ଖେଳ

ଅଲ୍‌ ରାଉଣ୍ଡରେ ରାକେଶ ଶୀର୍ଷରେ

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଜାତୀୟ ସିନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଅଲ୍‌ରାଉଣ୍ଡ ବିଭାଗରେ ଓଡ଼ିଶାର ରାକେଶ ପାତ୍ର ଚମତ୍କାର ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଦଳଗତ ବିଭାଗରେ ରେଲଓ୍ବେ…

ଚେନ୍ନାଇ ବିପକ୍ଷରେ ଓଡ଼ିଶାର ଦ୍ୱିତୀୟ ଟାଇ

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋରେ ମଙ୍ଗଳବାର ଅନୁଷ୍ଠିତ ଓଡ଼ିଶା ଜଗରନଟ୍ସ-ଚେନ୍ନାଇ କୁଇକ୍‌ ଗନ୍ସ ମ୍ୟାଚ ୩୦-୩୦ ପଏଣ୍ଟରେ ଟାଇ ରହିଛି। ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ…

ମହିଳା ଦିନିକିଆ: ଅନ୍ତିମ ମ୍ୟାଚ୍‌କୁ ୧୯୦ରନ୍‌ରେ ଜିତି ଅଷ୍ଟ୍ରେଲିଆର କ୍ଳିନ୍‌ ସୁଇପ୍‌

ମୁମ୍ବାଇ,୨ା୧: ଭାରତ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌କୁ ୧୯୦ରନ୍‌ରେ ଜିତି ନେବା ସହ ୩-୦ରେ କ୍ଲିନସୁଇପ୍‌ କରିଛି ଅଷ୍ଟ୍ରେଲିଆ ମହିଳା ଦଳ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ଉଇକେଟରେ ୩୩୮ ରନ୍‌ କରିଥିବା ବେଳେ ଭାରତ ୩୨.୪ ଓଭରରେ ସମସ୍ତ…

କୋହଲିଙ୍କୁ ଏତେ ଦୁଃଖିତ ହେବାର କେବେ ଦେଖି ନ ଥିବେ, ସାମ୍ନାକୁ ଆସିଲା ବିଶ୍ୱକପ ଫାଇନାଲର ଭିଡିଓ

ନୂଆଦିଲ୍ଲୀ,୨।୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଉଛି। ଅଷ୍ଟ୍ରେଲିୟ ଦଳ ବିଜୟ ରନ ସ୍କୋର କରିବାର ଠିକ୍‌ ପରେ ଏହି ଭିଡିଓ ଆସିଛି। ଏହି ଭିଡିଓରେ ବିଶ୍ୱକପ ୨୦୨୩ ଟ୍ରଫି ହରାଇବା ପରେ…

୨୦୨୪ ଆଇପିଏଲ୍‌ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟକା

ନୂଆଦିଲ୍ଲୀ,୨।୧: ୨୦୨୪ ଆଇପିଏଲ୍‌ ପୂର୍ବରୁ କେଏଲ୍‌ ରାହୁଲଙ୍କ ନେତୃତ୍ୱଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଏକ ବଡ଼ ଝଟକା ଲାଗିଛି। ବ୍ୟାଟିଂ କୋଚ୍‌ ବିଜୟ ଦହିଆ ଦଳର ହାତ ଛାଡି ଦେଇଛନ୍ତି। ଆଇପିଏଲ୍‌ ୨୦୨୨ ଲକ୍ଷ୍ନୌର ପ୍ରଥମ ଆଇପିଏଲ୍‌ ସିଜିନରୁ ବିଜୟ ଦଳ…

ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇତିହାସ ରଚିବାକୁ ରୋହିତଙ୍କ ପାଖରେ ସୁଯୋଗ, ଭାଙ୍ଗିପାରନ୍ତି ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ କେପଟାଉନରେ ଖେଳାଯିବ। ପ୍ରଥମ ଟେଷ୍ଟରେ ଭାରତକୁ ଦକ୍ଷିଣ ଆଫ୍ରିକା ପରାସ୍ତ କରିଥିଲା। ବର୍ତ୍ତମାନ ସିରିଜ ବଞ୍ଚାଇବାକୁ ହେଲେ ଭାରତକୁ ଯେକୌଣସି ମୂଲ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବାକୁ…

କ୍ୟାରିୟର୍‌ର ଶେଷ ଟେଷ୍ଟ ପୂର୍ବରୁ ଓ୍ବାର୍ନରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭିଡିଓ ଜାରି କରି କଲେ ଅପିଲ୍‌

ସିଡନୀ,୨।୧: ଜାନୁଆରୀ ୩ରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିଡନୀରେ ପାକିସ୍ତାନ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳିବେ। କିନ୍ତୁ ଶେଷ ଟେଷ୍ଟ ପୂର୍ବରୁ ୱାର୍ନରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ‘ବ୍ୟାଗି ଗ୍ରୀନ କ୍ୟାପ’ ଚୋରି ହୋଇଯାଇଛି।…

ଟି -୨୦ ବିଶ୍ୱକପରେ ଅଧିନାୟକତ୍ୱ ସମ୍ଭାଳିବେ ରୋହିତ!

ନୂଆଦିଲ୍ଲୀ,୨।୧: ଏକ ବର୍ଷର ବିରତି ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି -୨୦ ସିରିଜରେ ସେ ଟିମ…

ମା’ ହେବାକୁ ଯାଉଛନ୍ତି ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭ

ପ୍ରେଗ୍‌, ୨ା୧: ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ପ୍ରଥମ ସନ୍ତାନର ମା’ ହେବାକୁ ଯାଉଛନ୍ତି ବୋଲି ବର୍ଷ ଆରମ୍ଭରେ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଚେକ୍‌ ରିପବ୍ଲିକର ଏହି ଖେଳାଳି ଓ ତାଙ୍କ ସ୍ବାମୀ ନୂଆ ବର୍ଷ ଅଭିନନ୍ଦନ ଜଣାଇବା…

ଗୁଜରାଟର ପ୍ରଥମ ପରାଜୟ

ଭୁବନେଶ୍ୱର,୨ା୧(ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ଦ୍ୱିତୀୟ ସିଜନରେ ପ୍ରଥମ ପରାଜୟ ବରଣ କରିଛି ଗୁଜରାଟ ଜାଏଣ୍ଟ୍ସ। ଚେନ୍ନାଇ କୁଇକ୍‌ ଗନ୍ସ ପକ୍ଷରୁ ରାମଜୀ କଶ୍ୟପ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ…

ଆଜିଠୁ ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ

ଭୁବନେଶ୍ୱର, ୨।୧ (ତପନ ସ୍ବାଇଁ): ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ସଫଳ ସମାପନ ପରେ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହାର ସିନିୟର ବର୍ଗ ପ୍ରତିଯୋଗିତା। ଏଥିପାଇଁ ଦେଶର ଅନେକ ତାରକା ଖେଳାଳିଙ୍କ ସମାଗମ ହୋଇଛି କଳିଙ୍ଗ…

ଦକ୍ଷିଣ ଆଫ୍ରିକା ବୋର୍ଡକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବଙ୍କ ସମାଲୋଚନା

ସିଡ୍‌ନୀ,୨ା୧: ଟେଷ୍ଟ କ୍ରିକେଟ ଅପେକ୍ଷା ଟି୨୦ ଲିଗ୍‌କୁ ପ୍ରାଧାନ୍ୟ ଦେଉଥିବା କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(ସିଏସ୍‌ଏ)କୁ ସମାଲୋଚନା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ। ଦକ୍ଷିଣ ଆଫ୍ରିକାରେ ଟି୨୦ ଲିଗ୍‌ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?