ଖେଳ

ଆଜିଠାରୁ କ୍ରିକେଟ୍‌ରେ ଏକ ନୂଆ ନିୟମର ହେବ ପରୀକ୍ଷା: ଜାଣନ୍ତୁ ରୋଚକ ନିୟମ ବିଷୟରେ…

ନୂଆଦିଲ୍ଲୀ,୧୨୧୨: ଆଜି ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ନିୟମର ପରୀକ୍ଷା ଆରମ୍ଭ ହେବ। ଏହି ନିୟମର ନାମ ‘ଷ୍ଟପ କ୍ଲକ’ ରଖାଯାଇଛି। ଏହି ନିୟମର ଲାଗୁ ସହିତ ଫିଲ୍ଡିଂ ଦଳ ଓଭର ଶେଷ ହେବା ପରେ ଆଉ ଅଧିକ ସମୟ…

ଆଜି ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦ ମ୍ୟାଚ୍‌

ଜିକ୍ୱେବେରା,୧୨ା୧୨: ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇଯିବା ପରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ ଭାରତ। ଟି୨୦ ବିଶ୍ୱକପ ପୂର୍ବରୁ ଆଉ ମାତ୍ର ୫ଟି ମ୍ୟାଚ୍‌ ବାକି ରହିଥିବା ବେଳେ ଦଳ ଚୟନକୁ ନେଇ ଭାରତୀୟ ଟିମ୍‌…

ଆଜିଠୁ ବିଡବ୍ଲ୍ୟୁଏଫ ଟୁର୍‌ ସୁପର ୧୦୦

କଟକ,୧୨ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବ ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ। ଏହାକୁ ସଫଳ କରିବା ନିମନ୍ତେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି ।…

ଫେରିବେ ପନ୍ଥ

ନୂଆଦିଲ୍ଲୀ,୧୨।୧୨: ଋଷଭ ପନ୍ଥ ଆଇପିଏଲ ୨୦୨୪ରୁ କ୍ରିକେଟ ମଇଦାନକୁ ଫେରିବେ। ସେ ପୁଣି ଥରେ ଦିଲ୍ଲୀ କ୍ୟାପିଟାଲ୍ସର କମାଣ୍ଡ ନେଉଥିବାର ନଜର ଆସିବେ। ଦିଲ୍ଲୀ କ୍ୟାପିଟାଲ୍ସ ନିଜେ ଏହା କହିଛି। ଡିସି ମ୍ୟାନେଜମେଣ୍ଟ କହିଛି ଯେ ପ୍ରାୟ ଏକ ବର୍ଷ ଧରି…

କୁଚ୍‌ ବିହାର ଟ୍ରଫି: ହାଇଦ୍ରାବାଦକୁ ମିଳିଲା ୩, ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ

ବରଗଡ଼,୧୨।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଏବଂ ଜିଲା କ୍ରିକେଟ ଆସୋସିଏଶନ ସହଯୋଗରେ ବରଗଡ଼ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିରେ ହାଇଦ୍ରାବାଦ-ଓଡ଼ିଶା ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି । ହାଇଦ୍ରାବାଦ ପ୍ରଥମ…

ଏଏଫ୍‌ସି କପ୍‌: ବିଜୟ ସହ ନକ୍ ଆଉଟରେ ଓଏଫ୍‌ସି

ଭୁବନେଶ୍ୱର,୧୧ା୧୨: କଳିଙ୍ଗ ଷ୍ଟାଡିୟମରେଅନୁଷ୍ଠିତ ଏଏଫ୍‌ସି କପ୍‌ର ମ୍ୟାଚ୍‌ରେ ବସୁନ୍ଧରା କିଙ୍ଗ୍ସକୁ ୧-୦ରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ବିଜୟ ସହିତ ଏଏଫ୍‌ସି କପ୍‌ର ନକ୍ ଆଉଟ ରାଉଣ୍ଡକୁ ଦଳ ଉତ୍ତୀର୍ଣ୍ଣ ହୋଇଛି। ଗ୍ରୁପ୍‌ ଡିରେ ସ୍ଥାନ ପାଇଥିବା ଓଏଫ୍‌ସି ୬…

