ଖେଳ

IND vs SA: ଟେଷ୍ଟ କ୍ରିକେଟରେ ସବୁଠାରୁ ରୋମାଞ୍ଚକର ଦିନ, ଗୋଟିଏ ଦିନରେ ୨୩ ଉଇକେଟର ପତନ

କେପ୍‌ଟାଉନ୍‌,୩ା୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୨୩ ଉଇକେଟର ପତନ ଘଟିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଜବାବରେ ଭାରତ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ…

ଶୁବମନ ଗିଲ୍‌ଙ୍କ ଉପରେ ଝୁଲୁଛି ଖଣ୍ଡା: ଦଳରୁ ପଡିପାରନ୍ତି ବାଦ୍‌

କେପଟାଉନ୍‌,୩।୧: ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଶେଷ ୭ଟି ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିନାହାଁନ୍ତି। ବିଶେଷକରି ଭାରତ ବାହାରେ ଗିଲ ଟେଷ୍ଟରେ ଆଶା ମୁତାବକ ପ୍ରଦର୍ଶନ କରିନାହାଁନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର…

ଲଜ୍ଜାଜନକ ରେକର୍ଡ କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩।୧: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନ ସଂଗ୍ରହ କରିଥିଲା। ମୋଟ ୫୫ ରନ ସହ ଆଫ୍ରିକା ଭାରତ ବିପକ୍ଷ ଟେଷ୍ଟ କ୍ରିକେଟର ଏକ ଇନିଂସରେ ସବୁଠାରୁ କମ୍‌ ସ୍କୋର କରିବାର ଲଜ୍ଜାଜନକ…

ଆଇଏସ୍ଏଲ୍: ଜୁଆନ୍ ଫେରେଣ୍ଡୋଙ୍କୁ ବହିଷ୍କାର କଲା ମୋହନ ବାଗାନ୍, ହାବାସ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କୋଚ୍

ନୂଆଦିଲ୍ଲୀ, ୩।୧: ୨୦୨୩-୨୪ ସିଜିନରେ ଲଗାତାର ଖରାପ ପ୍ରଦର୍ଶନ କାରଣରୁ ଇଣ୍ଡିଆନ୍ ସୁପର ଲିଗ୍ ଦଳ ମୋହନ ବାଗାନ୍ ସୁପର ଜାଏଣ୍ଟ ଏହାର ମୁଖ୍ୟ କୋଚ୍ ଜୁଆନ୍ ଫେରେଣ୍ଡୋଙ୍କୁ ବହିଷ୍କାର କରିଛି। ଆସନ୍ତା କଳିଙ୍ଗ କପରୁ ଦଳର ଟେକ୍ନିକାଲ କୋଚ୍ ଆଣ୍ଟୋନି…

ସିରାଜ୍‌ଙ୍କ ସାମ୍ନାରେ ଆତ୍ମସମର୍ପଣ କଲା ଦକ୍ଷିଣ ଆଫ୍ରିକା: ୫୫ ରନ୍‌ରେ ଅଲଆଉଟ୍‌

କେପଟାଉନ,୩।୧: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ୫୫ ରନ୍‌ରେ ଅଲଆଉଟ୍‌ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଅତି ସାଧାରଣ ଦେଖାଯାଉଥିବା ଭାରତୀୟ ବୋଲରମାନେ ଏହି ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛନ୍ତି। ମହମ୍ମଦ ସିରାଜ ସର୍ବାଧିକ ୬ଟି ଉଇକେଟ…

ଇତିହାସ ରଚିଲେ ମହମ୍ମଦ ସିରାଜ

କେପଟାଉନ,୩।୧: କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ମହମ୍ମଦ ସିରାଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମହମ୍ମଦ ସିରାଜ ପ୍ରଥମ ଅଧିବେଶନରେ ଦକ୍ଷିଣ ଆଫ୍ରିକା ଦଳର ୫ ଜଣ ବ୍ୟାଟ୍ସମ୍ୟାନଙ୍କ ଆଉଟ୍‌ କରି ଇତିହାସ ସୃଷ୍ଟି କରିଛନ୍ତି। ଦକ୍ଷିଣ ଆଫ୍ରିକାର ୫୫ ରନ୍‌ରେ…

