜ୍ଜ୍ୱଳ କରିଛି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ବର୍ଗ ସେମିଫାଇନାଲରେ ସୌରଭ…
ମନିକା ବାତ୍ରା କ୍ୱାର୍ଟରରେ
ହାଙ୍ଗ୍ଝୋ(ଚାଇନା), ୩୦ା୯(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ମନିକା ବାତ୍ରା ଏସିଆନ ଗେମ୍ସ ଟେବୁଲ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭେଟେରାନ ଏ. ଶରଥ କମଲ ଓ ଜି. ସାଥିୟଁା କିନ୍ତୁ ପ୍ରି-କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ସକାଳ…
ଭାରତୀୟ ରଗ୍ବୀ ଦଳରେ କିସ୍ର ୪ ଖେଳାଳି
ଭୁବନେଶ୍ୱର,୩୦ା୯ (ବିଜୟ ରଣା): ଚାଇନାର ଚାଇନିଜ ତାଇପେଠାରେ ୧୮ ବର୍ଷରୁ କମ୍ ଏସିଆ ରଗ୍ବୀ ସେଭେନ୍ସ ଟୁର୍ନାମେଣ୍ଟ ଶନିବାରଠାରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର ଉଭୟ ବାଳକ ଓ ବାଳିକା ଦଳ ଅଂଶଗ୍ରହଣ କରିବ। ଭାରତୀୟ ଦଳରେ କିସ୍ର…
ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡ୍ମିଣ୍ଟନ ଉଦ୍ଯାପିତ
ବଲାଙ୍ଗୀର, ୩୦ା୯(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ସଦର ମହକୁମାସ୍ଥିତ ପୃଥ୍ବୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମ୍ରେ ତିନିଦିନ ବ୍ୟାପୀ ଆୟୋଜିତ ରାଜ୍ୟ ସ୍କୁଲ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ୧୪ ବର୍ଷରୁ କମ୍ ବାଳକ ବିଭାଗରେ କଟକ ଚାମ୍ପିୟନ ଓ…
ରାଜ୍ୟ ର଼୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଆରମ୍ଭ
ଭୁବନେଶ୍ୱର, ୩୦।୯ (ତପନ ସ୍ବାଇଁ): ଖୋର୍ଦ୍ଧାଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ର଼୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିୟନଶିପ୍ ଶୁକ୍ରବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେଥିବା ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ…
ଭାରତ ଆଜି ଇଂଲଣ୍ଡକୁ ଭେଟିବ
ଗୁଆହାଟି, ୩୦।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚତ୍ ଓ୍ବାର୍ମଅପ୍ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଭାରତ ଏହାର ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ ଶନିବାର…
ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା
ହାଙ୍ଗଝୋ, ୩୦।୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଶୁଟିଂ ରେଞ୍ଜରେ ଭାରତୀୟ ଶୁଟରମାନେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଏଥର ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା ମିଳିଛି। ଭାରତର ଯୁବ ଶୁଟରମାନେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ଶୁକ୍ରବାର…
ମର୍ଡେକା କପ୍: ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା
ନୂଆଦିଲ୍ଲୀ,୨୯ା୯: ମଲେସିଆରେ ଅକ୍ଟୋବର ୧୩ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ମର୍ଡେକା କପ୍ ଫୁଟ୍ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ ୨୬ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷଣା କରିଛନ୍ତି। ମର୍ଡେକା କପ୍ ୪…
ମହିଳା, ପୁରୁଷ ଦଳର ବିଜୟ ଅଭିଯାନ
ହାଙ୍ଗ୍ଝୋ, ୨୯ା୯: ଏସିଆନ ଗେମ୍ସ ଚେସ୍ ଇଭେଣ୍ଟରେ ଭାରତର ପୁରୁଷ ଏବଂ ମହିଳା ଦଳ ବିଜୟ ହୋଇ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ଉଭୟ ଯଥାକ୍ରମେ ମଙ୍ଗୋଲିଆ ଓ ଫିଲିପାଇନ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଛନ୍ତି। ଦୁଇ ଦଳ ପ୍ରଥମ…
ନ୍ୟୁଜିଲାଣ୍ଡକୁ ୩୪୬ରନ୍ର ଟାର୍ଗେଟ ଦେଲା ପାକିସ୍ତାନ
ହାଇଦ୍ରାବାଦ,୨୯।୯: ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଓ୍ବାର୍ମଅପ୍ ମ୍ୟାଚ୍ ଖେଳାଯାଉଛି। ଏଥିରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡକୁ ଦଳ ୫୦ ଓଭରରେ ୩୪୬ ରନ୍ର ଟାର୍ଗେଟ ଦେଇଛି। ଜବାବରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ…
ଦଳରେ ଅଶ୍ୱିନଙ୍କୁ ନୁହେଁ, ବରଂ ଏହି ଦୁଇ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବା କଥା: ଯୁବରାଜ
ନୂଆଦିଲ୍ଲୀ,୨୯।୯: ଭାରତୀୟ ବିଶ୍ୱକପ୍ ସ୍କ୍ବାର୍ଡରେ ପରିବର୍ତ୍ତନ ସ୍ବରୂପ ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ କରାଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ଏବେ ବିଶ୍ୱକପ୍ ୨୦୧୧ ନାୟକ ଯୁବରାଜ ସିଂହ ପ୍ରତିକ୍ରିୟା ରଖିଛନ୍ତି। ଏବେ ଦଳରେ ଜଣଙ୍କ ପରେ…
Archives


