ଖେଳ

ଭାରତୀୟ ଅଧିନାୟକଙ୍କ ‘ସ୍ପେଶାଲ୍‌ ଫଟୋଶୁଟ୍‌’: ଭାଇରାଲ ହେଉଛି ଫଟୋ

ଡର୍ବାନ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଡର୍ବାନର କିଙ୍ଗ୍ସମିଡ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ…

ଡବ୍ଲ୍ୟୁପିଏଲ୍‌ରେ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ଝିଅଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୦।୧୨: ମହିଳା ପ୍ରିମିୟର ଲିଗ ନିଲାମ ଆୟୋଜନ କରାଯାଇଥିଲା। ଏହି ନିଲାମରେ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ଏଥିରେ ଅଜଣା ଚେହେରା ନିଲାମରେ ସାମିଲ ହୋଇଥିଲେ। କିର୍ଥାନା ବାଲକ୍ରିଷ୍ଣନ ଏହି ନାମଗୁଡିକ ମଧ୍ୟରୁ ଅନ୍ୟତମ। ମହିଳା ପ୍ରିମିୟର ଲିଗ…

ଗ୍ରାଣ୍ଡସ୍ଲାମ ଚାମ୍ପିୟନ କ୍ରିସ୍‌ ଏଭର୍ଟଙ୍କୁ ପୁଣି କ୍ୟାନ୍‌ସର: ଚାଲିଛି କେମୋଥେରାପି ଚିକିତ୍ସା

ନ୍ୟୁୟର୍କ,୧୦ା୧୨: ୧୮ ଥର ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନ କ୍ରିସ ଏଭର୍ଟ ପୁଣି କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀଟିମ୍‌ ଶରୀରର ପେଲ୍‌ଭିକ ଏରିଆରେ କ୍ୟାନ୍‌ସର ସେଲ୍‌ ଠାବ କରିଛନ୍ତି। ସମସ୍ତ ସେଲ୍‌କୁ ହଟାଇ ଦିଆଯିବା ସହ ତାଙ୍କର କେମୋଥେରାପି ଚିକିତ୍ସା ଆରମ୍ଭ…

ଟିମ ଇଣ୍ଡିଆ ସହିତ ଦେଖାଯାଉଥିବା ରହସ୍ୟମୟୀ ଝିଅ କିଏ ?…

ନୂଆଦିଲ୍ଲୀ,୧୦।୧୨ : ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ ପୂର୍ବରୁ ଜଣେ ରହସ୍ୟମୟୀ ଝିଅ ସାମ୍ନାକୁ ଆସିଛନ୍ତି। ରିଙ୍କୁ ସିଂ ନେଇଥିବା ସେଲଫିରେ ଏହି ରହସ୍ୟମୟୀ ଝିଅଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌

ଡର୍ବାନ୍‌,୧୦ା୧୨: ଡର୍ବାନଠାରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ପୁଣି ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ। ଅନ୍ୟପକ୍ଷେ ଟି୨୦ରେ ଦଳ ଚୟନକୁ ନେଇ ଏବେ ବି ଭାରତୀୟ ମ୍ୟାନେଜମେଣ୍ଟ ଆଶଙ୍କାରେ…

ଦ୍ୱିତୀୟ ଦିନ ଖେଳ ସୁଦ୍ଧା ହାଇଦ୍ରାବାଦ ୪୦୩/୬

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ସ୍ଥାନୀୟ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଏଲିଟ୍‌ ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ର ମ୍ୟାଚରେ ହାଇଦ୍ରାବାଦ ବିଶାଳ ସ୍କୋର ଆଡ଼କୁ ଅଗ୍ରସର ହୋଇଛି। ଦଳ ଶନିବାର ଦ୍ୱିତୀୟ ଦିବସ…

ଡିସେମ୍ବର ୨୧ରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ: ସେହି ଦିନ ଫଳାଫଳ

ନୂଆଦିଲ୍ଲୀ,୧୦ା୧୨: ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଆସନ୍ତା ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବ। ବ୍ଲ୍ୟୁଏଫ୍‌ଆଇର ନିର୍ବାଚନ ପାଇଁ ପୂର୍ବତନ ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌ ଏମ୍‌ କୁମାରଙ୍କୁ ରିଟର୍ନିଂ ଅଫିସର ଘୋଷଣା କରାଯାଇଥିବା…

ଆନାବେଲ ମହଙ୍ଗା ବିଦେଶୀ ଖେଳାଳି

ମୁମ୍ବାଇ,୧୦ା୧୨: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍‌କ୍ୟାପ୍‌ଡ ଭାରତୀୟ ଖେଳାଳି କାଶ୍‌ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା…

୪ ଉଇକେଟରେ ଭାରତୀୟ ମହିଳା ଟିମକୁ ହରାଇ ଟି୨୦ ସିରିଜ ଜିତିଲା ଇଂଲଣ୍ଡ ମହିଳା ଟିମ୍

ମୁମ୍ବାଇ, ୯ା୧୨: ଶନିବାର ମୁମ୍ବାଇରେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମହିଳା ଟିମ୍ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚକୁ ୪ ଉଇକେଟରେ ଜିତି ତିନି ମ୍ୟାଚ୍ ବିଶିଷ୍ଟ ୨-୦ରେ ସିରିଜକୁ ଆଗୁଆ କବଜା କରିଛି ଭ୍ରମଣକାରୀ ଦଳ। ଏହି ମ୍ୟାଚରେ…

ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମ: ଦେଖନ୍ତୁ ବିକ୍ରି ହୋଇଥିବା ଏବଂ ହୋଇ ନ ଥିବା ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା

ମୁମ୍ବାଇ,୯ା୧୨: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍‌କ୍ୟାପ୍‌ଡ ଭାରତୀୟ ଖେଳାଳି କାଶ୍‌ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଆଇପିଏଲ୍‌ ପୂର୍ବରୁ…

ନୂଆଦିଲ୍ଲୀ,୯।୧୨: ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଖୁସି ଖବର। ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଦିନିକିଆ ବିଶ୍ୱକପ୍‌ ସମୟରେ ହାର୍ଦ୍ଦିକ ଆହତ ହୋଇଥିଲେ। ଏହା ଗୁରୁତର ଥିବାରୁ…

India vs England 2nd T20: ୮୦ ରନରେ ଅଲଆଉଟ ହେଲା ଭାରତୀୟ ମହିଳା ଟିମ୍

ମୁମ୍ବାଇ, ୯ା୧୨: ଶନିବାର ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଆନ୍ତର୍ଜାତୀୟ ଟି୨୦ ମ୍ୟାଚରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତୀୟ ମହିଳା ଟିମ୍। ପ୍ରାରମ୍ଭିକ ବ୍ୟାଟର ସ୍ମୃତି ମନ୍ଧାନା ଏବଂ ଯେମିମାଙ୍କ ବ୍ୟତୀତ କୌଣସି ବ୍ୟାଟର ଦୁଇ ଅଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?