ଜାତୀୟ ପାରା ଆଥ୍ଲେଟିକ୍ସ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର, ୮ା୧(ସରୋଜ ଜେନା): ଗୋଆର ପଣଜିରେ ଜାନୁଆରୀ ୮ରୁ ୧୩ ଯାଏଁ ଜାତୀୟ ପାରା ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ ଆୟୋଜିତ ହେବ। ଓଡ଼ିଶା ପକ୍ଷରୁ ୪୨ ଜଣିଆ ଦଳ ଯାଉଥିବା ବେଳେ ଶନିବାର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ…
ଜଗରନଟ୍ସ, ଖିଲାଡିଜ୍ ବିଜୟୀ
ଭୁବନେଶ୍ୱର, ୮ା୧ (ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍ଟିମେଟ୍ ଖୋ ଖୋ ସିଜନ୍ ୨ରେ ରବିବାର ବିଜୟ ହାସଲ କରିଛନ୍ତି ଓଡ଼ିଶା ଜଗରନଟ୍ସ ଓ ମୁମ୍ବାଇ ଖିଲାଡିଜ୍। ରବିବାର ସନ୍ଧ୍ୟାର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଖିଲାଡିଜ୍…
ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ
ଭୁବନେଶ୍ୱର,୮ା୧(ସରୋଜ ଜେନା): ପୋଖରୀପୁଟ ଠାରେ ଥିବା ଆର୍. ବି. ଚେସ ସେଣ୍ଟର୍ ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ବିତୀୟ ଆର୍. ବି. ଚେସ ଟୁର୍ନାମେଣ୍ଟ -୨୦୨୩ ପ୍ରତିଯୋଗିତାରେ ସତ୍ୟ ସ୍ବରୂପ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଇହାନ ଚୌଧୁରୀ (ରନର୍ଅପ), ଆଦ୍ୟା ଅଦ୍ଭିତ…
ଜାତୀୟ ଜୁନିୟର ହ୍ୟାଣ୍ଡ୍ବଲ ପାଇଁ ଓଡ଼ିଶା ଦଳ
ଭୁବନେଶ୍ବର, ୮।୧ (ତପନ ସ୍ବାଇଁ): ଚଳିତ ମାସ ୯ରୁ ୧୩ ପର୍ଯ୍ୟନ୍ତ ଜୟପୁରର କରୋଲିଠାରେ ହେବାକୁ ଯାଉଥିବା ୪୬ ତମ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡ୍ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ମନୋନୀତ ଖେଳାଳି ମାନେ ହେଲେ ଆର୍ଯ୍ୟନ…
ସୁପର କପ୍ ପାଇଁ କଳିଙ୍ଗ ପ୍ରସ୍ତୁତ
ଭୁବନେଶ୍ୱର, ୮।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ହେବାକୁଯାଉଛି ଆଉ ଏକ ସମ୍ମାନ୍ଜନକ ଫୁଟ୍ବଲ ଟୁର୍ନାମେଣ୍ଟ। ଏହା ଓଡ଼ିଶାରେ ହେବାକୁ ଯାଉଥିବାରୁ ଏହି ପ୍ରତିଯୋଗିତାର ନାମ କଳିଙ୍ଗ ସୁପର କପ୍ ରଖା ଯାଇଛି। ଏହି ଟୁର୍ନାମେଣ୍ଟ ଚଳିତ ମାସ ୯ରୁ ଆରମ୍ଭ ହୋଇ…
ଜାପାନ କରାଟେରେ ଓଡ଼ିଶାର ସଫଳତା
ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଜାପାନ କରାଟେ ଆସୋସିଏଶନ ଇଣ୍ଡିଆ (ଜେକେଏଆଇ)ର ୮ମ ଜାତୀୟ ଚାମ୍ପିୟନଶିପ ମୁମ୍ବାଇସ୍ଥିତ ଜିସିସି କ୍ଲବରେ ରବିବାର ଉଦ୍ଯାପିତ ହୋଇଛି। ଜେକେଏଆଇ ଓଡ଼ିଶା ମୁଖ୍ୟ ସନ୍ତୋଷ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରାଜ୍ୟରୁ ୬ ଜଣିଆ ଦଳ ଭାଗ ନେଇଥିଲା।…
