ଖେଳ

ବୋପାନ୍ନା-ଭୋସଲେଙ୍କୁ ମିକ୍ସଡ ଡବଲ୍ସ ସ୍ବର୍ଣ୍ଣ

ହାଙ୍ଗଝୋ,୧।୧୦: ଶନିବାର ଏସିଆନ୍‌ ଗେମ୍ସ ୨୦୨୩ର ଟେନିସ୍‌ ମିକ୍ସଡ ଡବଲ୍ସରେ ଭାରତର ରୋହନ ବୋପାନ୍ନା ଓ ଋତୁଜା ଭୋସ୍‌ଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡି ୨-୬, ୬-୩ ଓ ୧୦-୪ ସେଟ୍‌ରେ ଚାଇନିଜ୍‌ ତାଇପେର ସୁଙ୍ଗ…

୨୭ ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧।୧୦(ବିଜୟ ରଣା): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭିନ୍ନ ଚାମ୍ପିୟନଶିପ୍‌ରେ ସଫଳତା ହାସଲ କରିଥିବା ୨୭ ଜଣ ଆଥ୍‌ଲେଟଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛନ୍ତି। ମୋଟ ପୁରସ୍କାର ରାଶିର ପରିମାଣ ହେଉଛି ୧୨,୩୦,୦୦୦…

୧୦ ହଜାର ମିଟର ଦୌଡରେ ଭାରତକୁ ରୋପ୍ୟ-ବ୍ରୋଞ୍ଜ ପଦକ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ଭାରକ ୧୦ ହଜାର ମିଟର ଦୌଡରେ ୨ଟି ପଦକ ହାସଲ କରିଛି। ଭାରତ ପାଇଁ କାର୍ତ୍ତିକ କୁମାର ୨୮:୧୫:୩୮ ଟାଇମିଂରେ ରୌପ୍ୟ ପଦକ ଜିତିଥିବାବେଳେ ଗୁଲବୀର ସିଂ ୨୮:୧୭:୨୧ ଟାଇମିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ…

ଏସିଆନ ଗେମ୍‌: ହକିରେ ପାକିସ୍ତାନକୁ ପରାଜିତ କଲା ଭାରତ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ହକିରେ ପାକିସ୍ତାନକୁ ଭାରତ ଧୁଳି ଚଟାଇଛି। ଭାରତ ୧୦-୨ରେ ବିଜୟ ଲାଭ କରିଛି। ପ୍ରଥମାର୍ଦ୍ଧରେ ଭାରତ ୪ ଗୋଲ କରିଥିଲା। ଏହା ପରେ ଦ୍ୱିତୀୟାର୍ଦ୍ଧରେ ଭାରତ ୬ ଗୋଲ ସ୍କୋର କରିଥିଲା। ପ୍ରଥମାର୍ଦ୍ଧରେ ପାକିସ୍ତାନ କୌଣସି…

ବର୍ଷା ଧୋଇଦେଲା ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌

ଗୁଆହାଟି,୩୦।୯: ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବାତିଲ ହୋଇଛି। ଶନିବାର ଖେଳାଯିବାକୁ ଥିବା ଏହି ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ହେବା କାରଣରୁ ନିର୍ଦ୍ଧାରିତ…

୨୦୨୩ ବିଶ୍ୱକପ୍‌ ମୋର ଅନ୍ତିମ ବିଶ୍ୱକପ୍‌ ହୋଇପାରେ: ଅଶ୍ୱିନ

ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌। ଏଥିଲାଗି ସମସ୍ତ ଟିମ୍‌ ଦଳ ଘୋଷଣା କରିସାରିଥିବା ବେଳେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଷର ପଟେଲ ଆହତ ହେବା…

ସ୍କ୍ବାଶରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଲା ଭାରତ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ ରେ ଭାରତ ଦଶମ ସ୍ବର୍ଣ୍ଣ ପଦକ ଜିତିଛି। ପାକିସ୍ତାନ ସହ ଖେଳାଯାଇଥିବା ସ୍କ୍ବାଶର ଫାଇନାଲ ମ୍ୟାଚରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସୌରଭ ଘୋଷାଲ, ଅଭୟ ସିଂ ଏବଂ ମହେଶ ମଙ୍ଗାଭଙ୍କରଙ୍କ ଭାରତୀୟ ଦଳ…

ଏସିଆନ ଗେମ୍ସ ୨୦୨୩: ଟେବୁଲ ଟେନିସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ରୋହନ -ଋତୁଜାଙ୍କ ଯୋଡି…

ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଟେବୁଲ ଟେନିସରେ ରୋହନ ବୋପାନ୍ନା ଏବଂ ଋତୁଜା ଭୋସଲେଙ୍କ ଯୋଡି ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ…

ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ବର୍ଷା ଯୋଗୁ ଅଟକିଛି ମ୍ୟାଚ୍‌

ଗୁଆହାଟି,୩୦।୯: ଆଇସିସି ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ଭାରତ। ଶନିବାର ଖେଳାଯିବାକୁ ଥିବା ଏହି ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବର୍ଷା ହେବା କାରଣରୁ…

ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୩୦।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ରୁ ଆରମ୍ଭ ହେବ। ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ଦିନିକିଆରେ ବହୁତ ଭଲ ଫର୍ମରେ ଦେଖାଦେଇଛି। ବିଶ୍ୱକପ୍‌ରେ ଭାରତରୁ ମଧ୍ୟ ଏହିପରି ଭଲ ପ୍ରଦର୍ଶନ ଆଶା କରାଯାଉଛି। ୨୦୧୯ରେ ଖେଳାଯାଇଥିବା ବିଶ୍ୱକପ୍‌ରେ…

ରାମକୁମାର-ମାଇନେନିଙ୍କୁ ରୌପ୍ୟ

ହାଙ୍ଗଝୋ, ୩୦।୯(ପି.ଟି.): ଏସିଆନ ଗେମ୍ସର ପୁରୁଷ ଡବଲ୍ସ ଟେନିସରେ ଭାରତର ରାମକୁମାର ରମାନାଥନ ଓ ସାକେଥ ମାଇନେନି ରୌପ୍ୟ ପଦକ ହାସଲ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଏହି ଭାରତୀୟ ଯୋଡ଼ି ଚାଇନିଜ ତାଇପେର ସୁ ୟୁ-ସିଉ ଓ ଜାସନ ଜଙ୍ଗଙ୍କଠାରୁ…

୭୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ କିରଣ

ହାଙ୍ଗଝୋ, ୩୦୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରୁ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି କିରଣ ବଳିୟାନ। ଦୀର୍ଘ ୭୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ମହିଳା ଶଟ୍‌ପୁଟ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୨୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri