ଖେଳ

ବିସିସିଆଇ ଚାହୁଁନାହିଁ ଭାରତରେ କରିବ ଡେ-ନାଇଟ ପିଙ୍କ ବଲ ଟେଷ୍ଟ ମ୍ୟାଚର ଆୟୋଜନ

ନୂଆଦିଲ୍ଲୀ,୧୧।୧୨: ଆପଣ ଡେ-ନାଇଟି କିମ୍ବା ପିଙ୍କ ବଲ ଟେଷ୍ଟ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି କି। ଯଦି ଆପଣ ଭାରତୀୟ ଟେଷ୍ଟ କ୍ରିକେଟର ଜଣେ ପ୍ରଶଂସକ, ଏବଂ ପିଙ୍କ ବଲ ସହିତ ନାଇଟ ଟେଷ୍ଟ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି, ତେବେ…

କାହିଁକି ଅବସର ନେବାକୁ ଚିନ୍ତା କଲେ ଦକ୍ଷିଣ ଆଫ୍ରିକାର ଏହି ଟେଷ୍ଟ ସ୍ପେଶାଲିଷ୍ଟ

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବ। ଏହି ସିରିଜ ପରେ ଦକ୍ଷିଣ ଆଫ୍ରିକାର ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଡିନ ଏଲଗାର ଅବସର ନେଇପାରନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ…

କ୍ରିକେଟକୁ ବିଦାୟ ଦେଲେ ପାକିସ୍ତାନର ଏହି କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ,୧୧।୧୨: ପାକିସ୍ତାନ ଖେଳାଳି ଅସଦ ଶଫିକ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଅସଦ ଦୀର୍ଘ ସମୟ ଧରି ପାକିସ୍ତାନ କ୍ରିକେଟ ଦଳରୁ ବାହାରେ ଥିଲେ। ଅବସର ସମ୍ପର୍କରେ ସେ କହିଛନ୍ତି, କ୍ରିକେଟ ପ୍ରତି ତାଙ୍କର ଆଉ ଉତ୍ସାହ ନାହିଁ। ଏହା…

ବିଶ୍ୱକପ୍‌ ଫାଇନାଲରେ ଭାରତକୁ ଆଘାତ ଦେଇଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଓ୍ବାର୍ଡ ଦେଲା ଆଇସିସି, ପଛରେ ପଡିଲେ ମ୍ୟାକ୍ସୱେଲ, ଶାମି

ନୂଆଦିଲ୍ଲୀ,୧୧।୧୨: ନଭେମ୍ବର ୨୦୨୩ ପାଇଁ ଆଇସିସି ପ୍ଲେୟର ଅଫ ଦ ମାସ ଘୋଷଣା କରିଛି। ଆଇସିସି ପ୍ଲେୟାର ଅଫ ଦ ମାସ ଭାବରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ଙ୍କୁ ଚୟନ କରାଯାଇଛି। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ଏହି ଅଷ୍ଟ୍ରେଲୀୟ ଖେଳାଳି…

ଭିଜା, ପାସ୍‌ପୋର୍ଟ ସମସ୍ୟାରେ ପାକିସ୍ତାନ କ୍ରିକେଟ ଦଳ

କରାଚୀ,୧୧ା୧୨: ଭିଜା, ପାସ୍‌ପୋର୍ଟ ସମସ୍ୟାରେ ପଡିଛି ପାକିସ୍ତାନ କ୍ରିକେଟ ଦଳ। ପାକିସ୍ତାନ ସିନିୟର କ୍ରିକେଟ ଦଳ ଡାକ୍ତରଙ୍କ ବିନା ଅଷ୍ଟ୍ରେଲିଆରେ ପହଞ୍ଚି ଥିବା ବେଳେ ୧୯ ବର୍ଷରୁ କମ୍‌ ଦଳ ବିନା ଟିମ୍‌ ମ୍ୟାନେଜରରେ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚିଛି। ଅଷ୍ଟ୍ରେଲିଆ…

ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ୫୦ ଥର ହୋଇଛନ୍ତି ଶୂନରେ ଆଉଟ, ଟପ-୧୦ରେ ଜଣେ ଭାରତୀୟ…

