ଖେଳ

ସାଇନାଙ୍କ ଆଉ ଏକ କୃତିତ୍ୱ

ଭୁବନେଶ୍ୱର, ୧୧।୧(ତପନ ସ୍ବାଇଁ): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର ଚେସ୍‌ ତାରକା ସାଇନା ସାଲୋନିକା କ୍ୟାରିୟରରେ ଆଉ ଏକ କୃତିତ୍ୱର ଅଧିକାରିଣୀ ହୋଇଛନ୍ତି। ନିଜ ନେତୃତ୍ୱରେ ସେ ନର୍ଥ ଜୋନ୍‌ ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଟୁର୍ନାମେଣ୍ଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଚାମ୍ପିୟନ କରାଇଛନ୍ତି।…

ସତବୀରଙ୍କୁ ଭବ୍ୟ ସ୍ବାଗତ

ମାଲକାନଗିରି/କାଲିମେଳା,୧୧ା୧ (ଦୁର୍ଯ୍ୟୋଧନ ପାତ୍ର/ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସତବୀର ସିଂ । ସେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ପରେ ସେ ବୁଧବାର ନିଜ ଗ୍ରାମକୁ ଫେରିଛନ୍ତି।…

୧୪ରୁ ସିକେ ନାଇଡୁ ଟ୍ରଫି କ୍ରିକେଟ

ସମ୍ବଲପୁର,୧୧ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ୨୩ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିସକାଶେ ପ୍ରସ୍ତୁତି ଶେଷ…

ମାତ୍ର ୮ ଦିନରେ ରାଜନୀତି ଛାଡିବାର କାରଣ ବଖାଣିଲେ ଅମ୍ବାତି ରାୟୁଡୁ

ହାଇଦ୍ରାବାଦ୍‌,୧୦।୧: ନିକଟରେ କ୍ରିକେଟର୍‌ ଅମ୍ବତି ରାୟୁଡୁ ରାଜନୀତିରେ ଯୋଗ ଦେଇଥିଲେ। ସେ YSRCP ପାର୍ଟିରେ ଯୋଗ ଦେଇଥିଲେ। ମାତ୍ର ୮ ଦିନ ମଧ୍ୟରେ ଦଳ ଛାଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ଏବେ ସେ ପୁଣି ଥରେ ୟୁ ଟର୍ନ ନେଇଛନ୍ତି।…

କପିଲ ଦେବଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ଗାଭାସ୍କର, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ କେହି ଗ୍ରହଣ କରିପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀ କୋଟଲା…

ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…

ନୂଆଦିଲ୍ଲୀ,୧୦।୧: ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିନର୍‌ ଇମରାନ୍‌ ତାହିର ବିଶ୍ୱର ୨ ସର୍ବଶ୍ରେଷ୍ଠ ସ୍ପିନରଙ୍କୁ ନେଇ ନିଜର ରାୟ ଦେଇଛନ୍ତି। ଭାରତର କୁଲଦୀପ ଯାଦବ ଏବଂ ଦକ୍ଷିଣ ଆଫ୍ରିକା ତବରେଜ ଶମ୍‌ସିଙ୍କୁ ସେ ଶ୍ରେଷ୍ଠ ବୋଲି ବାଛିଛନ୍ତି। ପିଟିଆଇ ସହ ସାକ୍ଷାତକାରରେ…

ବ୍ୟକ୍ତିଗତ କାରଣ ପାଇଁ ପ୍ରଥମ ମ୍ୟାଚ୍‌ରୁ ଓହରିଲେ କୋହଲି

ମୋହାଲି,୧୦।୧: ମୋହଲିରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ। ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି, କୋହଲି ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ମ୍ୟାଚରେ ଖେଳିବେ। ଭାରତ ପାଇଁ…

ବଳାତ୍କାର ମାମଲାରେ ସନ୍ଦୀପ ଲାମିଚାନେଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ,୧୦।୧: ନେପାଳ କ୍ରିକେଟର ସନ୍ଦୀପ ଲାମିଚାନେ ଜଣେ ୧୭ ବର୍ଷର ନାବାଳିକାକୁ ବଳାତ୍କାର ମାମଲାରେ ନେପାଳ କୋର୍ଟ ଦ୍ୱାରା ଆଠ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଗତ ମାସରେ ଲାମିଚାନେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯାହା ତାଙ୍କୁ କ୍ରିକେଟ୍…

୨୨ ମାର୍ଚ୍ଚରେ ଆରମ୍ଭ ହେବ ଆଇପିଏଲ ୨୦୨୪, ନିର୍ବାଚନ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ,୧୦।୧: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଇପିଏଲ୍ ମାର୍ଚ୍ଚ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଭାରତରେ ସାଧାରଣ ନିର୍ବାଚନ ସମାନ ସମୟରେ ହେବାର ଅଛି, ତେବେ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଇପିଏଲ…

ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍‌ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ

ନୂଆଦିଲ୍ଲୀ,୧୦।୧: ଆଇପିଏଲ୍‌ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଅଭ୍ୟାସ କରୁଥିବା…

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଆଫଗାନିସ୍ତାନକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୦।୧: ଜାନୁଆରୀ ୧୧ରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଆଫଗାନିସ୍ତାନ ଏକ ବଡ଼ ଝଟକା ଦେଇଛି। ଦଳର ଭେଟେରାନ ଖେଳାଳି ରସିଦ ଖାନ ପୁରା ସିରିଜରୁ…

Cricketer Collapses On Pitch: ରନ ନେବା ପରେ ତଳେ ପଡ଼ିଗଲେ କ୍ରିକେଟର, ପିଚରେ ସିପିଆର ପରେ ମଧ୍ୟ ହୃଦଘାତରେ କ୍ରିକେଟରଙ୍କ ମୃତ୍ୟୁ…

ନୋଏଡା,୧୦।୧ : ନୋଏଡା ଠାରୁ ଏକ ଖରାପ ଖବର ଆସିଛି। ଏଠାରେ ଏକ କ୍ରିକେଟ ମ୍ୟାଚ ସମୟରେ ଜଣେ ଖେଳାଳିଙ୍କର ମୃତ୍ୟୁ ହୋଇଛି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ବିକାଶ ନେଗି। ବିକାଶଙ୍କୁ ମାତ୍ର ୩୪ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?