ଦକ୍ଷିଣ ଆଫ୍ରିକାକୁ ଅଷ୍ଟମ ଝଟକା, ସିରାଜଙ୍କ ନାମରେ ୬ ଓ୍ବିକେଟ…

କେପଟାଉନ, ୩।୧ : କେପଟାଉନରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଟସ ତିଛି ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ବୋଲିଂକୁ ଆଫ୍ରିକା ଦଳ ସାମନା କରି ପାରିନାହିଁ।…

‘ବ୍ରିଜ୍‌ ଭୂଷଣଙ୍କ ଲୋକ ଫୋନ କରି ଧମକ ଦେଉଛନ୍ତି’, ସୁରକ୍ଷା ପାଇଁ ସରକାରଙ୍କୁ ଅପିଲ କଲେ ସାକ୍ଷୀ

ନୂଆଦିଲ୍ଲୀ,୩।୧: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ବ୍ରିଜ୍‌ ଭୂଷଣ ସିଂଙ୍କ ବିରୋଧରେ ଅଭିଯୋଗ ଆଉ ଏକ ଅଭିଯୋଗ ଆଣିଛନ୍ତି ସାକ୍ଷୀ ମଲିକ। ସେ କହିଛନ୍ତି, ବ୍ରିଜ୍‌ ଭୂଷଣଙ୍କ ଲୋକ ତାଙ୍କୁ ଫୋନ କରି ଧମକ ଦେଉଛନ୍ତି। ଏକ ଖବରଦତା ସମ୍ମିଳନୀରେ…

IND vs SA: ୩୧ ବର୍ଷରେ କେପଟାଉନରେ ଭାରତ ୪ ଥର ପରାଜିତ, ଅଝାରଙ୍କଠାରୁ ବିରାଟ ପର୍ଯ୍ୟନ୍ତ ସଭିଏଁ ଅସଫଳ..

କେପଟାଉନ,୩।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ବୁଧବାର (ଜାନୁୟାରୀ ୩) ରୁ କେପଟାଉନରେ ଖେଳାଯିବ। ଟିମ ଇଣ୍ଡିଆ ସିରିଜକୁ ୧-୧ ରେ ଶେଷ କରିବାକୁ ଚାହୁଁଛି।…

ପ୍ରମାଣ ଅଭାବରୁ ମାମଲା ବନ୍ଦ କଲା ସିବିଆଇ

କେପ୍‌ଟାଉନ,୩ା୧(ପି.ଟି): ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଟିଂ ମାମଲାକୁ ପ୍ରମାଣ ଅଭାବରୁ ବନ୍ଦ କରିଛି ସିବିଆଇ। ପାକିସ୍ତାନରୁ ମିଳିଥିବା ତଥ୍ୟ ଆଧାରରେ ମେ’ ୨୦୨୨ରେ ସିବିଆଇ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିଲା। ସିବିଆଇ ପକ୍ଷରୁ ଦିଲ୍ଲୀର ରୋହିଣୀରେ ରହୁଥିବା…

ଓଡ଼ିଶାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ବରୋଦା

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): ରଣଜୀ ଟ୍ରଫି ସିଜନ ୨୦୨୩-୨୪ର ପ୍ରଥମ ୨ ମ୍ୟାଚ ଖେଳିବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ଭଦୋଦରା ଯାତ୍ରା କରିଛି। କାରଣ ଓଡ଼ିଶାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବରୋଦା। ଭଦୋଦରାର ମୋତିବାଗ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା-ବରୋଦା…

ଆଜିଠୁ ଦ୍ୱିତୀୟ ଟେଷ୍ଟ

କେପ୍‌ଟାଉନ,୩ା୧(ପି.ଟି): ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହେବ। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ରୋହିତ ଶର୍ମାଙ୍କ ନିକଟରୁ ମଧ୍ୟ କିଛି ଚମତ୍କାର ଆଶା ରହିବ। ବିଶ୍ୱ ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?