ଘୋଷଣା ହେଲା ଆଇପିଏଲ୍ ୨୦୨୪ ପ୍ଲେୟାର ନିଲାମ ତାଲିକା, ଓଡ଼ିଶାର ଦୁଇ ଖେଳାଳି ପାଇଲେ ସୁଯୋଗ

ମୁମ୍ବାଇ,୧୧।୧୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପ୍ଲେୟାର ନିଲାମ ପାଇଁ ରୋଷ୍ଟର ପ୍ରକାଶିତ ହୋଇଛି। ଦୁବାଇର କୋକାକୋଲା ଏରେନାରେ ଡିସେମ୍ବର ୧୯, ୨୦୨୩ ରେ ଏହି ନିଲାମ ହେବ। ଏଥିରେ ମୋଟ ୩୩୩ କ୍ରିକେଟରଙ୍କ ନାଁ ନିଲାମୀ ପାଇଁ ଚୂଡାନ୍ତ…

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍‌‌ଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର,୧୧।୧୨: ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍‌‌ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ମାଇଣ୍ଡ ଲ୍ୟାବ୍‌‌, ରିହାବିଲିଟେସନ୍‌‌ ଲ୍ୟାବ୍‌‌, ରିକଭରି ଲ୍ୟାବ, ଗେଟ୍‌‌…

ସନ୍ତରଣରେ ଡାନିଲଙ୍କ ବିଶ୍ୱ ରେକର୍ଡ

ଓଟୋପେନି,୧୧ା୧୨: ଆୟର୍ଲାଣ୍ଡ ସନ୍ତରଣକାରୀ ଡାନିଲ ଓ୍ବିଫେନ୍‌ ପୁରୁଷ ୮୦୦ ମିଟର ଫ୍ରିଷ୍ଟାଇଲରେ ଏକ ଶର୍ଟକୋର୍ସ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିବା ଗ୍ରାଣ୍ଟ ହାକେଟଙ୍କଠାରୁ ୩ ସେକେଣ୍ଡ ଆଗୁଆରେ ରେସ୍‌ ଶେଷ କରିଥିଲେ। ରୋମାନିଆର…

୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଜାନୁୟାରୀ ୨୦ରେ ଭାରତ ଖେଳିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୧।୧୨: ପୁରୁଷ ଅଣ୍ଡର -୧୯ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ନାମେଣ୍ଟ ୧୯ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଛି। ଫାଇନାଲ ମ୍ୟାଚ ୧୧ ଫେବୃୟାରୀରେ ଖେଳାଯିବ। ଏହି ସମୟ ମଧ୍ୟରେ ମୋଟ ୪୧ ଟି ମ୍ୟାଚ ଖେଳାଯିବ। ଭାରତୀୟ ଦଳ…

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ,୧୧।୧୨: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ନିଜ ଦଳ ଘୋଷଣା କରିଛି। ଜାନୁୟାରୀ ୨୫ରୁ ଇଂଲଣ୍ଡ ଏହି ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି।…

ପ୍ରଥମ ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ାକୁ ଉଦ୍‍ଘାଟନ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ,୧୧।୯: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରଥମ ଖେଲୋ ଇଣ୍ଡିଆ ଭିନ୍ନକ୍ଷମ କ୍ରୀଡ଼ାକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଛନ୍ତି । ୧୪ଶହ କ୍ରୀଡ଼ାବିତ୍‍ ଏଥିରେ ଅଂଶଗ୍ରହଣ କରିବେ । ଏହି କ୍ରୀଡ଼ା ୮ଦିନ ଧରି ଚାଲିବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?