ଖେଳ

ଲାଇଭ୍‌ ମ୍ୟାଚ୍‌ରେ ପ୍ରଶଂସକଙ୍କ ସହ ଝୁମିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚର ତୃତୀୟ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୨୪୧ ରନର ଅଗ୍ରଣୀ ହାସଲ କରିଛି। ମ୍ୟାଚର ତୃତୀୟ ଦିନରେ ପଡ଼ିଆରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ…

ଚମକିବ ସଞ୍ଜୁ ସାମସନଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ୨୦୨୪ରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ଟିମ ଇଣ୍ଡିଆ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ଟି-୨୦ ସିରିଜ ଖେଳିବ। ଟିମ ଇଣ୍ଡିଆର ଦଳ ଆଫଗାନିସ୍ତାନ ବିପକ୍ଷରେ କିପରି ହେବ ତାହା ଦେଖିବାକୁ ବାକି ରହିଛି। କାରଣ…

ଅନୁଷ୍କା-ବିରାଟଙ୍କ ବିବାହ ବାର୍ଷିକୀ ଉପହାର ହେଉଛି ଭାଇରାଲ, ଦାମ୍‌ ଜାଣିଲେ…

ନିକଟରେ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ସେମାନଙ୍କର ଷଷ୍ଠ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସେ ଏହି ସ୍ବତନ୍ତ୍ର ଦିନର ବିଶେଷ ଉପହାର ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଅନୁଷ୍କା ଏବଂ ବିରାଟଙ୍କ…

ଟେନିସ୍‌ ର଼୍ୟାକେଟ୍‌ କେଉଁଥିରୁ ତିଆରି ହୁଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଶୀତଋତୁରେ ଗୋଟିଏ ଖେଳର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଥାଏ। ଲୋକମାନେ ସନ୍ଧ୍ୟାରେ ନିଜ ଘର ବାହାରେ ଟେନିସ୍‌ ଖେଳୁଥିବା ଦେଖାଯାଏ । କ୍ରୀଡ଼ା ଯାହା ବି ହେଉ, ଏହା ମାନବ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଲୋକ…

ଲିଫ୍ଟରେ ଫସିଗଲେ ଥାର୍ଡ ଅମ୍ପାୟାର,ଆଉ ତା’ପରେ ଘଟିଲା ଏମିତି

ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋର୍ନରେ ଖେଳାଯାଉଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୬୪ ରନ ସ୍କୋର କରିବା ପରେ ପାକିସ୍ତାନ ଦଳ ଅଲଆଉଟ ହୋଇଯାଇଥିଲା। ଏହା ପରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ…

କୁନି ପ୍ରଶଂସକଙ୍କ ସ୍ବପ୍ନ ପୂରଣ କଲେ କୋହଲି

ସେଞ୍ଚୁରିଅନ, ୨୮।୧୨: ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋରେ ଦକ୍ଷିଣ ଆଫ୍ରିକାର କୁନି କ୍ରିକେଟ ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ସହ ଦେଖାଯାଇଛି। ମ୍ୟାଚ୍‌ରେ…

ପୁଣି ଥରେ ଲମ୍ବା କେଶ ରଖିବାର କାରଣ କହିଲେ ଏମ୍‌.ଏସ୍‌ ଧୋନୀ, ଶୁଣି ଭାବୁକ ହେଲେ ଫ୍ୟାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀ ଲମ୍ବା ଚୁଟି ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ହେଲିକପ୍ଟର ସଟ୍‌ ମାରିବା ସହ ଲମ୍ବା ଚୁଟି ପାଇଁ ଧୋନୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୦୭ ଟି୨୦ବିଶ୍ୱକପ ପାଇଁ ଧୋନୀ ତାଙ୍କ ଚୁଟି…

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): କ୍ଲବ-୭୩ର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ସତ୍ୟବ୍ରତ ମହାପାତ୍ର ସ୍ମାରକୀ ଅଲ୍‌ ଓଡ଼ିଶା ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୨ଟି ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପ୍ରତିଯୋଗିତାର…

କିଟ୍‌ ମହିଳା ବିଚ୍‌ ଭଲିବଲ ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ଜୋନ୍‌ ବିଶ୍ୱବିଦ୍ୟାଳୟ ଭଲିବଲ ଚାମ୍ପିୟନଶିପ୍‌ରେ କିଟ୍‌ ମହିଳା ବିଚ୍‌ ଭଲିବଲ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଥମରୁ ୪ର୍ଥ ପୋଜିଶନ ପାଇଁ ଅନୁଷ୍ଠିତ ଲିଗ୍‌ ରାଉଣ୍ଡରେ କିଟ୍‌ ମହିଳା…

ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଉଦୀୟମାନ ଟେନିସ ପ୍ରତିଭା ଦେବାଶିଷ ସାହୁ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ)…

‘ନିଜ ପ୍ରତିଭାକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ’

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ”କେବଳ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ଆସି ନ ଥାଏ। ଉପଯୁକ୍ତ ଅଭ୍ୟାସ ହିଁ ଜଣକୁ ପରିପୂର୍ଣ୍ଣ ଖେଳାଳି ଭାବେ ଗଢ଼ି ତୋଳିଥାଏ। ପ୍ରତି ଖେଳାଳି ଚାମ୍ପିୟନ ମନୋବୃତ୍ତି ନେଇ ସବୁବେଳେ ଚିନ୍ତା କରିବା ଆବଶ୍ୟକ। ଏହାଦ୍ୱାରା ଚିନ୍ତାଧାରାରେ…

ଓଡ଼ିଶା ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କ ପାରଦର୍ଶିତା ପ୍ରଦର୍ଶନ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ପଶ୍ଚିମବଙ୍ଗର କାଲିମପଙ୍ଗ୍‌ ଜିଲା ଅନ୍ତର୍ଗତ ପାହାଡ଼ ଓ ଜଙ୍ଗଲ ଘେରା ଖରଖୋଲ ଗ୍ରାମରେ ଗତ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହିମାଳୟାନ ନେଚର ଆଣ୍ଡ ଆଡ୍‌ଭେଞ୍ଚର କ୍ୟାମ୍ପରେ ଓଡ଼ିଶାରୁ ଏକ ୧୧ ଜଣିଆ ଭିନ୍ନକ୍ଷମ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?