ମାତ୍ର ଦେଢ ଦିନରେ କେପ୍ଟାଉନ୍ ଟେଷ୍ଟ ଜିତିଲା ଭାରତ
ନୂଆଦିଲ୍ଲୀ,୪।୧: ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍ରାଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମାତ୍ର ଦେଢ…
ଭାରତକୁ ଦ୍ୱିତୀୟ ଟେଷ୍ଟରେ ମିଳିଲା ୭୯ ରନର ବିଜୟ ଲକ୍ଷ୍ୟ, ସିରାଜଙ୍କ ପରେ ଜସପ୍ରୀତ୍ ବୁମ୍ରା କଲେ ରେକର୍ଡ
କେପଟାଉନ,୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯାଉଛି। ଆଜି ମ୍ୟାଚର ଦ୍ୱିତୀୟ ଦିନ । ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ପ୍ରଥମ ଦିନର ସ୍କୋର ୬୨/୩ରୁ ଖେଳ ଆରମ୍ଭ…
T20 World Cup 2024 schedule: ଭାରତ-ପାକିସ୍ତାନ ଏହି ଦିନ ହେବେ ପୁଣି ମୁହାଁମୁହିଁ !…
କୋଲକାତା,୪।୧ : ଟି-୨୦ ବିଶ୍ୱକପ ୨୦୨୪ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଜୁନ ୯ ରେ ନ୍ୟୁୟର୍କରେ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତ ପାକିସ୍ତାନ ମୁହାଁମୁହିଁ ହେବେ। ଭାରତୀୟ…
ନୂଆ ଭୂମିକାରେ ନଜର ଆସିବେ ଡେଭିଡ ଓ୍ବାର୍ନର
ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେଉଛି ଡେଭିଡ ୱାର୍ନରଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ। ଏହା ପରେ ସେ ଅଷ୍ଟ୍ରେଲିଆର ଟେଷ୍ଟ ଜର୍ସିରେ ଆଉ ପଡ଼ିଆକୁ ଫେରିବେ ନାହିଁ। ତେବେ ଏହି ସମୟ ମଧ୍ୟରେ ଟେଷ୍ଟ କ୍ରିକେଟରେ ତାଙ୍କର…
ପଡ଼ିଆରେ ହାତ ଯୋଡିଲେ ବିରାଟ କୋହଲି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୪।୧: ଟିମ ଇଣ୍ଡିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ ଟେଷ୍ଟରେ ୪୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ମ୍ୟାଚ ସମୟରେ କୋହଲି ହାତ ଯୋଡୁ ଥିବାର ଦେଖାଯାଇଛି। ତାଙ୍କର…
ବିପକ୍ଷ ବ୍ୟାଟର୍ଙ୍କୁ କଲେ ଆଉଟ୍, ଖୁସି ହେବା ପରିବର୍ତ୍ତେ ପାଭିଲିୟନ୍ ଆଡ଼କୁ ଦୌଡିଯାଇ ତାଙ୍କ ପିଠି ଥାପୁଡାଇଲେ ଭାରତୀୟ ଖେଳାଳି
କେପଟାଉନ,୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟର ଡିନ ଏଲଗାରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଅଟେ। ଏହା…
ଅଲୋଡ଼ା ରେକର୍ଡର ନିକଟତର ହେଲେ କୋହଲି
କେପଟାଉନ,୪।୧: କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଟେଷ୍ଟ କ୍ରିକେଟରେ ୨୦ ଥର ପାଇଁ ବିରାଟ ୪୦ ରୁ ୪୯…
ଓଡ଼ିଶାକୁ ୧୫ ପଦକ
ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): ବେଙ୍ଗାଲୁରୁସ୍ଥିତ କୋରମଙ୍ଗଲ ଇନ୍ଡୋର ଷ୍ଟାଡିୟମରେ ୩୮ତମ ଜାତୀୟ ଆଇଟିଏଫ୍ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ ରାଜ୍ୟରୁ ୬୬୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ଯୋଦ୍ଧା ଟାଏକୋଣ୍ଡୋ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ…
ବିଜୟଧାରାକୁ ଫେରିଲା ଜଗରନଟ୍ସ
ଭୁବନେଶ୍ୱର,୪ା୧ (ସରୋଜ ଜେନା): କଟକର ଜବାହରଲାଲ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ଚମତ୍କାର ଡିଫେନ୍ସ ଦେଖାଇ ବିଜୟ ଧାରାକୁ ଫେରିଛି ଓଡ଼ିଶା ଜଗରନଟ୍ସ। ବୁଧବାର ସନ୍ଧ୍ୟାର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ଓ୍ବାରିୟର୍ସକୁ ୩୨-୨୧ ପଏଣ୍ଟରେ ପରାସ୍ତ କରିଥିଲା…
କିଟ୍ ପୁରୁଷ ଦଳ କ୍ୱାର୍ଟରରେ
ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): ଜୟପୁରର ମନିପାଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବୁଧବାର ଆରମ୍ଭ ହୋଇଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ୍ ଟେନିସ ଟୁର୍ନାମେଣ୍ଟରେ କିଟ୍ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରି-କ୍ୱାର୍ଟର ଫାଇନାଲରେ ଏହି ଦଳ ରୋହତକର…
ଭିନେଶ, ସାକ୍ଷୀ, ବଜରଙ୍ଗଙ୍କ ବିରୋଧରେ ପ୍ରତିବାଦ
ନୂଆଦିଲ୍ଲୀ,୪ା୧(ପି.ଟି): ଭାରତୀୟ ରେସ୍ଲିଂରେ ଦେଖାଦେଇଥିବା ସଙ୍କଟ ଏକ ନୂଆ ମୋଡ ନେଇଛି। ବୁଧବାର ଶତାଧିକ ଜୁନିୟର ରେସ୍ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ୍ ଓ ସାକ୍ଷୀ ମଲିକଙ୍କ ବିରୋଧରେ ଯନ୍ତରମନ୍ତରଠାରେ ୩ ଘଣ୍ଟିଆ ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି। ଏହି ୩ ଖେଳାଳିଙ୍କ…
ମହିଳା ଦଳଗତ ବିଭାଗରେ ରେଲଓ୍ବେକୁ ସ୍ବର୍ଣ୍ଣ
ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ବିଭାଗ ପ୍ରତିଯୋଗିତାର ଅଲ୍ ରାଉଣ୍ଡ ବିଭାଗରେ ଚମକ ଦେଖାଇଛନ୍ତି ଅଲିମ୍ପିଆନ ଦୀପା କର୍ମକାର। ସେ ୪୯.୫୫ ପଏଣ୍ଟ ପାଇ…

