ଖେଳ

ବିଶ୍ୱକପ ପରାଜୟ ପରେ ମୁହଁ ଖୋଲିଲେ ରୋହିତ, କିଭଳି ଦୁଃଖ ଭୁଲି ବି ଜାଣିପାରୁ ନ ଥିଲି, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୩।୧୨ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବିଶ୍ୱକପ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ଦୁଃଖଭୁଲି ପାରିବେ ନାହିଁ। ବର୍ତ୍ତମାନ ପ୍ରାୟ ୨୨-୨୩ ଦିନ ପରେ ପ୍ରଥମ ଥର ପାଇଁ ଭାରତୀୟ ଅଧିନାୟକ କ୍ୟାମେରା ଆଗରେ ନଜର ଆସିଛନ୍ତି।…

ଶ୍ରୀସନ୍ଥଙ୍କ ନାଁ ଶୁଣିବା ମାତ୍ରେ ରାଗିଗଲେ ଗମ୍ଭୀର, କହିଦେଲେ ଏମିତି

ନୂଆଦିଲ୍ଲୀ,୧୩।୧୨: ବିବାଦ ଯେଉଁଠି,ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସେଇଠି। ନିକଟରେ ସେ ପୂର୍ବତନ କ୍ରିକେଟର ଏସ୍‌. ଶ୍ରୀସନ୍ଥଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ରହିଥିଲେ। ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟରେ ଗମ୍ଭୀର ‘ଫିକ୍ସର’ କହିବା ଯୋଗୁ ରାଗି ଯାଇଥିବା ନେଇ ଶ୍ରୀସନ୍ଥ…

ଜୋତାରେ ଖାସ୍‌ ବାର୍ତ୍ତା ଲେଖି ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଖେଳାଳି: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫସିଲେ ବିବାଦରେ…

ନୂଆଦିଲ୍ଲୀ,୧୩।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିୟ ଖେଳାଳିଙ୍କ ଆଚରଣକୁ ନେଇ ବିବାଦ ଦେଖାଦେଇଛି। ଘଟଣାକୁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସହ ଯୋଡ଼ାଯାଉଛି।…

ଦ୍ୱିତୀୟ ଟି -୨୦: ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଜିକ୍ୱେବେରା,୧୩।୧୨: ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟି -୨୦ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ଯୋଗୁ ଭାରତ ୧୯.୩ ଓଭରରେ ୧୮୦ ରନ୍‌ରେ…

ରୋନାଲ୍ଡୋ ବିଶ୍ୱର ଶ୍ରେଷ୍ଠ, କ୍ରିକେଟ୍‌ରେ କୋହଲି

ନୂଆଦିଲ୍ଲୀ,୧୩ା୧୨: ଗୁଗଲ ପକ୍ଷରୁ ସର୍ବାଧିକ ସର୍ଚ୍ଚ କରାଯାଇଥବା ଖେଳାଳିଙ୍କ ଏକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଶ୍ୱରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଆଥଲେଟଙ୍କ ମଧ୍ୟରେ ପ୍ରଥମ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ରେ ବାଧକ ସାଜିଲା ବର୍ଷା: ୧୯.୩ ଓଭରରେ ଭାରତ ୧୮୦/୭

ଜିକ୍ୱେବେରା,୧୨ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ଧୋଇ ଯାଇଥିଲା। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯାଉଥିବା ବେଳେ ଭାରତୀୟ ଇନିଂସର ୩ଟି ବଲ୍‌ ଥାଇ ବର୍ଷା ହେବାରୁ ମ୍ୟାଚ୍‌ ସ୍ଥଗିତ ରହିଛି।…

ଦଳରୁ ବାଦ୍‌ ପଡ଼ିବା ପରେ ଖୁସି ବ୍ୟକ୍ତ କଲେ ଇଂଲଣ୍ଡର ଏହି ବୋଲର୍‌: କହିଲେ -‘ମୋତେ ଚୟନ ନ କରିବା ନିଷ୍ପତ୍ତି ଠିକ୍‌’

