ଡାନିଏଲ ହେଲେ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ୍
ନୂଆଦିଲ୍ଲୀ,୭।୮: ଆଇପିଏଲ ୨୦୨୪ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ କୋଚିଂ ଷ୍ଟାଫରେ ଏକ ବଡ଼ ପରିବର୍ତ୍ତନ କରିଛି। ବାସ୍ତବରେ ସନରାଇଜର୍ସ ହାଇଦ୍ରାବାଦ ମୁଖ୍ୟ କୋଚ୍ ବ୍ରାଏନ ଲାରାଙ୍କ ସ୍ଥାନରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଲରାଉଣ୍ଡର ଡାନିଏଲ ଭେଟୋରିଙ୍କୁ ମୁଖ୍ୟ କୋଚ୍ କରାଯାଇଛି। ଏନେଇ...
ଓ୍ବାଲର୍ଡ କପ ପାଇଁ ୧୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ…
ମେଲବୋର୍ନ,୭।୮ : ଓ୍ବାଲର୍ଡ କପ ପାଇଁ ସମୟ ପାଖେଇ ଆସୁଛି। ଅକ୍ଟୋବର ୫ ରୁ ଭାରତରେ ମ୍ୟାଚ ଖେଳାଯିବ । ଓ୍ବାଲର୍ଡ କପ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟି-୨୦ ଏବଂ ୫ ଟି ଏକଦିବସୀୟ...
ଭାରତୀୟ ସୁଇମିଂ ଦଳ ଫାଇନାଲରେ
ଭୁବନେଶ୍ୱର, ୭।୮(ତପନ ସ୍ବାଇଁ): ଚାଇନାର ଚେଙ୍ଗଡୁଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସରେ ଭାରତୀୟ ପୁରୁଷ ସୁଇମିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ୪x୨୦୦ ମିଟର ଫାଇନାଲରେ ପ୍ରବେଶ କରିଛି। ପ୍ରତିଯୋଗିତା ଇତିହାସରେ ଭାରତୀୟ ଦଳ ପ୍ରଥମଥରପାଇଁ ଏହି ସଫଳତା ପାଇଛି।...
ପ୍ରମୋଦଙ୍କୁ ୧ ସ୍ବର୍ଣ୍ଣ, ୨ ରୌପ୍ୟ
ଭୁବନେଶ୍ୱର, ୭।୮ (ତପନ ସ୍ବାଇଁ): ଇଂଲଣ୍ଡର ଶେଫିଲ୍ଡଠାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ଏବଂ ସିଙ୍ଗଲ୍ସ...
ଭାରତ ଆସିବାକୁ ପାକିସ୍ତାନ କ୍ରିକେଟ ଦଳକୁ ଅନୁମତି
କରାଚୀ, ୭ା୮ (ପି.ଟି.): ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ ୨୦୨୩ରେ ଖେଳିବା ପାଇଁ ପାକିସ୍ତାନ ସରକାର ରବିବାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଭାରତ ଯିବା ଲାଗି ଅନୁମତି ପ୍ରଦାନ କରିଛି। ତେବେ ଦଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ...
ସଡନ୍ଡେଥ୍ରେ ହାରିଲା ଚାମ୍ପିୟନ ଆମେରିକା
ସିଡ୍ନୀ,୭ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍ ବିଶ୍ୱକପ୍ରେ ରବିବାର ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍। ଅନ୍ୟପକ୍ଷରେ ବିଗତ ସଂସ୍କରଣର ରନର...
କରାଟେ ଗ୍ରେଡିଂରେ ୪୫୪ ଉତ୍ତୀର୍ଣ୍ଣ
ଭୁବନେଶ୍ୱର, ୭।୮: ଉତ୍କଳ କରାଟେ ସ୍କୁଲର ମୁଖ୍ୟ ଶାଖାରେ ରବିବାର କରାଟେ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୫୪ କରାଟେକର ଉତ୍ତୀର୍ଣ୍ଣ ହୋଇ ବେଲ୍ଟ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫ ୟେଲୋ ବେଲ୍ଟ, ୮୫ ଅରେଞ୍ଜ ବେଲ୍ଟ,...
ତିଳକ ବର୍ମାଙ୍କ ପ୍ରଥମ ଅର୍ଦ୍ଧଶତକ
ଗୁଏନା,୭ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ତିଳକ ବର୍ମା। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ହାଇଦ୍ରାବାଦର ଏହି ୨୦ ବର୍ଷୀୟ ଖେଳାଳିଙ୍କ ୫୧ ରନ୍...
ଭୁବନେଶ୍ୱର, ରାଉରକେଲା ଜୋନ୍ ଚାମ୍ପିୟନ୍
ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଭୁବନେଶ୍ୱର ଲୟୋଲା ସ୍କୁଲ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସିଆଇଏସ୍ସିଇ ଆଞ୍ଚଳିକ ହକି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ବଲାଙ୍ଗୀର, କଟକ ଓ ଝାରସୁଗୁଡା ଜୋନ୍ର ୧୮୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା...
ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର, ୭।୮ (ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ରବିବାର କଳିଙ୍ଗ ଷ୍ଟାଡିୟମରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ଏଥର ପର୍ବତାରୋହୀମାନେ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁଶ୍...
ଭାରତରେ ଖେଳିବାକୁ ପାକିସ୍ତାନକୁ ମିଳିଲା ସରକାରୀ ଅନୁମତି
କରାଚୀ,୬ା୮: ଭାରତରେ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବା ପାଇଁ ପାକିସ୍ତାନ ସରକାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଅନୁମତି ପ୍ରଦାନ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ୍ ଇସ୍ତାହାରରେ କହିଛି, ଖେଳ ସହିତ ରାଜନୀତିକୁ ମିଶ୍ରଣ ନ...
ଓ୍ବେଷ୍ଟଇଣ୍ଡିଜ ଆଗରେ ୧୫୩ ରନ୍ର ବିଜୟ ଟାର୍ଗେଟ୍
ଗୁଏନା,୬ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ରବିବାର ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ତିଳକ ବର୍ମା। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ୨୦ ବର୍ଷୀୟ...
Archives


