ଖେଳ

Video: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷ ଦର୍ଶକଙ୍କ ସ୍ୱରରେ ଗୁଞ୍ଜରିତ ହେଲା ‘ଜନ ଗଣ ମନ’

ଅହମଦାବାଦ,୧୯ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଜାରି ରହିଛି। ମ୍ୟାଚ ପୂର୍ବରୁ ପରମ୍ପରା ଅନୁଯାୟୀ ଦୁଇ ଟିମ୍ ଟସ ପରେ ଜାତୀୟ ସଂଗୀତ ଗାନ କରିଥିଲେ। ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ୧…

ଫାଇନାଲରେ ଇତିହାସ ରଚିଲେ ବିରାଟ କୋହଲି

ଅହମ୍ମଦାବାଦ୍‌,୧୯।୧୧: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ଏପର୍ଯ୍ୟନ୍ତ ଅନେକ ରେକର୍ଡ କରାଯାଇଛି। ଏହି କ୍ରମରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନାମରେ ଆଉ ଏକ ସଫଳତା…

ପିଲାବେଳେ ଦୁଷ୍ଟାମି ଯୋଗୁ ମାଆ ବାନ୍ଧି ଦେଉଥିଲେ ହାତ, ଭାଙ୍ଗିଯିବାରୁ ଏବେ ହେଲେ ଲେପ୍ଟ ଆର୍ମ ବୋଲର

ନୂଆଦିଲ୍ଲୀ,୧୯।୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଖେଳାଯାଉଛି। ଉତ୍ତର ପ୍ରଦେଶରୁ ଆସିଥିବା ସ୍ପିନ ବୋଲର କୁଲଦୀପ ଯାଦବ ଫାଇନାଲରେ ପହଞ୍ଚିବାରେ ଭାରତୀୟ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।…

ଓଟିଟିରେ ସବୁ ରେକର୍ଡ ଭାଙ୍ଗିଲା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌

ଅହମ୍ମଦାବାଦ୍‌,୧୯।୧୧: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମୁକାବିଲା ପରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ଉପରେ ପୁରା ଦୁନିଆର ଆଖି ରହିଛି। ଓଟିଟିରେ ୪.୪ କୋଟି ଲାଇଭ ୟୁଜର୍ସଙ୍କ ରେକର୍ଡ ଥିଲା, କିନ୍ତୁ ଏହି ମ୍ୟାଚରେ ଏହି…

କାହିଁକି ଫାଇନାଲ ମ୍ୟାଚ ଦେଖିଲେ ନାହିଁ ଆନନ୍ଦ ମହିନ୍ଦ୍ରା

ଅହମଦାବାଦ,୧୯।୧୧: ରବିବାର ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଇସିସି କ୍ରିକେଟ ଟୁର୍ନାମେଣ୍ଟରକୁ ଭେଟେରାନ ଭାରତୀୟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଦେଖୁନାହାଁନ୍ତି। ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଏବଂ ଏହାର କାରଣ ମଧ୍ୟ ଦେଇଛନ୍ତି।…

ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ବିଶ୍ୱକପରେ ନୂଆ ରେକର୍ଡ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୯ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ର ଅନ୍ତିମ ମ୍ୟାଚ୍ ଜାରି ରହିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ​​ଏବଂ ପରେ ରୋହିତ ଅଳ୍ପ ସମୟ ମଧ୍ୟରେ ଏକ ନୂତନ ବିଶ୍ୱ…

IND vs AUS Final: ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ,୧୯ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ପ୍ରଶଂସକ ସୁରକ୍ଷା କର୍ମୀଙ୍କୁ ଭେଦ କରି କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଛନ୍ତି। ଏଥିପାଇଁ ଫାଇନାଲ୍ ମ୍ୟାଚ୍ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା। ୧୪ ତମ ଓଭରରେ…

IND vs AUS Final: ୧୨ ଓଭରରେ ରୋହିତ, ଗିଲ ଏବଂ ଶ୍ରେୟସ ଫେରିଲେ ପ୍ୟାଭିଲିୟନ, ସଂକଟରେ ଭାରତ

ଅହମଦାବାଦ,୧୯ା୧୧: ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରୁଛି। ଆରମ୍ଭରୁ ଉଭୟ ଓପନିଂ ବ୍ୟାଟର ଭଲ ଖେଳୁଥିଲେ ମଧ୍ୟ ପ୍ରଥମେ ଶୁଭମନ ଗିଲ, ରୋହିତ ଶର୍ମା (୪୭) ଙ୍କ ପରେ ଶ୍ରେୟସ୍ ଆୟର ପ୍ୟାଭିଲିୟନ ଫେରିସାରିଛନ୍ତି।…

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌ ନୂଆଦିଲ୍ଲୀ,୧୯।୧୧: ଆରମ୍ଭ ହୋଇଯାଇଛି ଫାଇନାଲ ମହା ମୁକାବିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ ଟିମ୍‌। ତେବେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୧ରେ…

ବିଶ୍ୱକପ ଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କୁ ବିଶେଷ ଉପହାର ଦେଲେ ସଚିନ ତେନ୍ଦୁଲକର

ଅହମଦାବାଦ,୧୯ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲ ଆରମ୍ଭ ପୂର୍ବରୁ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ତେନ୍ଦୁଲକର କୋହଲିଙ୍କୁ ତାଙ୍କର ଶେଷ ଦିନିକିଆ ଜର୍ସି ଦେଇଛନ୍ତି। ସଚିନ ତେନ୍ଦୁଲକର…

IND vs AUS Final: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଜାଣନ୍ତୁ ଭାରତର ପ୍ଲେଇଂ ଇଲେଭେନ

ଅହମଦାବାଦ,୧୯ା୧୧: ଅଷ୍ଟ୍ରେଲିଆ ଟସ୍ ଜିତି ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍ ପାଇଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଖେଳାଳିମାନେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିବେ। ଖେଳ ଏକାଦଶରେ ଭାରତ କୌଣସି ପରିବର୍ତ୍ତନ କରିନାହିଁ। ଭାରତୀୟ ଟିମ୍: ରୋହିତ…

କ୍ରିକେଟର ଏହି ସବୁ ଫିଲ୍ମ ଦର୍ଶକଙ୍କ ମନରେ ଛାଡିଛି ଛାପ

ମୁମ୍ବାଇ: ଆଉ ମାତ୍ରେ ଘଣ୍ଟାକର ଅପେକ୍ଷା। ଦଳବଳ ସହ ପ୍ରସ୍ତୁତ ରୋହିତ ବାହିନୀ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ହେବ କଡା ଟକ୍କର। କେବଳ ଭାରତୀୟ ନୁହଁନ୍ତି ସାରା ବିଶ୍ୱରେ ଫାଇନାଲ ମ୍ୟାଚ ପାଇଁ କ୍ରେଜ ଦେଖିବାକୁ ମିଳିଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?