କୋଲକାତା,୧୧।୧୨ : କୌଣସି କ୍ରିକେଟରଙ୍କର ସ୍ବପ୍ନ ହେଉଛି ତାଙ୍କ ଦେଶ ପାଇଁ ଖେଳିବା । ଜଣେ ଯଥାସମ୍ଭବ ରନ ସ୍କୋର କରିବାକୁ କିମ୍ବା ୱିକେଟ ନେବାକୁ କରିଥାନ୍ତି। କିନ୍ତୁ ଦୁନିଆରେ ଏପରି ୩ ଜଣ କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ଅନ୍ତର୍ଜାତୀୟ…

ଟି-୨୦ ବିଶ୍ୱକପରେ ସାମିଲ ହେବେ କି ହିଟ୍‌ମ୍ୟାନ୍‌? ଜୟ ଶାହାଙ୍କ କହିଲେ…

ନୂଆଦିଲ୍ଲୀ,୧୧।୧୨: ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଅଧିକ ସମୟ ବାକି ନାହିଁ। ଆଇପିଏଲ ୨୦୨୪ ପରେ ଠିକ ଏହି ଟୁର୍ନାମେଣ୍ଟ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟିମ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଟି-୨୦…

ଏହି ନିୟମ ଭାରତୀୟ କ୍ରିକେଟ ପାଇଁ ବିପଦ, ଆଇପିଏଲ ୨୦୨୪ ପୂର୍ବରୁ ବିସିସିଆଇକୁ ଏମିତି ଡିମାଣ୍ଡ କଲେ ଜାଫର

ନୂଆଦିଲ୍ଲୀ,୧୧।୧୨: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ଲିଗ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ଆରମ୍ଭ ହୋଇପାରେ। ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ଡିସେମ୍ବର ୧୯ରୁ ଦୁବାଇରେ ଅନୁଷ୍ଠିତ ହେବ। ପ୍ରଥମ ଥର ବିଦେଶରେ ଆଇପିଏଲ ନିଲାମ ହେବ। ପ୍ରଶଂସକମାନେ…

ଟିମ୍‌ ଇଣ୍ଡିଆର ଅଡ଼ୁଆ ବଢିପାରେ

ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଡର୍ବାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହୋଇଛି। ପ୍ରଥମ ଟି-୨୦ ରଦ୍ଦ ହେବା ଭାରତ ପାଇଁ ଏକ ବଡ ସମସ୍ୟା ହୋଇପାରେ। କାରଣ ବର୍ତ୍ତମାନ ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦…

ରାଗିଗଲେ ଗାଭାସ୍କର: କହିଲେ, ଦକ୍ଷିଣ ଆଫ୍ରିକା ମିଛ କହୁଛି

ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଛି। ବର୍ଷା ହେତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହେବା ପରେ ସୁନୀଲ ଗାଭାସ୍କର ରାଗି…

ବର୍ଷାରେ ଧୋଇଗଲା ଭାରତ-ଦକ୍ଷିଣ ପ୍ରଥମ ଟି-୨୦

ଡର୍ବାନ, ୧୧ା୧୨: ଲଗାଣ ବର୍ଷା ଯୋଗୁ ଏଠାରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଏପରିକି ମ୍ୟାଚ୍‌ ପାଇଁ ଟସ୍‌ ମଧ୍ୟ ପଡ଼ି ନ ଥିଲା। ଆସନ୍ତାବର୍ଷ ଓ୍ବେଷ୍ଟଇଣ୍ଡିଜ…

ଅଶ୍ୱିନୀ-ତନିଶା ଯୋଡ଼ି ଚାମ୍ପିୟନ

ଗୁଆହାଟୀ, ୧୧ା୧୨(ପି.ଟି.): ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଏଠାରେ ଚାଲିଥିବା ଗୁଆହାଟୀ ମାଷ୍ଟର୍ସ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ରବିବାର ୪୦ ମିନିଟ୍‌ ଧରି ଅନୁଷ୍ଠିତ ଫାଇନାଲରେ ସେମାନେ ଚାଇନିଜ୍‌ ତାଇପେର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?