ନୂଆଦିଲ୍ଲୀ,୧୨।୧୨: ଇଂଲଣ୍ଡ କ୍ରିକେଟ ଟିମ୍‌ ସୋମବାର ଭାରତ ଗସ୍ତ ଲାଗି ଦଳ ଘୋଷଣା କରିଛି। ଏହି ଟିମ୍‌ରେ ଇଂଲଣ୍ଡ ଅନୁଭବୀ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସଙ୍କୁ ସ୍ଥାନ ମିଳିନାହିଁ। ଫଳରେ ସେ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍‌…

୪୨ ବର୍ଷର ହେଲେ ଯୁବରାଜ

ନୂଆଦିଲ୍ଲୀ,୧୨।୧୨: ଯଦିଭାରତୀୟ କ୍ରିକେଟ ଦଳର ଇତିହାସରେ ଶ୍ରେଷ୍ଠ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଏ, ତେବେ ଯୁବରାଜ ସିଂଙ୍କ ନାମ ନିଶ୍ଚିତ ଭାବେ ଟପ -୫ ରେ ରହିବ। କେବଳ ଗୋଟିଏ ନୁହେଁ ଭାରତ ଦୁଇଟି ବିଶ୍ୱକପ ଜିତିବାରେ ଯୁବରାଜ ସିଂ ଏକ…

ଗୁଗଲ୍‌ର ‘ଅଲ୍‌ ଟାଇମ୍‌ ମୋଷ୍ଟ୍‌ ସର୍ଚ୍ଚ’ ଭିଡିଓରେ ସାମିଲ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଚଳିତବର୍ଷରେ ଗୁଗଲ୍‌ରେ ସର୍ବାଧିକ ଆଲୋଚନା ହୋଇଥିବା ବିଷୟକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ ଏକମାତ୍ର କ୍ରିକେଟର୍‌ ଭାବେ ବିରାଟ କୋହଲି ସାମିଲ ହୋଇଛନ୍ତି। ଗୁଗଲ୍‌ ଏହି ଭିଡିଓରେ ବିଭିନ୍ନ…

କୋହଲି-ରୋହିତ ନୁହେଁ,ଏହି ଖେଳାଳିଙ୍କୁ ଗୁଗଲ୍‌ରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଏହି ବର୍ଷ କ୍ରିକେଟ ଦୁନିଆରେ ଅନେକ ବଡ ଟୁର୍ନାମେଣ୍ଟ ଖେଳାଯାଇଥିଲା। ପ୍ରତିବର୍ଷ ପରି ଗୁଗଲ ଚଳିତ ବର୍ଷର ଗୁଗ୍‌ଲ ଟ୍ରେଣ୍ଡ ବିଷୟରେ ସୂଚନା ଦେଇଛି। ୨୦୨୩ରେ ସର୍ବାଧିକ ସର୍ଚ୍ଚ ଯାଇଥିବା ବିଷୟ ଉପରେ…

ପ୍ରଥମ ଦିନରେ ଜୟନ୍ତୀ, ପଙ୍କଜ, ମଙ୍ଗତଙ୍କୁ ପଦକ

ଭୁବନେଶ୍ୱର,୧୧ା୧୨ (ସରୋଜ ଜେନା): ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଓଡ଼ିଶାକୁ ସଫଳତା। ପ୍ରଥମ ଦିନରେ ଜୟନ୍ତୀ ବେହେରା, ପଙ୍କଜ ଭୁଏ ଓ ମଙ୍ଗତ ହେମରାମ ପଦକ ବିଜୟୀ ହୋଇଛନ୍ତି। ମହିଳା ୧୦୦ ମିଟର ଦୌଡର ଟି-୪୭ ବର୍ଗରେ ଜୟନ୍ତୀ…

ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଅନୁରାଗଙ୍କୁ ଭେଟିଲେ ବଜରଙ୍ଗ ଓ ସାକ୍ଷୀ

ନୂଆଦିଲ୍ଲୀ,୧୨ା୧୨: ସୋମବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି ଦୁଇ ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ। ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନ ରହିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?