ଟି-୨୦କୁ ଫେରିଲେ ରୋହିତ, ବିରାଟ
ନୂଆଦିଲ୍ଲୀ,୭।୧: ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଆହତ ଜନିତ…
ଅଷ୍ଟ୍ରେଲିଆନ ଓପନରୁ ଓହରିଗଲେ ନାଡାଲ
ମେଲବୋର୍ନ,୭।୧: ଟେନିସ ତାରକା ରାଫାଲ ନାଡାଲ ଅଷ୍ଟ୍ରେଲିଆନ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ୧୨ମାସ ପରେ ଟେନିସକୁ ଫେରି ଥିବା ନାଡାଲ ଗୋଟିଏ ଟୁର୍ନାମେଣ୍ଟ ଖେଳି ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ଶୁକ୍ରବାର ବ୍ରିସବେନ୍ ଇଣ୍ଟରନ୍ୟାଶନାଲ କ୍ୱାର୍ଟରଫାଇନାଲରେ ସେ ଜୋର୍ଡାନ ଥମ୍ପସନଙ୍କଠାରୁ…
ଟାଙ୍କି ଫଟା ସଟ୍: ପିଚରେ ହେଲା ବନ୍ୟା, ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟାଟ୍ସମ୍ୟାନ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୭।୧: ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟାଟ୍ସମ୍ୟାନ ଏପରି ସଟ୍ ମାରୁଥିବାର ନଜର ଆସିଛନ୍ତି ଯେ ଏଥିରେ ତାଙ୍କ ପଛରେ ରଖାଯାଇଥିବା ପାଣି ଟାଙ୍କି ଫାଟି ଯାଇଛି। ଫଳାଫଳ ହେଉଛି ପିଚରେ…
ଜୁନିୟର ମହିଳା ହକି: ୪୧ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା
ନୂଆଦିଲ୍ଲୀ,୭ା୧: ହକି ଇଣ୍ଡିଆ ପକ୍ଷରୁ ରବିବାର ୪୧ ଜଣିଆ ଜୁନିୟର ମହିଳା ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି। ଏହି ୪୧ ଖେଳାଳି ବେଙ୍ଗାଲୁରୁସ୍ଥିତ ସାଇରେ ଅନୁଷ୍ଠିତ କ୍ୟାମ୍ପରେ ଏକ ମାସ ଧରି ଅଂଶଗ୍ରହଣ କରିବେ। ଜାତୀୟ ଚାମ୍ପିୟନଶିପ୍ ୨୦୨୩ ପ୍ରଦର୍ଶନ ଆଧାରରେ…
ଟି୨୦ ବିଶ୍ୱକପ୍ରେ ଏହି ଦୁଇ ସିନିୟର ଖେଳାଳି ନିହାତି ଖେଳିବା ଆବଶ୍ୟକ: ଗାଙ୍ଗୁଲି
କୋଲକାତା,୭ା୧: ୨୦୨୪ ଟି୨୦ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ହେବା ଉଚିତ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଜୁନ୍ ମାସରେ ବିଶ୍ୱକପ୍ ହେବାକୁ ଥିବା ବେଳେ ଗାଙ୍ଗୁଲି ଏହି…
ଭାରତକୁ ଲାଗିଲା ବଡ଼ ଝଟ୍କା
ନୂଆଦିଲ୍ଲୀ,୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୧୧ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇନାହିଁ। ଆଫଗାନିସ୍ତାନ ତାର ଦଳ ଘୋଷଣା କରିଛି ଏବଂ ଏହାର ଖେଳାଳିମାନେ ମଧ୍ୟ ଭାରତରେ ପହଞ୍ଚିଛନ୍ତି।…

